Latest Odisha News

BREAKING NEWS

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୫୧ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୧,୮୨୪ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୨,୩୬୬ ଜଣଙ୍କର ଆଣ୍ଟିଜେନ, ୯୩୫୨ ଟି ଆରଟିପିସିଆର୍ ଓ ୧୦୬ ଟି ଟ୍ରୁନଟ୍‌ ପରୀକ୍ଷା…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୨ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି…

କିପରି କରିବେ ନିଜ ମନକୁ ଆୟତ୍ତ…

ଭୁବନେଶ୍ୱର: ମନକୁ ଜୟ କରିବା ନିମନ୍ତେ ୫ଟି ମୁଖ୍ୟ ପ୍ରୟୋଗ କରାଯାଇଥାଏ । ଅନ୍ୟାନ୍ୟ ସାଧନା ଏହି ୫ଟି ପ୍ରୟୋଗ ଭବା ବା ବିଭକ୍ତ ନିମନ୍ତେ ଉଦ୍ଦିଷ୍ଟ । ସଠିକ୍ ଜ୍ଞାନ: ପ୍ରକୃତି ସମାଜ ଚଳଣି ଆବଶ୍ୟକତା, ଇନ୍ଦ୍ରିୟଗୁଡିକର ପ୍ରଭାବ ଆଦି ମନକୁ ନିୟନ୍ତ୍ରଣ କରିବା ଆବଶ୍ୟକତା ରହିଛି , ଏସବୁ…

କାହିଁକି ଚିଡିଚିଡା ହୁଅନ୍ତି ଛୋଟ ପିଲା, ଜାଣନ୍ତୁ

ଭୁବନେଶ୍ୱର: କେତେକ ପିଲାଙ୍କାଠାରେ ଚିଡଚିଡ଼ା ଗୁଣ ଦେଖିବାକୁ ମିଳେ । ବେଳେବେଳେ କିଛି ପିଲା କଥା କଥାକେଚିଡିଯାଆନ୍ତି । ସମୟକ୍ରମେ ଏହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଥାଏ । ନିକଟରେ ଏ ସମ୍ପର୍କରେ ହୋଇଥିବା ଗବେଷଣାରୁ ଆମେରିକୀୟ ବିଶେଷଜ୍ଞ ମାନେ ଏକ ନୂଆ ତଥ୍ୟ ଖୋଜିପାଇଛନ୍ତି ।…

ଆଜି ମହାଳୟା; କାହିଁକି ଓ କିପରି ହୁଏ ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଆଶ୍ଵିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ମହାଳୟା ପଡିଥାଏ । ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ…

ରାଉରକେଲା ମହାନଗର ନିଗମ ପକ୍ଷରୁ ଜନସଂପର୍କ ଅଭିଯାନ

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ପରିକଳ୍ପନା କରାଯାଥିବା ସ୍ମାର୍ଟ ରୋଡ୍ ଫେଜ୍ – ୨ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏହି ପ୍ରକଳ୍ପ ଅଧିନରେ ସମୂଦାୟ ୨୮ଟି ରୋଡର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯିବ। ସହରର ମୁଖ୍ୟ ମୁଖ୍ୟ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଏହି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ   ତା ୧୭-୯-୨୦୨୦ ଗୁରୁବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧୭ରିଖ ଗୁରୁବାର କନ୍ୟା ୨ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର   ଘାତ ବାର:- ତୁଳା ଓ କୁମ୍ଭ…

ସିଦ୍ଧାର୍ଥ ସିବିଆଇଙ୍କୁ କହିଥିଲେ, ଦିଶାଙ୍କ ମୃତ୍ୟୁ ଖବର ଶୁଣି ଅଚେତ ହୋଇ ପଡିଥିଲେ ସୁଶାନ୍ତ !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି । ବୁଧବାର ରିପବ୍ଲିକ ଟିଭି ଖବର ଅନୁସାରେ ସିଦ୍ଧାର୍ଥ ପିଠାନୀ ସିବିଆଇକୁ କହିଥିଲେ ଦିଶା ସାଲିୟନଙ୍କ ମୃତ୍ୟୁ ଖବର ଶୁଣିଲା ପରେ ସୁଶାନ୍ତ ଅଚେତ ହୋଇ ପଡିଥିଲେ । ଏହାର କିଛି ଦିନ ପରେ…

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ, ଡିସଚାର୍ଜ ହେଲେ ୪୧୨୧ କରୋନା ରୋଗୀ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ଦୁଇଟି ବଡ ରେକର୍ଡ । ଗତ ୨୪ ଘଂଟାରେ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ଅନୁପାତରେ ସୁସ୍ଥ ହୋଇଛନ୍ତି ରୋଗୀ । ଆଜି ରାଜ୍ୟରୁ ୪୧୨୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା…

ଭାରତର ସମୁଦ୍ର ସୀମାରେ ପ୍ରବେଶ କରି ୪୫ ମାଛଧରାଳିଙ୍କୁ ନେଇଗଲା ପାକିସ୍ତାନୀ ସେନା

ନୂଆଦିଲ୍ଲୀ: ପାକିସ୍ତାନ ବୁଧବାର ଭାରତକୁ ଚ୍ୟାଲେଞ୍ଜ ଦେବା ଭଳି କାର୍ଯ୍ୟ କରିଛି । ରିପୋର୍ଟ ମୁତାବକ ପାକିସ୍ତାନ ନେଭି ଭାରତୀୟ ସମୁଦ୍ର ସୀମାରେ ପ୍ରବେଶ କରି ୪୫ ମାଛଧରାଳିଙ୍କୁ ନେଇଯାଇଛି । ୮ ବୋଟରେ ଏହି ମାଛଧରାଳିମାନେ ମାଛ ଧରି ଫେରୁଥିବା ବେଳେ ପାକିସ୍ତାନ ଏଭଳି କାପୁରୁଷ କାର୍ଯ୍ୟ…