Latest Odisha News

BREAKING NEWS

ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ପାଇଁ ଦାବି କଲେ ଓଡ଼ିଆ ସାଂସଦ

ଭୁବନେଶ୍ୱର: ଓଡିଶା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଙ୍ଗଳବାର ଦିଲ୍ଲୀରେ ଓଡିଶା ସାଂସ୍କୃତିକ କେନ୍ଦ୍ର ଏବଂ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଉପଯୁକ୍ତ ଜମି ଆବଣ୍ଟନ ଦାବି କରିଛନ୍ତି। ସଂସଦ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଶ୍ରୀ ପାତ୍ର କହିଛନ୍ତି ଯେ ଏହି ପ୍ରକଳ୍ପ ଜାତୀୟ ରାଜଧାନୀର…

କଟକ ଦୁର୍ଗାପୂଜା ବିବାଦ ପ୍ରସଙ୍ଗ, ପୂଜା କମିଟି ସହ କଥା ହେବେ ଡିସିପି

କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ସନ୍ଧ୍ୟାରେ କଟକ ଡିସିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ମୂର୍ତ୍ତିର ଉଚ୍ଚତା ନେଇ ପୂଜା କମିଟି ସହ ଡିସିପି ଆଲୋଚନା କରିବେ । ଏନେଇ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବୈଠକରେ ନିଷ୍କର୍ସ ଜାଣିଲା ପରେ…

ଝାରପଡା ଜେଲରେ କରୋନା ସଂକ୍ରମିତ ବିଚାରାଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ କରୋନା ସଂକ୍ରମଣରେ ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ଯାହା ପରେ ସମସ୍ତ କଏଦୀଙ୍କ କରୋନା ଟେଷ୍ଟ କରାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ଚିଠି ଲେଖିଛନ୍ତି ଜେଲ୍ କର୍ତ୍ତୃପକ୍ଷ । ମୃତକଙ୍କ ନାମ ଯୁଗଳ ଖଣ୍ଡୁଆଳ ବୋଲି…

ଓଡିଆ କାହାଣୀକୁ ନେଇ ଓଡିଆ ସିନେମା ତିଆରି କରିବା ଆମେ ଭୁଲି ଯାଉଛୁ କାହିଁକି ??

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଗତ ସପ୍ତାହରେ ଓଡିଆ ସିନେମା ଜଗତର ଦୁଇ ଜଣ ମହାନ ଶିଳ୍ପୀ ଆମଠୁ ସବୁଦିନ ଲାଗି ବିଦାୟ ନେଇଛନ୍ତି- ଶାରଦା ପ୍ରସନ୍ନ ନାୟକ ଓ ଅଜିତ ଦାସ। ଓଡିଆ ସିନେମାରେ ଓଡିଆପଣ ଯଦି କେବେ ଥିଲା, ଏ ଦୁହେଁ ସେଇ ଓଡିଆପଣର ପ୍ରତିନିଧି। ଶାରଦା ପ୍ରସନ୍ନ ନାୟକ,…

‘ମୋଗଲ ଆମ ଆଦର୍ଶ କେବେ ହୋଇପାରିବେ ନାହିଁ’- ଯୋଗୀ ଆଦିତ୍ୟନାଥ

ଆଗ୍ରା: ଉତ୍ତରପ୍ରଦେଶର ତାଜମହଲ ସହରରେ ନିର୍ମାଣ କରାଯାଉଥିବା ଏକ ମୋଗଲ ସଂଗ୍ରହାଳୟ, ମରାଠା ଆଦର୍ଶ ଛତ୍ରପତି ଶିବାଜୀ ମହାରାଜଙ୍କ ନାମରେ ନାମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ମୋଗଲ କିପରି ଆମର ହିରୋ ହୋଇପାରିବେ?…

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ଆଜି ବସିଥିବା କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଧେୟକକୁ ମଂଜୁରୀ ମିଳିଛି। ଏହା ନିୟମିତ କର ପୈଠ କରୁଥିବା ବ୍ୟକ୍ତିଙ୍କ ପାଇଁ ସୁବିଧା ପାଇଁ ଏଥିରେ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ଖିଲାପ କରୁଥିବା ବ୍ୟକ୍ତିଙ୍କ…

ନଭେମ୍ବର ସୁଦ୍ଧା ସର୍ବସାଧାରଣଙ୍କୁ ମିଳିବ ଚୀନର କରୋନା ଟିକା!

ବେଜିଂ: ଆସନ୍ତା ନଭେମ୍ବର ସୁଦ୍ଧା ଚୀନ ଦ୍ୱାରା ପ୍ରସ୍ତୁତ କରୋନା ଟିକା ସର୍ବସାଧାରଣ ଲାଗି ଉପଲବ୍ଧ ହେବ ବୋଲି ସରକାର ଦାବି କରିଛନ୍ତି । ଏସମ୍ପର୍କରେ ଚାଇନିଜ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେସନ୍ (ସିଡିସି)ର ମୁଖ୍ୟ ଗୁଜେନ୍ ୟୁ କହିଛନ୍ତି ଯେ ଏବେ ସୁଦ୍ଧା ଚୀନରେ ୪ଟି…

ମମତାଙ୍କ ବଡ଼ ଘୋଷଣା: ବ୍ରାହ୍ମଣ ପୁରୋହିତଙ୍କୁ ମିଳିବ ମାସିକ ଭତ୍ତା, ମାଗଣା ଗୃହ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ରାହ୍ମଣ ପୁରୋହିତମାନଙ୍କ ପାଇଁ ମାସିକ ଭତ୍ତା,ମାଗଣା ଗୃହ ଘୋଷଣା କରିଛନ୍ତି । ୨୦୨୧ ମସିହାରେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମମତା "ଆପତ୍ତିଜନକ ରାଜନୀତି" କରୁଥିବା ଅଭିଯୋଗର ସମ୍ମୁଖୀନ ହେବାପରେ ଏହି ଘୋଷଣା କରିଛନ୍ତି।…

ଶୁକ୍ର ଗ୍ରହରେ ଜୀବନର ସନ୍ଧାନ !

ୱାଶିଂଟନ: ମହାକାଶ ବିଜ୍ଞାନୀମାନେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି । ଏହାର କାରଣ ହେଲା ଶୁକ୍ରରେ ଫସଫିନ୍ ଗ୍ୟାସ ମିଳିବା । ଏହି ଗ୍ୟାସ ଜୀବନର ସତା ବାହକ କହିଲେ ଭୁଲ ହେବ ନାହିଁ । ପେଙ୍ଗଇନଙ୍କ ଶରୀରରେ ଫସଫିନ୍ ମିଳିଥାଏ । ତା ମାନେ ଶୁକ୍ରରେ କଣ…

ଓଡିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ଭୁବନେଶ୍ୱର: ଓଡିଆ ଅଭିନେତା ତଥା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍ ସେକ୍ରେଟାରୀ ଶ୍ରୀତମ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କୌଣସି ସୁଟିଂ କିମ୍ବା ସାମାଜିକ ସମାବେଶରେ ଯୋଗ ଦେବେନି ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।…