Latest Odisha News

BREAKING NEWS

୯୦ ସେକେଣ୍ଡରେ ଗର୍ଭସ୍ଥ ଛୁଆର ହାର୍ଟ ସର୍ଜରୀ ସଫଳ

ନୂଆଦିଲ୍ଲୀ: ମାଆ ଗର୍ଭରେ ଛୁଆର ଅପରେସନ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଆଧୁନିକ ଚିକିତ୍ସା ବିଜ୍ଞାନରେ ଏହା ସମ୍ଭବ ହୋଇଛି । ଦିଲ୍ଲୀ ଏମ୍ସରେ ମାଆ ଗର୍ଭରେ ଛୁଆର ହାର୍ଟ ସର୍ଜରୀ ଭଳି ବିରଳ ଅପରେସନ୍ ସଫଳ ହୋଇଛି । ଏବେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଏମ୍ସ…

ପଦାରେ ପଡିଲା ଅସଲ ବନ୍ଧୁତା: ଋଣ ନ ଶୁଝିବାରୁ ପାକିସ୍ତାନ ଉପରେ ବର୍ଷିଲା ଚୀନ

ଇସଲାମବାଦ: ଆଖି ଖୋଲି ଯାଇଛି ପାକିସ୍ତାନର । ପାଇଯାଇଛି ପ୍ରକୃତ ବନ୍ଧୁର ଜବାବ । ଯାହାକୁ ବନ୍ଧୁ ବୋଲି ଭାବି ନାଚୁଥିଲା ସେ ଆଜି ବିପଦବେଳେ ପାନେ ଦେଇଛି । ଆମେ କହୁଛୁ ଚୀନ କଥା ।   ପାକିସ୍ତାନର ବିପତ୍ତିବେଳେ ସହାୟତାର ହାତ ବଢାଇବା ପରିବର୍ତ୍ତେ ଚୀନ ଦେଇଛି ବିଧା ।   ରାଜନୈତିକ ସଙ୍କଟ…

ବୃଦ୍ଧଙ୍କ ସୁନା ସଉକ: ୯୦ ବର୍ଷ ବୟସରେ ପିନ୍ଧୁଛନ୍ତି କୋଟିଏ ଟଙ୍କାର ସୁନା

ଚୀନ୍‌: ଅନେକ ଲୋକଙ୍କୁ ସୁନା ପିନ୍ଧିବାକୁ ଭଲ ଲାଗେ । ବିଶେଷକରି ବିଭିନ୍ନ ଉତ୍ସବ ବା ପର୍ବପର୍ବାଣୀ ଅବସରରେ ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ସମସ୍ତେ ସୁନା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରନ୍ତି । ହେଲେ ପରିଣତ ବୟସରେ ସୁନା ପିନ୍ଧିବା ଆଗ୍ରହ କାରଣରୁ ଜଣେ ବୟୋବୃଦ୍ଧ ବ୍ୟକ୍ତି…

ଇମ୍ରାନ ଖାନଙ୍କୁ ସାମୟିକ ଆଶ୍ୱସ୍ତି, ଗିରଫ ନ କରି ଫେରିଲା ପୋଲିସ

ଇସଲାମବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଇମ୍ରାନଙ୍କୁ ଗିରଫ ନ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଲାହୋରର ଏକ କୋର୍ଟ । ପୋଲିସ ଇମ୍ରାନଙ୍କୁ ଗିରଫ କରିବା ଲାଗି ତାଙ୍କ ବାସଭବନକୁ ଘେରି ରହିଥିଲା । ଯାହା ପରେ ଲାହୋର…

ଭଉଣୀଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ସିଗାରେଟ୍ ଟାଣିଲେ ଅଭିନେତ୍ରୀ ଅନନ୍ୟା

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ନିଜ ସମ୍ପର୍କୀୟ ଭଉଣୀଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ଅନନ୍ୟାଙ୍କୁ ସିଗାରେଟ୍ ପିଉଥିବା ଦେଖିବାକୁ ମିଳିଥିଲା । ସୋହେଲ ଖାନ୍‌ଙ୍କ ଘରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏବେ ଏହି…

ମହିଳା ଜନ୍ମ ଦେଲେ ‘ପଥର ସନ୍ତାନ’ : ୧୫ ବର୍ଷ ରହିଥିଲା ପେଟରେ

ମହାରାଷ୍ଟ୍ର: ମହିଳା ଜନ୍ମ ଦେଲେ ‘ପଥର ସନ୍ତାନ’ । ତାହା ପୁଣି ୧୫ ବର୍ଷ ପେଟରେ ରହିବା ପରେ । ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ଭାବୁଥିବେ ଗୋଟେ ଶିଶୁ ମା ପେଟରେ ଦଶ ମାସ ରହିବା ପରେ ବାହାର ଦୁନିଆକୁ ଆସିଥାଏ । ଏହା କିପରି ସମ୍ଭବ । କିନ୍ତୁ ମହାରାଷ୍ଟ୍ରର ଜଣେ ମହିଳାଙ୍କ…

ଅଧା ନିଦରୁ ଉଠି ଭୂତଙ୍କ ପରି ସ୍କୁଲ ଧାଉଁଛନ୍ତି ଛାତ୍ରଛାତ୍ରୀ: ଚିନ୍ତାରେ ଅଭିଭାବକ

ଜାକର୍ତ୍ତା: ଇଣ୍ଡୋନେସିଆ ପୂର୍ବ ଭାଗରେ ଥିବା ଏକ ସହରରେ ଆଜି ସକାଳୁ ସକାଳୁ ଆଚମ୍ବିତ କଲା ପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ କିଛି  ପିଲା ଭୂତଙ୍କ ପରି ସ୍କୁଲ ଅଭିମୁଖେ ଧାଉଁଥିଲେ । ସମସ୍ତଙ୍କ ଆଖିରେ ନିଦ ଭର୍ତ୍ତି ହେଇଥିଲା । ତଥାପି ସେମାନେ ପଡି ଉଠି ସ୍କୁଲ ଅଭିମୁଖେ…

୨୦୩୦ ଫିଫା ବିଶ୍ୱକପ: ସ୍ପେନ, ପର୍ତୁଗାଲ ସହ ମିଶି ମରକ୍କୋ ଦାଖଲ କରିବ ବିଡ

ଦୁବାଇ: ୨୦୩୦ ଫିଫା ବିଶ୍ୱକପ ଫୁଟବଲ ପାଇଁ ବିଡ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବୁଧବାର ସ୍ପେନ ଓ ପର୍ତୁଗାଲ ସହ ମିଶି ମରକ୍କୋ ଏଥିପାଇଁ ଅଂଟା ଭିଡିଛି । ପୂର୍ବରୁ ସ୍ପେନ ଓ ପର୍ତୁଗାଲ ସହ ୟୁକ୍ରେନ ବିଡ ଦାଖଲ କରିବ ବୋଲି ସ୍ଥିର ହୋଇଥିଲା । ମାତ୍ର ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ…

ଲୁଣ ଖାଇ ମରିବେ ୭୦ ଲକ୍ଷ ଲୋକ: WHO

ନୂଆଦିଲ୍ଲୀ: କୌଣସି ଖାଦ୍ୟ ହେଉ କି ପାନୀୟ ଲୁଣ ବିନା ସ୍ୱାଦ ଲାଗେନା । ଆଉ ଯଦି ଆପଣଙ୍କ ଅଭ୍ୟାସ୍ ଅଧିକ ଲୁଣ ଖାଇବା ତାହାଲେ ସତର୍କ ହୋଇ ଯାଆନ୍ତୁ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଲୁଣ ସେବନକୁ ନେଇ ଜାରି କରିଛି ରିପୋର୍ଟ । ଯେଉଁଥିରେ କୁହାଯାଇଛି, ଅଧିକ ଲୁଣ ଖାଇବାରୁ ଏକାଧିକ…

ପଶ୍ଚିମା ଝଡ ପ୍ରଭାବ: ଆଜିଠୁ ୫ ଦିନ ଧରି ବର୍ଷିବ

ଭୁବନେଶ୍ୱର:ଆଜିଠୁ ୫ ଦିନ ଧରି  ରାଜ୍ୟରେ ବର୍ଷା ସମ୍ଭାବନା । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର…