Latest Odisha News

BREAKING NEWS

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରୋନା 

ଭୁବନେଶ୍ୱର: କୋଭିଡ ପଜିଟିଭ ଚିହ୍ନଟ ହେଲେ ଆଉ ଜଣେ ରାଜନେତା। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସମୀର ଟ୍ଵିଟ କରି ଲେଖିଛନ୍ତି ଯେ, "କରୋନା ଲକ୍ଷଣ ଦେଖାଯିବାରୁ ପରୀକ୍ଷା କରାଇଥିଲି। ରିପୋର୍ଟ…

ଭିମସାର୍‌ ଆଇସୋଲେସନ୍‌ ୱାର୍ଡରେ ପ୍ରାଣ ହରାଇଲେ ୪ କରୋନା ଆକ୍ରାନ୍ତ

ସମ୍ବଲପୁର: ଦିନକୁ ଦିନ ମାରାତ୍ମକ ହେଉଛି କରୋନା । ବିସ୍ତାର କରିଚାଲିଛି ନିଜର କାୟା । ସମ୍ବଲପୁର ସ୍ଥିତ ଭିମସାର୍‌ର ଗୋଟିଏ ଦିନରେ ଆଇସୋଲେସନ୍‌ ୱାର୍ଡରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ମେଡିକାଲ ଅଧୀକ୍ଷକ ଡାକ୍ତର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି ।…

ମରଣ ସହ ଲଢୁଛି କୁନି ଝିଅ ସିମରନ; ଖେଳକୁଦ ବୟସରେ ପଡି ରହିଛି ମାଆ କୋଳରେ

ସୁବର୍ଣ୍ଣପୁର: ଖେଳି ବୁଲି ପାଠପଢି ଜୀବନକୁ ଉପଭୋଗ କରିବା ବୟସରେ ସଯ୍ୟାଶାୟୀ ହୋଇଛି କୁନି ଝିଅ ।ନଅ ବର୍ଷ ବୟସରୁ ମାରତ୍ମକ ରୋଗର ଶୀକାର ହୋଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଛି ସିମରନ ସାହୁ । ବ୍ରେନ ଟ୍ୟୁମର ରୋଗରେ ପୀଡିତ ସିମରନ ।ଅର୍ଥାଭାବରୁ ବାପା ମାଁ ସିମରନର ଚିକିତ୍ସା କରି ନପାରି…

କୋଭିଡ କଟକଣା ସହ ଆଜିଠୁ ଆରମ୍ଭ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । କରୋନା ଗାଇଡ଼ଲାଇନ ସହ ଏହି ଅଧିବେଶନ ୧୮ ଦିନ ଧରି ଚାଲିବା ନେଇ ସୂଚନା ମିଳିଛି। ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ କରୋନା ପାଇଁ ଚଳିତ ଥର ଏହି ବୈଠକ ହେବନି ବୋଲି ଜଣାପଡିଛି ।…

କିପରି କରିବେ ମାନସିକ ଚାପର ମୁକାବିଲା

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ପ୍ରତ୍ୟେକ ଦିନ ମାନସିକ ଚାପରେ ସମ୍ମୁଖୀନ ହେଉଛି । ତେବେ ସବୁବେଳେ ମାନସିକ ଚାପ ମଣିଷ ପ୍ରତି କ୍ଷତିକାରକ ନହୋଇ ସହାୟକ ହୋଇଥାଏ । ଏହା ଦ୍ଵାରା ମନୁଷ୍ୟର କାର୍ଯ୍ୟ ଦକ୍ଷତା ବୃଦ୍ଧି   ପାଇଥାଏ । ଆମ ଦେଶରେ ପ୍ରାୟ ୨୦ ରୁ ୩୦ ପ୍ରତିଶତ ଲୋକଙ୍କ…

ଏହି ବ୍ଲଡ଼ଗ୍ରୁପ ଲୋକଙ୍କ ଠାରେ ହୃଦଘାତର ସମ୍ଭାବନା କମ୍

ଭୁବନେଶ୍ୱର: ବଦଳୁଥିବା ଜୀବନଶୈଳୀ ଯୋଗୁ ଅନେକ ଲୋକ ଅନେକ ଅସୁବିଧାକୁ ସମ୍ନା କରୁଛନ୍ତି। ଏଥିପାଇଁ ନାନାଦି ରୋଗର ସାମ୍ନା ମଧ୍ୟ କରିବାକୁ ପଡୁଛି। ଏଥିପାଇଁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି । ଅଧିକ ଷ୍ଟ୍ରେସ ଓ ଚାପ ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୪-୯-୨୦୨୦ ସୋମବାର ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧୪ ରିଖ ସୋମବାର ସିଂହ ୩୦ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର   ଘାତ ବାର-: ମିଥୁନ ରାଶିର       …

ଶରଦଶଶୀ : ପିଲାଙ୍କ ତୂଳୀରୁ

ସାଇ ଶ୍ରୀୟନ୍ସ ତ୍ରିପାଠୀ ଷ୍ଟାଣ୍ଡାର୍ଡ- ୪, ଅଉଲ, କେନ୍ଦ୍ରାପଡା ତ୍ରିଶା ପଣ୍ଡା ଷ୍ଟାଣ୍ଡାର୍ଡ-୨, ଲୟୋଲା ସ୍କଲ, ଭୁବନେଶ୍ୱର ଭାଗ୍ୟଶ୍ରୀ ପଣ୍ଡା ଷ୍ଟାଣ୍ଡାର୍ଡ- ୫, ଡିପିଆଇଏସ୍ ସ୍କୁଲ, କେନ୍ଦ୍ରାପଡା ଶ୍ରେୟା ପ୍ରିୟଦର୍ଶିନୀ ସ୍ୱାଇଁ ଷ୍ଟାଣ୍ଡାର୍ଡ- ୫,…

ଦଉଡି ପକାଇଲେ ମଦ ଆସୁଛି, କରୋନା ହସ୍ପିଟାଲର ଭିତିରି କଥା

ୟୁପି: କରୋନା ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଡାକ୍ତର ଔଷଧ ଦିଅନ୍ତି ଆଉ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ସେବା କରନ୍ତି । ହେଲେ ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଚର୍ଚ୍ଚିତ ଚିତ୍ର । ଯେଉଁଠି କରୋନା ରୋଗୀଙ୍କ ପାଇଁ ମିଳୁଛି ମଦ । ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ହର୍ଷବର୍ଦ୍ଧନ କହିଲେ, ‘ପ୍ରଥମେ ଟିକା ମୁଁ ନେବି’

ନୂଆଦିଲ୍ଲୀ: ୨୦୨୧ ପ୍ରଥମ ଚାରି ମାସ ଭିତରେ ଆସିପାରେ କରୋନ ଭ୍ୟାକସିନ୍ । ତେବେ ଭ୍ୟାକସିନ୍ ଆସିବା ପରେ ପ୍ରଥମେ ମୁଁ ନେବି। ରବିବାର ଏଭଳି କିଛି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦି ଲୋକଙ୍କ ମନରେ କରୋନା ଭ୍ୟାକସିନକୁ ନେଇ…