Latest Odisha News

BREAKING NEWS

କାନ୍ଦି ପକାଇଲେ ଦୀପିକା, ହାତ ଯୋଡି ଏନ୍‌ସିବି କହିଲା ଠିକ୍ ଉତ୍ତର ଦିଅ

ମୁମ୍ବାଇ: କାନ୍ଦି ପକାଇଲେ ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ । ଏନ୍‌ସିବି ଆଗରେ ଥରେ କି ଦୁଇ ଥର ନୁହେଁ ତିନିଥର ଭୋ ଭୋ ହୋଇ କାନ୍ଦିଛନ୍ତି ବଲିଉଡର ମସ୍ତାନୀ । ଖେଳିଥିଲେ ଇମୋସନାଲ କାର୍ଡ । ଏନ୍‌ସିବି ଅଧିକାରୀ ତୁହାକୁ ତୁହା ପ୍ରଶ୍ନ କରି ଚାଲିଥିଲେ । ଡ୍ରଗ୍ସ ଲିଙ୍କ ନେଇ ଘନ ଘନ ଜେରା…

ମିଡିଆ ଟ୍ରାଏଲ୍ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ ରକୁଲ ପ୍ରୀତ ସିଂହ

ନୂଆଦିଲ୍ଲୀ: ଡ୍ରଗ୍ସ କେସରେ ମିଡିଆ ଟ୍ରାଏଲ୍ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ । ପିଟିସନରେ ସେ ଦର୍ଶାଇଛନ୍ତି, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବେ ମାମଲାର ତଦନ୍ତ କରୁଛି । ଏନସିବି ତଦନ୍ତ ସାରି କୌଣସି ରିପୋର୍ଟ କୋର୍ଟଙ୍କୁ ନଦେବା ଯାଏ…

କୃଷି ବିଲକୁ ବିରୋଧ: NDA ମେଣ୍ଟକୁ ବାଏ ବାଏ କହିଲା ଶିରୋମଣୀ ଅକାଳୀ ଦଳ

ନୂଆଦିଲ୍ଲୀ: ବିଜେପିକୁ ଝଟକା । କୃଷି ବିଲକୁ ବିରୋଧ କରି ଏନଡିଏ ମେଣ୍ଟରୁ ଅଲଗା ହେଲା ଶିରୋମଣି ଅକାଳୀ ଦଳ । କାଟି ଦେଲା ୨୨ ବର୍ଷର ସମ୍ପର୍କ । ଏନେଇ ଶିରୋମଣି ଅକାଳୀ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଶିରୋମଣି ଅକାଳୀ ଦଳ କହିଛି, ଚାଷୀଙ୍କ ଉତ୍ପାଦର ମାର୍କେଟିଂ ସୁନିଶ୍ଚିତ କରିବା ପାଇଁ…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, ୬ ଗୁରୁତର

ଖୋର୍ଦ୍ଧା: ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଦୁଇଟି ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗଡମାଣିତ୍ରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗଡମାଣିତ୍ରୀ ଗାଁରେ ହଠାତ୍…

ଆଜିଠୁ ବାରିପଦା ୭ ଦିନ ପାଇଁ ବନ୍ଦ

ବାରିପଦା: ବାରିପଦାରେ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ନାଗରିକ ସଂଗଠନ ବାରିପଦାକୁ ୭ ଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାରିପଦାର ଯୁବ ସଂଗଟନ ବ୍ୟବସାୟିକ ସଂଘ, ବଣିକ ସଂଘ, ଓକିଲ ସଂଘ, ସହର ବନ୍ଦ ରଖିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଆଜିଠାରୁ…

ଦେଶରେ ୬୦ ଲକ୍ଷ ଛୁଇଁବ କରୋନା କେସ, ଲକ୍ଷେ ମୁହାଁ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୬୦ ଲକ୍ଷ ଟପିଯିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୮ ହଜାର ୬୦୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୫୯ଲକ୍ଷ ୯୨ହଜାର ୫୩୩କୁ ବୃଦ୍ଧି ପାଇଛି । ବଢୁଛି ମୃତ୍ୟୁସଂଖ୍ୟା । ଲକ୍ଷେ ମୁହାଁ…

ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନା ଅଭିଯୋଗ

ବୌଦ୍ଧ: ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନ ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ତାଙ୍କ ପତ୍ନୀ । ଡେପୁଟି କଲେକ୍ଟର ଶରତ ବାଗ ସମ୍ପର୍କୀୟଙ୍କ ସହ ଝାରସୁଗୁଡ଼ା ଯାଇ ପତ୍ନୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । କୌଣସି କାମରେ ଝାରସୁଗୁଡା ଯାଇଥିବା ସମୟରେ ଶରତ ବାଗ୍‌ଙ୍କ…

NCB ପାଖରେ ଦୀପିକା-ସାରା-ଶ୍ରଦ୍ଧା-ରକୁଲଙ୍କ ଫୋନ୍, ଆଗକୁ ପୁଣି ଡାକିପାରେ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ ବେଳେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ ଖିଅ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ ସୁନ୍ଦରୀ । ଦୀପିକା ପାଦୁକୋନା, ସାରା ଅଲ୍ଲୀ ଖାନା, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂହଙ୍କୁ ପଚରାଉରା ପରେ ସେମନାଙ୍କ…

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିଂହ, ସଂସଦକୁ ୯ ଥର ନିର୍ବାଚିତ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଯଶଓ୍ୱନ୍ତ ସିଂହ । ୮୨ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଅଟ୍ଟଳ ବିହାରୀ ବାଜପେୟୀ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ଯଶଓ୍ୱନ୍ତ ସିଂହ । କେନ୍ଦ୍ରରେ ସେ ଥିଲେ ଅର୍ଥ,…

ଅକ୍ଟୋବର ୧ରୁ ଖୋଲିବ ସିନେମା ହଲ୍‌

କୋଲକାତା: ଅକ୍ଟୋବର ପହିଲାରୁ ଖୋଲିବ ସିନେମା ହଲ୍ । କେବଳ ସେତିକି ନୁହେଁ ଯାତ୍ରା, ମୁକ୍ତାକାଶ ରଙ୍ଗମଂଚ ମଧ୍ୟ ଖୋଲିବ । କୋଭିଡ ନିୟମ ମାନିବା ସହ କିଛି କଟକଣା ରଖି ଏଭଳି ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିଭଳି ନୃତ୍ୟ, ଗୀତ ଓ ମ୍ୟାଜିକ ଶୋକୁ ମଧ୍ୟ…