Latest Odisha News

BREAKING NEWS

ନିଦ୍ରା ଜନିତ ରୋଗ ପାଇଁ କିମ୍‍ସରେ ସ୍ଲିପ୍‍ ଲ୍ୟାବ୍‍

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ, କାମଚାପ, ଅଧିକ ସମୟ ମୋବାଇଲ ଫୋନ୍, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଦ୍ୱାରା ରାତିରେ ଠିକ୍ ଭାବେ ନିଦ ଆସି ନ ଥାଏ । ଯାହା ଦ୍ୱାରା ସାରା ଦିନ ଥକିବା ଭଳି ଅନୁଭବ ହୋଇଥାଏ । ତେବେ କିଛି ଲୋକ ଏହାକୁ ସାଧାରଣ ସମସ୍ୟା ବେଲି ଭାବି ଅଣଦେଖା କରିଥାନ୍ତି ।…

ପ୍ରଥମ ଥର ଆୟୋଜିତ ହେଲା ‘ହରର ଫିଲ୍ମ ଫେଷ୍ଟିଭାଲ’

ମୁମ୍ବାଇ: ପ୍ରଥମ ଥର ପାଇଁ ମୁମ୍ବାଇରେ ଆୟୋଜିତ ହୋଇଛି ହରର ଫିଲ୍ମ ଫେଷ୍ଟିଭାଲ । ଏଥିରେ ଦେଶ ତଥା ବିଦେଶରୁ ମୋଟ ୨୩ଟି ଫିଲ୍ମ ପ୍ରଦର୍ଶିତ ହୋଇଛି । ଏହାକୁ ୩ ବର୍ଗରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ବର୍ଗରୁ ଗୋଟିଏ ଲେଖାଏଁ ଶ୍ରେଷ୍ଠ ଫିଲ୍ମ ଚୟନ କରାଯାଇଥିଲା । ପ୍ରଥମ କ୍ୟାଟୋଗୋରୀରେ…

ନବଙ୍କ ହତ୍ୟାର ତଦନ୍ତ ନେଇ ବର୍ଷିଲେ ନବୀନ, କହିଲେ ‘ହୀନ ରାଜନୀତି କରୁଛନ୍ତି ବିରୋଧୀ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ବିରୋଧୀ ବିଜେପି ରାଜ୍ୟରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରିଛନ୍ତି । ଯାହାକି ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ ଓ ଅପମାନବୋଧକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି,…

ଅମ୍ରିତପାଲଙ୍କ ରୂପ ଏକ ଚେହେରା ଅନେକ, ପୋଲିସ ଜାରି କଲା ସ୍କେଚ

ଚଣ୍ଡିଗଡ: ୩ ଦିନ ବିତିଯାଇଥିଲେ ମଧ୍ୟ ଉଗ୍ରବାଦୀ ଅମ୍ରିତପାଲକୁ ଧରିବାରେ ପଞ୍ଜାବ ପୋଲିସ ବିଫଳ ହୋଇଛି । ଅମ୍ରିତପାଲ ବେଶ ବଦଳାଇବାରେ ଧୂରନ୍ଧର । ତାର ରୂପ ଏକ ବେଶ ଅନେକ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅମ୍ରିତପାଲର ବିଭିନ୍ନ ସ୍କେଚକୁ ପୋଲିସ ବିମାନବନ୍ଦର, ସୀମା ସୁରକ୍ଷା ବଳ, ସଶସ୍ତ୍ର…

ନୂଆ ଫିଲ୍ମ ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର: ଜୀ-ସାର୍ଥକ ବ୍ୟାନରରେ ନିର୍ମିର୍ତ ଫିଲ୍ମ ‘ସରଗପୁରରୁ ଆସିଚି ପ୍ରିୟା' ର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ଏହି ଉତ୍ସବ ରେ ଫିଲ୍ମର ପ୍ରଯୋଜକ କବୀର ଦାସ, ଜୀ ସାର୍ଥକର ଚିଫ୍ ପ୍ରତୀକ ସିଲ, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ…

ବିଧାନସଭା ବାହାରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟାର୍ଗେଟ୍

ଭୁବନେଶ୍ୱର: ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ବାହାରେ ବିରୋଧୀଙ୍କ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ଅଭିଯୋଗର ଜବାବ ରଖିଛନ୍ତି ନବୀନ । କହିଛନ୍ତି, ଓଡ଼ିଶାରେ ଆଇନ୍ ଶୃଙ୍ଖଳା ସ୍ଥିତି ପାଇଁ ପୁଞ୍ଜିନିବେଶ ଆସୁଛି । ଯଦି ରାଜ୍ୟରେ ଆଇନ୍ ଶୃଙ୍ଖଳା…

ଆସନ୍ତୁ ଜାଣିବା କେଉଁ କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ମାଧୁରୀ

ମୁମ୍ବାଇ: କ୍ରିକେଟ ଓ ବଲିଉଡର ପ୍ରେମ ସମ୍ପର୍କ ବହୁ ପୂରୁଣା । ବିଶେଷ କରି ବଲିଉଡର ଅଭିନେତ୍ରୀଙ୍କ ପ୍ରେମରେ ଷ୍ଟାର କ୍ରିକେଟର ବାରମ୍ବାର ପଡିଥାନ୍ତି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଅଜୟ ଜାଡେଜା ଓ ମାଧୁରୀ ଦୀକ୍ଷିତଙ୍କ ପ୍ରେମ ସେ ସମ୍ପର୍କରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ…

ଅଭିମାନ କଲେ ଅରୁଣ, କହିଲେ ଚାଷୀ ଓ ଚାଉଳ କଥା କହିବାକୁ ଗୃହରେ ସୁଯୋଗ ମିଳୁନି

ଭୁବନେଶ୍ୱର : ପୁଣିଥିରେ ଫେରିଛି ଚାଉଳ ରାଜିନୀତି ! ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର କେନ୍ଦ୍ର ଚାଉଳ କାଟିବା ପ୍ରସଙ୍ଗରେ ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେଡି ବିଧାୟକ । ଏହାପରେ ଗଣମାଧ୍ୟମରେ ବଡ଼ ଅଭିମାନଭରା କଣ୍ଠରେ ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀଙ୍କୁ ସମାଲୋଚନା କରିଥିଲେ,…

ଛୋଟ ଝିଅର ମୁହଁରେ ଏମିତି କଜଳ ଲଗାଇଲେ ମହିଳା, ଲୋକେ କଲେ ଗାଳିଗୁଲଜ

ଛୋଟ ପିଲାଙ୍କ ଦେହରେ କଜଳ ଲଗାଇଲେ କାହାର ଖରାପ ନଜର ପଡ଼େ ନାହିଁ ବୋଲି ବିଶ୍ୱାସ କରାଯାଏ । ସେଥିଲାଗି ପ୍ରତ୍ୟେକ ମାଆ ନିଜ ପିଲାର ମୁହଁରେ ଭିନ୍ନ ଭିନ୍ନ ଷ୍ଟାଇଲରେ କଜଳ ଲଗାଇଥାନ୍ତି । କିନ୍ତୁ ଏବେ ଏମିତି ଜଣେ ଛୋଟ ଝିଅର ମୁହଁରେ କଜଳ ଲଗାଯାଇଛି,ଯାହାକୁ ଦେଖି ଅନେକ ଲୋକ ଗାଳିଗୁଲଜ କରିବା…