Latest Odisha News

BREAKING NEWS

ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ମାସ ବନ୍ୟାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କ ନିମନ୍ତେ ଏହି ପ୍ୟାକେଜ ଘୋଷଣା ହୋଇଛି । ସରକାରଙ୍କ ଘୋଷଣା ଅନୁଯାୟୀ, ବନ୍ୟାରେ ୩୩…

ଅଫତାବ ଶିବଦାସାନୀ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭନେତା ଅଫତାବ ଶିବଦାସାନୀ କରୋନା ପଜିଟିଭ ଥିବା ଜଣାପଡିଛନ୍ତି । ଅଫତାବ ସୋସିଆଲ ମିଡିଆରେ ଏ ସମ୍ପର୍କରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ । ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମୁଁ ଫିଟ ଅଛି ଏବଂ…

ସଂସଦୀୟ ପ୍ୟାନେଲ ସମ୍ମୁଖରେ ହାଜିର ହେଲେ ସିଡ଼ିଏସ୍ ଜେନେରାଲ ବିପିନ ରାୱତ

ନୂଆଦିଲ୍ଲୀ: ଲଦାଖରେ ଏଲଏସି ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଛି । ଏହା ମଧ୍ୟରେ ଶୁକ୍ରବାର ଦିନ ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତ  ପ୍ରତିରକ୍ଷା ସଂସଦରେ ହାଜର ହୋଇଛନ୍ତି । ଏହି ବୈଠକର ଅଫିସିଆଲ୍ ଏଜେଣ୍ଡା 'ପ୍ରତିରକ୍ଷା ବାହିନୀକୁ ବିଶେଷ କରି ସୀମାନ୍ତବର୍ତ୍ତୀ…

ନୋକିଆ ସି୩ ର ପ୍ରି-ବୁକିଂ ଭାରତରେ ଆରମ୍ଭ , ମୂଲ୍ୟ ଏବଂ ଫିଚର୍ସ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ନୋକିଆ ଗ୍ରାହକଙ୍କ ପାଇଁ ଖୁସି ଖବର | HMD ଗ୍ଲୋବାଲ୍ ର ସର୍ବଶେଷ ସୁଲଭ ସ୍ମାର୍ଟଫୋନ୍ ନୋକିଆ ସି୩ ର ପ୍ରି-ବୁକିଂ ଆରମ୍ଭ ହୋଇଛି | ବର୍ତ୍ତମାନ ଗ୍ରାହକମାନେ କମ୍ପାନୀର ଅଫିସିଆଲ୍ ସାଇଟ୍ ପରିଦର୍ଶନ କରି ଏହି ସ୍ମାର୍ଟଫୋନ୍ କୁ ପ୍ରି-ବୁକ୍ କରିପାରିବେ | ସୂଚନାଯୋଗ୍ୟ ଯେ ନୋକିଆ…

କନଫର୍ମ: ବିଦ୍ୟୁତ ଜାମୱାଲ ପ୍ରେମରେ ପଡିଛନ୍ତି !

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଆକ୍ସନ ଅଭିନେତା ହେଲେ ବିଦ୍ୟୁତ ଜାମୱାଲ । ନିକଟରେ ରିଲିଜ ହୋଇଥିବା ଖୁଦା ହାଫିଜ ଫିଲ୍ମକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି । ଏହି ଅବସରରେ ବିଦ୍ୟୁତଙ୍କୁ ତାଙ୍କ ଲଭ ଲାଇଫ ସମ୍ପର୍କରେ ପଚରାଯାଇଥିଲା । ପ୍ରଥମ ଥର ପାଇଁ ସେ ପ୍ରେମରେ ପଡିଥିବା ସ୍ୱୀକାର…

ରାଉରକେଲାରେ ପି.ଏମ୍ ସ୍ୱନିଧି ସୁବିଧା କେନ୍ଦ୍ରର ଶୁଭାରମ୍ଭ

ରାଉରକେଲା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପରେ ଆଜି ରାଉରକେଲା ମହାନଗର ନିଗମ ଦ୍ୱାରା ଉଦିତ ନଗର ଥାନା ନିକଟରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ସୁବିଧା କେନ୍ଦ୍ର ବା ପି.ଏମ୍ ସ୍ୱନିଧି ସୁବିଧା କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଆଜି ଦିନ ପ୍ରାୟ ୧୦ଟା…

କରୋନା ସରିଗଲାନି ହେଲେ ମମତା ଦିଦି ଲକଡାଉନ୍ ଲଗାଉଛନ୍ତି!

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଏକ ର‌୍ୟାଲି ବୋଳେ ସେ କହିଛନ୍ତି ଯେ କରୋନା ସରିଗଲା ନି! ହେଲେ ମମତା ବାନାର୍ଜି ଲକଡାଉନ୍ ଲଗାଉଛନ୍ତି । ଯାହା ଫଳରେ ପଶ୍ଚିମବଙ୍ଗରେ ବିଜେପି କୌଣସି ବୈଠକ ବା…

ଗେଟ ପରୀକ୍ଷା ୨୦୨୧: ଖୋଲିଲା ଆଡମିଶନ ପୋର୍ଟାଲ, ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ ଅନଲାଇନ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ (ଆଇଆଇଟି ବମ୍ବେ) ଗେଟ ୨୦୨୧ ପାଇଁ ଅନଲାଇନ ରେଜିଷ୍ଟ୍ରେସନ୍ ପାଇଁ ଆବେଦନ ଆରମ୍ଭ କରିଛି । ଆଗ୍ରହୀ ପ୍ରାର୍ଥୀ ସେପ୍ଟେମ୍ବର ୧୦ ରୁ ଅକ୍ଟୋବର ୭, ୨୦୨୦ ମଧ୍ୟରେ appsgate.iitb.ac.in ମାଧ୍ୟମରେ ଆବେଦନ କରି ପାରିବେ । ଗେଟ…

ଶସ୍ତା ହେଲା ସାମସଙ୍ଗ ଗାଲାକ୍ସି ଏ୫୧ଏବଂ ଗାଲାକ୍ସି ଏ୭୧

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଏକ ସିରିଜ୍ ଲାଟେଷ୍ଟ ସ୍ମାର୍ଟଫୋନ୍ ଗାଲାକ୍ସି ଏ୫୧ଏବଂ ଗାଲାକ୍ସି ଏ୭୧ ର ମୂଲ୍ୟ ହ୍ରାସ କରିଛି। ଏହାପୂର୍ବରୁ ମୋବାଇଲରେ ନୂତନ ଜିଏସ୍ଟି ହାର ଲାଗୁ ହେବା ପରେ କମ୍ପାନୀ ଏହି ସ୍ମାର୍ଟଫୋନର ମୂଲ୍ୟ ବୃଦ୍ଧି କରିଥିଲା। ବର୍ତ୍ତମାନ ଉଭୟ…

ମାନବାଧିକାର କର୍ମୀ ମୋତେ ଠକିଛନ୍ତି: ଅନୁଭବ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ କଡା ଟ୍ୱିଟ୍ । ଗତକାଲି ତାଙ୍କ ଘରକୁ ଯାଇଥିବା ମାନବାଧିକାର କର୍ମୀଙ୍କ ପାଞ୍ଚଜଣିଆ ଟିମ୍ ତାଙ୍କୁ ଓ ତାଙ୍କ ପରିବାରକୁ ଠକିଥିବା ସେ ଟ୍ୱିଟରେ ଲେଖିଛନ୍ତି । ଏମିତିକି ତାଙ୍କ ବାପା ମାଆ ଅସୁସ୍ଥ ଥିବା ବେଳେ ଟିମ୍ ଘରକୁ…