Latest Odisha News

BREAKING NEWS

ଦିଲ୍ଲୀ ଦଙ୍ଗା ମାମଲା: ଜେଏନୟୁ ଛାତ୍ର ନେତା ଉମର ଖାଲିଦ ଗିରଫ

ନୂଆଦିଲ୍ଲୀ: ଫେବୃୟାରୀ ଦିଲ୍ଲୀ ଦଙ୍ଗାରେ ଭୂମିକା ନିର୍ବାହ କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ପୂର୍ବତନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ଉମର ଖାଲିଦଙ୍କୁ ଗିରଫ କରିଛି । ୧୧ ଘଣ୍ଟା ପଚରାଉଚରା ପରେ ଖାଲିଦଙ୍କୁ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (UAPA) ଅନୁଯାୟୀ…

ଜେଲ୍‌ରୁ ମୁକୁଳି ଶୋଭାଯାତ୍ରାରେ ବୁଲିଲେ ଅଭିଯୁକ୍ତ

ଭୁବନେଶ୍ୱର:ଖୋଲା ଜିପରେ ବାହାରିଛି ଶୋଭାଯାତ୍ରା । ଶହ ଶହ ଯୁବକ ଏକାଠି ହୋଇ ରାଲି କରୁଛନ୍ତି । ଗାଡିରେ ଅଛନ୍ତି କିଛି ଯୁବକ ଆଉ ବାହାରେ ଶହ ଶହ ଯୁବକ ଜୟ ଜୟ ନାରା ଦେଉଛନ୍ତି । ଆପଣ ଦେଖୁଥିବା ଏହି ଦୃଶ୍ୟ କୌଣସି ନିର୍ବାଚନ ବେଳର ନୁହେଁ । କିମ୍ବା ନିର୍ବାଚନ ଜିତିବା ପରେ ନେତା…

ଭାରତର ୧୩୫୦ ରାଜନେତାଙ୍କ ଉପରେ ନଜର ରଖିଛି ଚୀନ

ନୂଆଦିଲ୍ଲୀ: ଚୀନ ଭାରତୀୟ ରାଜନେତାଙ୍କ ସମ୍ପର୍କରେ ଚୋରାରେ ତଥ୍ୟ ସଂଗ୍ରହ କରୁଛି । ଯାହାକି ଏବେ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫ ପୂର୍ବତନ ପ୍ରଧାନମନ୍ତ୍ରୀ ରହିଛନ୍ତି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୩୫୦…

‘ଜରିମାନା ଦେବାର ଅର୍ଥ ନୁହେଁ ମୁଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛି’

ନୂଆଦିଲ୍ଲୀ: ଏକ ଅବମାନନା ମାମଲାର ରାୟ ଆଧାରରେ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ତାଙ୍କ ଉପରେ ଅଦାଲତଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୧ ଟଙ୍କାର ଜରିମାନା ରାଶିକୁ ଆଜି ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିଛନ୍ତି। ଏହି ଅବସରରେ ନ୍ୟାୟାଳୟ…

କରୋନା ସଂକ୍ରମିତ ଓଡିଆ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ୱର: ବ୍ରିଟେନରେ ଅବସ୍ଥାପିତ ଓଡିଆ ଡାକ୍ତର ବିଷ୍ଣୁ ମୋହନ ରାଉତରାୟଙ୍କର କରୋନା ସଂକ୍ରମଣରେ ରବିବାର ଦିନ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ସ୍କଟଲାଣ୍ଡର ଏକ ହସ୍ପିଟାଲରେ ଇଏନଟି ସର୍ଜନ ଭାବରେ କାର୍ଯ୍ୟ କରୁଥିଲେ । ସେ ବିଗତ ୪୦ ବର୍ଷ ପୂର୍ବେ…

କରୋନା ପରିସ୍ଥିତିକୁ ନେଇ ବର୍ଷିଲେ ରାହୁଲ, କହିଲେ ‘ମୋଦି ଜୀ ଆପଣ ମୟୂର ଖେଳାନ୍ତୁ’

ନୂଆଦିଲ୍ଲୀ: ଦେଶରେ କୋଭିଡ ପରିସ୍ଥିତି କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୋମବାର ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାର ଲୋକମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ କହିଛନ୍ତି ଯାହାର ଅର୍ଥ ହେଉଛି, ଯେ ପ୍ରଧାନମନ୍ତ୍ରୀ ମୟୂର ସହ ବ୍ୟସ୍ତ ଥିବାରୁ…

୭.୫ ଗ୍ରାମ ବ୍ରାଉନ ସୁଗାର ଜବତ, ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଛତିଆ ଅଂଚଳରେ ମେଲିଛି ଧଳା ଜହର କାରବାର । ଏହି କାରବାରର ପର୍ଦ୍ଦାଫାଶ କରିଛି ଯାଜପୁର ଜିଲ୍ଲା ବୈରୀ ପୋଲିସ । ଜିଲ୍ଲା ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ଛତିଆ କମ୍ପାନୀ ବଜାରରେ ଚଢଉ କରି ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ସୋଲର, ବାଲିଚନ୍ଦ୍ରପୁର ଓ…

କବିତା : ଦାବାନଳର ଦୁନ୍ଦୁଭି

ଅଭିଜିତ ଦେବର୍ଷି ବ୍ୟସ୍ତବହୁଳ ପୃଥିବୀକୁ ମୁହିଁ ଆଖି ପୁରାଇ ଦେଖୁଦେଖୁ ଗ୍ରହଣ ଲାଗିଛି ସୁଖରେ ତାର, ଗ୍ରାସ କଲା ପୁଣି କିଏ ତାକୁ ? କିଏ ଏ ଚାଇନା କିଏ ଏ କରୋନା ଆସିଛି ପରାଏ କାଳ ପରି ଚଞ୍ଚଳ ମନ, ସୁପ୍ତ ଜୀବନ, ବସିବିକି ଏବେ ହାତ ଧରି ? ଅକାଳେ ଅନ୍ଧାର ମନୁଷ୍ୟ ଜୀବନେ,ଅଦିନରେ…

ଲକଡାଉନରେ ପ୍ରବାସୀ ମୃତ୍ୟୁର ନାହିଁ ତଥ୍ୟ, କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନି: କେନ୍ଦ୍ର

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ପ୍ରବାସୀ ମୃତ୍ୟୁ ଉପରେ କୌଣସି ତଥ୍ୟ ରଖାଯାଇନାହିଁ, ତେଣୁ କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁନି ବୋଲି କେନ୍ଦ୍ର ବିଭାଗୀୟ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି । ମାର୍ଚ୍ଚ ୨୫ ରେ ଆରମ୍ଭ ହୋଇଥିବା କୋଭିଡ-୧୯ ଲକଡାଉନ୍ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଯୋଗୁଁ…

ଆରପାରିରେ ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତି

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ। କରୋନା ଆକ୍ରାନ୍ତ ହେବା ପରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ ଶ୍ରୀ ମହାନ୍ତି। ସୋମବାର ୯୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ବଡ଼ଭାଇ’ ନାମରେ ସାରା ରାଜ୍ୟରେ ଅତି ପରିଚିତ ନଦିଆ ମହାନ୍ତି…