ଆରପାରିରେ ଅଭୟ ପାଢ଼ୀ
ଭୁବନେଶ୍ୱର: ପ୍ରସାର ଭାରତୀର ଆଡିସନାଲ ଡାଇରେକ୍ଟର ଜେନେରାଲ (ଏଡିଜି) ଅଭୟ କୁମାର ପାଢୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପୂର୍ବରୁ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ।
ସ୍ୱର୍ଗତଃ ପାଢ଼ୀ ଆଇଏମସି,ଢେଙ୍କାନାଳର ଜଣେ ପୂର୍ବତନ ଅଧ୍ୟାପକ ମଧ୍ୟ ଥିଲେ।
BREAKING NEWS