Latest Odisha News

BREAKING NEWS

କରୋନା ଟିକା ଉତ୍ପାଦନରେ ଭାରତର ସହଯୋଗ ଲୋଡା: ବିଲ୍ ଗେଟ୍ସ

ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ ତିଆରି ନେଇ ଭାରତ ଉପରେ ଆଶା ରଖିଛନ୍ତି ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ୍ । ଆସନ୍ତା ବର୍ଷ ତ୍ରୈମାସିକ ବେଳକୁ ଅନେକ କରୋନା ଟିକା ଅନ୍ତିମ ପର୍ଯ୍ୟାୟରେ ଥିବ ବୋଲି ସେ କହିଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ, ଭ୍ୟାକସିନ୍ ଉତ୍ପାଦନରେ ସାରା…

ଦିବ୍ୟାନୀ ଓ ପ୍ରଭଂଜନ ପାଇବେ ଜାତୀୟ ସେବା ଯୋଜନା ସମ୍ମାନ

ବାରିପଦା: ଚଳିତବର୍ଷ ଜାତୀୟ ସେବା ଯୋଜନା(ଏନଏସ୍‌ଏସ୍‌)ରେ ସମ୍ମାନିତ ହେବେ ବାରିପଦାର ଜଣେ ଛାତ୍ର ଓ ଜଣେ ଛାତ୍ରୀ । ସେମାନେ ହେଲେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟାନୀ ବେହେରା ଓ ସୀମାନ୍ତ ମହାବିଦ୍ୟାଳୟର ପ୍ରଭଂଜନ ମଣ୍ଡଳ । ଏହି ଦୁଇ ସ୍ୱେଚ୍ଛାସେବୀଙ୍କ ସମେତ ଦେଶର…

ଯବାନଙ୍କ ଉପରୁ ଟଳିଲା ବିପଦ, ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ଯବାନଙ୍କ ଉପରୁ ଟଳିଲା ବଡ ଧରଣର ବିପଦ । ପଣ୍ଡ ହେଲା ମାଓବାଦୀଙ୍କ ଚାଲ୍ । ଲ୍ୟାଣ୍ଡମାଇନ୍‌କୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ। ମାଲକାନଗିରି ସୀମାକୁ ଲାଗି ରହିଥିବା ସୁକମା ଜିଲ୍ଲାରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ସୁକମା ଜିଲ୍ଲା କୋଂଟା ଥାନା ମୁରଲିଗୁଡା ରାସ୍ତା…

କଙ୍ଗନାଙ୍କ ଡିମାଣ୍ଡ: ମୋ ଘର ଭାଙ୍ଗିଲ, ୨ କୋଟି ଦିଅ

ମୁମ୍ବାଇ: ବେଆଇନ୍ ଭାବେ ମୋ ଘର ଭାଙ୍ଗିଲ, ୨ କୋଟି ଟଙ୍କା ଦିଅ । ବିଏମ୍‌ସି ଆଗରେ ଏଭଳି ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ବିଏମ୍‌ସିଠାରୁ କ୍ଷତିପୂରଣ ମାଗିଛନ୍ତି କଙ୍ଗନା । ସେ କହିଛନ୍ତି, ସେପ୍ଟେମ୍ବର ୯ ତାରିଖରେ…

ଜର୍ଜ ଫ୍ଲଏଡ଼ ଘଟଣାର ଭାରତୀୟ ସଂସ୍କରଣ: ଅଳ୍ପକେ ବଞ୍ଚିଲେ ପୀଡିତ

କୋଚି: କେରଳ ରାଜ୍ୟରୁ ଜଣେ କଂଗ୍ରେସ କର୍ମୀ ଉପରେ ପୋଲିସ କର୍ମୀଙ୍କ ବର୍ବରତାର ଚିତ୍ର  ସାମ୍ନାକୁ ଆସିଛି । ପୀଡିତ ଆଣ୍ଟୋନିଙ୍କ ପ୍ରତି ହୋଇଥିବା ଅମାନୁଷିକ ବ୍ୟବହାରର ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସମାଲୋଚନାକାରୀ ଏହି ଘଟଣାକୁ  ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ଦୁର୍ଭାଗ୍ୟଜନକ…

ଆସନ୍ତୁ ଜାଣିବା ବଲିଉଡର ଇଞ୍ଜିନିୟରଙ୍କ ବିଷୟରେ

ମୁମ୍ବାଇ: ୧୫ ସେପ୍ଟେମ୍ବର ବିଶ୍ୱ ଇଞ୍ଜିନିୟର ଦିବସ । ଆସନ୍ତୁ ଜାଣିବା ଅଭିନୟ ନିଶା ପାଇଁ କେଉଁ ଇଞ୍ଜିନିୟରମାନେ ସେମାନଙ୍କ ପେଶା ଛାଡି ବଲିଉଡ କଳାକାର ହୋଇ ଯାଇଥିଲେ । ସୁଶାନ୍ତ ସିଂ ରାଜପୁତ: ଏହି ତାଲିକାରେ ସବୁଠାରୁ ଉପରେ ରହିବେ ସୁଶାନ୍ତ ସିଂ ରାଜପୁତ । ସେ ଏବେ ଆଉ ଏହି ଦୁନିଆରେ…

ହଜିଗଲା ମାନବିକତା: ମିଳିଲାନି ଚିକିତ୍ସା, ମେଡିକାଲ ଆଗରେ ଚାଲିଗଲା ଜୀବନ

ଢ଼େଙ୍କାନାଳ: କୋଭିଡ ରୋଗୀଙ୍କୁ ମିଳିଲାନି ଚିକିତ୍ସା । ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଏବେ ଭାଇରାଲ ହେଉଛି । ଘଟଣାଟି ଘଟିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ । ଜଣେ ବ୍ୟକ୍ତି  ମୁଖ୍ୟ ଡାକ୍ତରଖାନା ସାମ୍ନାରେ ପଡିରହିଛନ୍ତି  ଓ ଅନ୍ୟ ଜଣେ ମହିଳା …

ଭାରତରେ ୬% ବୃଦ୍ଧି ପାଇଛି ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ

ଭୁବନେଶ୍ୱର: ଅର୍ଥନୀତି ଉପରେ କରୋନା ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ…

ସେଲିବ୍ରିଟିଙ୍କ ଆଡ୍ଡା ଗୋଆ!!

ଗୋଆ: ଜିନିଷଗୁଡିକ ନୂତନ ସ୍ୱାଭାବିକ ହେବାକୁ ଯାଉଛି ତେଣୁ ଚଳଚ୍ଚିତ୍ର ତାରକାମାନେ ପୁନର୍ବାର କାମ କରିବା ଆରମ୍ଭ କରିଛନ୍ତି ଓ ନିଜ ଘରୁ ବିରତି ନେଇଛନ୍ତି । ସାରା ଅଲି ଖାନ, ଅନନ୍ୟା ପାଣ୍ଡେ, ବରୁଣ ଧାୱନ ଏବଂ ଇଶାନ ଖଟ୍ଟରଙ୍କ ପରି ସେଲିବ୍ରିଟି ଗୋଆ ବେଳାଭୂମି ଉପଭୋଗ କରିବ ଦେଖାଯାଉଛି ।…

କିପରି ଜାଣିବେ ଆପଣଙ୍କ ଆଧାର ନଂ ଅସଲି କି ନକଲି…

ଭୁବନେଶ୍ୱର: କେବେ ଭାବିଛନ୍ତି ଆପଣ ଗ୍ରହଣ କରୁଥିବା ଆଧାର ଆଇଡି ଅସଲି କି ନକଲି। ଏକଥାକୁ ନେଇ ଆପଣ ମାନେ ଚିନ୍ତିତ କି? ତେବେ ଜାଣନ୍ତୁ ଏହାକୁ ଯାଞ୍ଚ କରିବାର କି ଉପାୟ ରହିଛି .. ସରକାରୀ ଆଧାର ୱେବସାଇଟ୍ (https://resident.uidai.gov.in/offlineaadhaar) କୁ ଯାଆନ୍ତୁ ଏବଂ…