Latest Odisha News

BREAKING NEWS

ଭାରତ ବନ୍ଦ: କୃଷି ବିଲକୁ ବିରୋଧ କରି ରାଜରାସ୍ତାରେ ଚାଷୀ

ନୂଆଦିଲ୍ଲୀ: କୃଷି ବିଲକୁ ଚାଷୀଙ୍କ ଜୋରଦାର ବିରୋଧ । ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଦେଶର କୃଷକ । ଦେଶବ୍ୟାପୀ ଆଦି ହରତାଲ କରୁଛନ୍ତି ଚାଷୀ । ବନ୍ଦ ପାଳନକୁ ସମର୍ଥନ ଦେଇଛନ୍ତି ବହୁ କୃଷକ ସଂଗଠନ ଓ ରାଜନୈତିକ ଦଳ ।…

ବ୍ରଜରାଜନଗର ପୂର୍ବତନ ବିଜେପି ବିଧାୟିକା କୋଭିଡ ପଜିଟିଭ ଚିହ୍ନଟ

ଝାରସୁଗୁଡା: ବ୍ରଜରାଜନଗର ପୂର୍ବତନ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ଫେସବୁକ ପୋଷ୍ଟ ଜରିଆରେ ରାଧାରାଣୀ ପଣ୍ଡା ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, " ମୁଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛି । ବର୍ତ୍ତମାନ ମୁଁ ଘରେ ଆଇସୋଲେସନ ରେ…

ବିହାର ବିଧାନସଭା ଏବଂ ଓଡ଼ିଶା ଉପନିର୍ବାଚନ ନେଇ ଆଜି ଘୋଷଣା ହୋଇପାରେ ତାରିଖ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ଫୁଙ୍କି ପାରନ୍ତି ନିର୍ବାଚନ କମିଶନ । ଘୋଷଣା ହୋଇପାରେ ତାରିଖ । ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଳ ବିଧାନସଭା ଉପନିର୍ବାଚନ ନେଇ ମଧ୍ୟ ତାରିଖ ଘୋଷଣା ହୋଇପାରେ । ମଧ୍ୟାହ୍ନ ସାଢ଼େ ୧୨ଟାରେ ନିର୍ବାଚନ…

ଜାଣନ୍ତୁ,କେମିତି କଟିବ ଆଜିର ଦିନ

ରାଶି ଫଳ   ତା୨୫-୯-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୨୫ ରିଖ ଶୁକ୍ରବାର କନ୍ୟା ୧୦ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ନବମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର    ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର:- ତୁଳା…

ରାଜଧାନୀରେ ଚୋରା ବନ୍ଧୁକ ଡିଲ୍ ବେଳେ ୩ଜଣଙ୍କୁ ବାନ୍ଧିଲା ଏସଟିଏଫ୍, ବେପାରୀ ଫେରାର୍

ଭୁବନେଶ୍ୱର: ରାଜଧାନୀରେ ଚାଲିଥିଲା ଚୋରା ବନ୍ଧୁକ ବିକ୍ରି ନେଇ ଡିଲ୍ । ହଠାତ ପହଞ୍ଚିଗଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ୩ଜଣଙ୍କୁ ଧରିଛି । ଏମାନଙ୍କ ଭିତରେ ଅଛନ୍ତି ୨ ଜଣ ପୁରୁଷ ଓ ଜଣେ ମହିଳା । ଭୁବନେଶ୍ୱର କଳ୍ପନା ସ୍କୋୟାରରୁ ସେମାନଙ୍କୁ ଏସଟିଏଫ୍ ଓ ବଡ଼ଗଡ଼ ପୋଲିସ ଗିରଫ କରିଛି । ୪୫…

ଆଜିଠୁ ଏହି ଜିଲ୍ଲାର ରାସ୍ତାକଡ଼ରେ ୧୫ ଦିନ ମିଳିବନି ଫାଷ୍ଟଫୁଡ୍

ଝାରସୁଗୁଡ଼ା: କରୋନା ସଂକ୍ରମଣ ରୋକିବାକୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ । ଆଜିଠୁ ୧୫ ଦିନ ଜିଲ୍ଲାରେ ବନ୍ଦ ରହିବ ରାସ୍ତାକଡ଼ରେ ଫାଷ୍ଟଫୁଡ୍ ଦୋକାନ । ଏଥିପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଦୋକାନୀଙ୍କୁ ଜିଲ୍ଲା…

ନୃଶଂସ ବାପା, ନିଜ ଚାରି ବର୍ଷର ଝିଅକୁ ଠେଙ୍ଗାରେ ପିଟି ମାରି ଦେଲା

ବଣେଇ: ଜନ୍ମଦାତା ସାଜିଲେ ହତ୍ୟାକାରୀ । ଚାରି ବର୍ଷର ନିଷ୍ପାପ ଶିଶୁକୁ ହତ୍ୟା କରିଛି ବାପା । ଠେଙ୍ଗାରେ ଜୋରରେ ପିଟି ଦେବାରୁ ଝିଅର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଲାଲ ହାଟିଙ୍ଗରେ । ଅଭିଯୋଗ ଅନୁସାରେ, ଲାଲହାଟିଙ୍ଗରେ ଦୁଇ…

ଅକ୍ଟୋବର ୧୫ ସୁଦ୍ଧା ପ୍ରସ୍ତୁତ ହେବ ରାଜଧାନୀର ଖଣ୍ଡଗିରି ବସ୍ ରହଣି ସ୍ଥଳ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହକ ମଧ୍ୟରେ ଖଣ୍ଡଗିରି ବସ୍ ରହଣି ସ୍ଥଳ ତିଆରି କାମ ଶେଷ କରିବେ । ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ବିଡିଏ ଓଏସ୍‌ଆରଟିସିକୁ ଏହାକୁ ହସ୍ତାନ୍ତର କରିବ । ବରମୁଣ୍ଡାରେ ଏକ ଆନ୍ତଃରାଜ୍ୟବସ ଟର୍ମିନାଲ କାମ ଆରମ୍ଭ ହେବ ।…

କବିତା : ଦେବଦାସୀ

କ୍ରିଷ୍ଣା ମିଶ୍ର ତୁଳସୀ ଦୟଣା ମହକୁଛି ମହମହ ଶିହରି ଉଠୁଛି କଂକାଳ ସାର ଦେହ ସାରା ଜୀବନର ପ୍ରତୀକ୍ଷା ସଫଳ କରି ଆସିଥିଲ କିଗୋ ମଥା ଛୁଇଁ ମୋର କୁହ ଅବୋଧ ଶୈଶବ,ଚପଳ କୈଶୋର ଦିନେ ବୁଝିତ ନଥିଲି ଜୀବନ ଗୋପନ କଥା, ତମରିନାମର ସିନ୍ଦୁର ସୀମନ୍ତେ ଭରି ଜାଣିଥିଲି ଖାଲି ମୁଁଉ ତମ ପରିଣୀତା…

ବେଙ୍ଗାଳୁରୁର ଶୋଚନୀୟ ପରାଜୟ, ୯୭ ରନରେ ଜିତିଲା ପଞ୍ଜାବ

ଦୁବାଇ: ଧୂଆଁଧାର ଅପରାଜିତ ଶତକୀୟ ଇନିଂସ ଖେଳିଲେ ଲୋକେଶ ରାହୁଲ । ବୋଲର କଲେ କମାଲ । ଶୀଘ୍ର ଶୀଘ୍ର ଓ୍ୱିକେଟ ଖସାଇଲେ । ଆଇପିଏଲରେ ରୟାସ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୯୭ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି କିଙ୍ଗସ ଇଲେଭେନ୍ ପଞ୍ଜାବ । ପଞ୍ଜାବ ଦେଇଥିବା ୨୦୭ ରନ୍ ବିଜୟ ଲକ୍ଷ୍ୟର…