ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଲାନି ଜ୍ୱିଗାଟୋ
ମୁମ୍ବାଇ: ମାର୍ଚ୍ଚ ୧୭ ତାରିଖରେ ମୁକ୍ତିଲାଭ କରିଛି ଜ୍ୱିଗାଟୋ । ପ୍ରଥମ ଦିନରେ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିନାହିଁ । ପ୍ରଥମ ଦିନରେ ମାତ୍ର ୫୦ ଲକ୍ଷ ବ୍ୟବସାୟ କରିଛି, ଯାହା ଖୁବ ନିରାଶଜନକ ।
ନନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଜ୍ୱିଗାଟୋ’ରେ…