Latest Odisha News

BREAKING NEWS

୨୦୨୧ରେ ଆରମ୍ଭରେ ଆସୁଛି କରୋନା ଟୀକା!!

ବେଜିଂ: ଚାଇନା ର ଅଗ୍ରଣୀ କମ୍ପାନୀ  ସିନୋଭ୍ୟାକ୍ ୨୦୨୧ ମସିହା ଆରମ୍ଭରେ ଆମେରିକା ସମେତ ପୁରା ବିଶ୍ୱ ପାଇଁ  ଟିକା ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା ସୂଚନା ଦେଇଛି । ଆମେରିକାରେ କରୋନାଭ୍ୟାକ୍ ବିକ୍ରୟ ପାଇଁ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନର ଅନୁମୋଦନ ଲୋଡୁଥିବା…

‘ଅନ୍ତ୍ରିକ୍ ସୁରକ୍ଷା ସେବା’ ପଦକ ପାଇବେ ୧୭୦୯ ପୋଲିସ ଅଧିକାରୀ

ଭୁବନେଶ୍ୱର: ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ମଧ୍ୟରୁ ପ୍ରାୟ ୧୭୦୯ ଜଣଙ୍କୁ ମିଳିବ ଅନ୍ତ୍ରିକ୍ ସୁରକ୍ଷା ସେବା ପଦକ । ପ୍ରାପ୍ତ ସୂଚନାନୁଯାୟୀ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥାରେ ପଦକ ପ୍ରଦାନ କ୍ଷମତା ରାଜ୍ୟ ଆରକ୍ଷୀ…

କୋଲକାତା ପୋର୍ଟ ଟ୍ରଷ୍ଟରେ ଡିଜିଟାଲ୍ ପୁସ୍ ପାଇଁ ବିନିଯୋଗ ହବ ୪୦କୋଟି

କୋଲକାତା: ଶ୍ୟାମା ପ୍ରସାଦ ମୁଖାର୍ଜୀ  ନାମିତ କୋଲକାତା ବନ୍ଦର ଟ୍ରଷ୍ଟରେ ଡିଜିଟାଲ୍ ଟେକ୍ନୋଲୋଜି ରେ କାର୍ଯ୍ୟ ବ୍ୟବସ୍ଥା ଆରମ୍ଭ ହୋଇଛି । ବ୍ୟବସାୟ ପ୍ରକିୟାକୁ ସହଜ କରିବା ପାଇଁ ଉଦିଷ୍ଟ ବିଭିନ୍ନ ପ୍ରକଳ୍ପ ପାଇଁ ଏହା ୪୦କୋଟି ଟଙ୍କା  ବ୍ୟୟ ବରାଦ କରାଯିବ ବୋଲି ବୁଧବାର  ଜଣେ ଅଧିକାରୀ…

ବିଶ୍ୱ ପର୍ଯ୍ୟଟନ ଦିବସରେ ପୁରୀ ଓ କୋଣାର୍କକୁ ଗଡିବ ମୋବସ୍‌

ପୁରୀ: କ୍ରୁଟ୍ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସରେ ପୁରୀ, କୋଣାର୍କ କୁ ଗଡିବ ମୋ ବସ୍ । ୨୭ ସେପ୍ଟେମ୍ବର ରବିବାର ଠାରୁ ଆରମ୍ଭ ହେବ ଏହି ସେବା। ଏଥିପାଇଁ ବହୁ ଦିନରୁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଆସୁଥିଲେ । ରୁଟ୍ ନଂ – ୫୦: ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡ୍‌ରୁ ବାହାରି ମୋ…

ଗାଭାସ୍କରଙ୍କ ଅରୁଚିକର ମନ୍ତବ୍ୟ ଜବାବରେ କଣ କହିଲେ ଅନୁଷ୍କା..?

ମୁମ୍ବାଇ: ଆଇପିଏଲର ଗତକାଲି ମ୍ୟାଚରେ ବିରାଟଙ୍କ ପ୍ରଦର୍ଶନ ଖରାପ ହେବାରୁ କମେଣ୍ଟ୍ରି ବେଳେ ଏକ ଅରୁଚିକର ମନ୍ତବ୍ୟ ଦେଇଥିଲେ କ୍ରିକେଟର ସୁନୀଲ ଗାଭାସ୍କର । ଯାହାର କଡା ଜବାବ ଦେଇଛନ୍ତି ଅନୁଷ୍କା । ବିରାଟ ଆଉଟ୍ ହୋଇଯିବା ପରେ କମେଣ୍ଟ୍ରି ବେଳେ ଗାଭାସ୍କର କହିଥିଲେ ଯେ, 'ଯେଉଁ ସମୟରେ…

ଶନିବାର ଦିନ ହେବ ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ । ଆସନ୍ତା ଶନିବାର ଦିନ ବିଧାୟକ ମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଯେଉଁମାନଙ୍କର କରୋନା ଟେଷ୍ଟ ନେଗେଟିଭ ବାହାରିବ ସେମାନଙ୍କୁ…

ସୋମବାରଠାରୁ ଦୁଇ ଦିନିଆ ସଟଡାଉନ

ନୟାଗଡ଼: କୋଭିଡ-୧୯ ପ୍ରସାରକୁ ଅଟକାଇବା ପାଇଁ ଜିଲ୍ଲା ପ୍ରଶାସନ ସୋମବାର ଠାରୁ ନୟାଗଡ଼ ସହରରେ ଦୁଇ ଦିନିଆ ବନ୍ଦ ଘୋଷଣା କରିଛି। ଏହି ସମୟ ମଧ୍ୟରେ ଟାଉନ୍ ସଂପୂର୍ଣ୍ଣ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି ।

ୟୁଜି, ପିଜି ପ୍ରଥମ ବର୍ଷ ଛାତ୍ର-ଛାତ୍ରୀଙ୍କ ପାଇଁ ଆସିଲା ନିର୍ଦେଶାବଳୀ

ନୂଆଦିଲ୍ଲୀ: ୟୁଜିସି ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ଗ୍ରାଜୁଏଟ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଶୁକ୍ରବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ଟ୍ୱିଟରରେ ଛାତ୍ରଛାତ୍ରୀଙ୍କୁ ଏହା…

ପାଣିପାଗ ବିଭାଗର ସତର୍କ ସୂଚନା; ଏହି ୮ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ନବରଙ୍ଗପୁର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ,…

ପାଠ୍ୟକ୍ରମରୁ ହଟିଲା ନେହେରୁଙ୍କ ନୀତି ଓ ଅଯୋଧ୍ୟା ବିବାଦ

ଗୁଆହାଟି: ଆସାମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (AHSEC) ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନୀତି, ଶିଖ ବିରୋଧୀ ଦଙ୍ଗା, ଅଯୋଧ୍ୟା ବିବାଦ, ମହିଳା ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ଅଧିକାର ଆଦି ବିଷୟକୁ ପାଠ୍ୟକ୍ରମରୁ ବାଦ ଦେଇଛି । ମହାମାରୀ ସମୟରେ ଛାତ୍ରମାନଙ୍କ ଉପରେ…