Latest Odisha News

BREAKING NEWS

ଭୁବନେଶ୍ୱରରେ ଆଜି ୪୬୦ ପଜିଟିଭ, ୪୦୫ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୮୫ ଜଣ…

ମାଲକାନଗିରିରେ ଗଞ୍ଜେଇ ସ୍ମଗଲିଂ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୋଲିସ ଗୁରୁବାର ଦିନ ଏକ କଦଳୀ ଭ୍ୟାନରୁ ୩ କ୍ୱିଣ୍ଟାଲରୁ ଅଧିକ ନିଶାଦ୍ରବ୍ୟ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ସୂଚନାନୁସାରେ, ଏହି ଭ୍ୟାନଟି ଚିତ୍ରକୋଣ୍ଡା ବ୍ଲକର ଅର୍କେଲ ଥାନା ନିକଟରେ ସନ୍ଦେହଜନକ ଭାବେ ବୁଲୁଥିବା ନଜର ଆସିଥିଲା। ପରେ ଖବର…

ଆସନ୍ତୁ ଜାଣିବା ଏକମାତ୍ର କୌରବଙ୍କ ବିଷୟରେ ଯିଏ ପାଣ୍ଡବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲେ

ପୁରୀ: ମହାଭାରତର ଏକ କମ୍ ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଉଛନ୍ତି ଯୁଯୁତ୍ସୁ । ସେ କୌରବ ହେବା ସତ୍ୱେ ଯୁଦ୍ଧକ୍ଷେତ୍ରରେ ପାଣ୍ଡବଙ୍କ ପକ୍ଷରୁ ଲଢ଼ିଥିଲେ । ପ୍ରାୟ ସମସ୍ତେ ଜାଣନ୍ତି ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ୧୦୦ ପୁତ୍ର ହେଲେ କୌରବ । ତେବେ ଯୁଯୁତ୍ସୁ କିପରି କୌରବ ହେଲେ ? ଗାନ୍ଧାରୀ ଗର୍ଭବତୀ…

ଋଣ କିସ୍ତି ଆଦାୟ ଅବଧି ୨ ମାସକୁ ବୃଦ୍ଧି

ନୂଆଦିଲ୍ଲୀ: ୨ ମାସ ପାଇଁ ପାଇଁ ବଢ଼ିଲା ଲୋନ୍ ମେରାଟରିୟମ ଅବଧି । କୋଭିଡ୍‌-୧୯ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଋଣକିସ୍ତି ପ୍ରଦାନକୁ ଆସନ୍ତା ୨ମାସ ପାଇଁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍‌ କୋର୍ଟ।  ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏ…

କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଅଛି, ତାଙ୍କୁ କମ ଭାବିବା ଠିକ ନୁହଁ – ଟ୍ରମ୍ପ

ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ଯେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଟ୍ରମ୍ପ ଆହୁରି କହିଛନ୍ତି ତାଙ୍କୁ କଦାପି କମ ଭାବନ୍ତୁ ନାହିଁ । Kim Jong Un is in good health. Never underestimate him! —…

ରିିୟାଙ୍କ ବିସ୍ଫୋରକ ବୟାନ, ଦୋଷ ସ୍ୱୀକାର ପାଇଁ ମୋତେ ବାଧ୍ୟ କରାଯାଉଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସହ ଜଡିତ ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି । ସେ ବାଇକୁଲା ଜେଲ୍‌ରେ ଅଛନ୍ତି । ଜାମିନ ପାଇଁ ସେସନ କୋର୍ଟରେ ଆବେଦନ କରିଥିଲେ । ଆସନ୍ତାକାଲି ଏହାର ଶୁଣାଣି ହେବ । ତେବେ ସେ ଜାମିନ ଆବେଦନରେ ବିସ୍ଫୋରକ…

ପ୍ରାଚୀଙ୍କ ସହ ପୃଥ୍ୱୀ ଶ’ଙ୍କର କିଛି ଚକ୍କର ଚାଲିଛି କି!

ମୁମ୍ବାଇ: ଟିମ୍ ଇଣ୍ଡିଆର ଉଦୀୟମାନ ପୃଥ୍ୱୀ ଶ’ ଓ ଅଭିନେତ୍ରୀ ପ୍ରାଚୀ ସିଂଙ୍କ ମଧ୍ୟରେ କିଛି ଚକ୍କର ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏଥିନେଇ ଉଭୟଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ । ଏବେ ଶ’ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବା ପାଇଁ ୟୁଏଇ ଗସ୍ତରେ ଅଛନ୍ତି । ସେ ଦିଲ୍ଲୀ…

ସେପ୍ଟେମ୍ବର ୧୫ ଯାଏଁ ଓଡିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଏକ ଘୃର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ସେପ୍ଟେମ୍ବର ୧୨ ତାରିଖ ଆଡକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପରିକି ୧୧ ରୁ…

“ନିଟ୍‌-୨୦୨୦” ପରୀକ୍ଷା ପାଇଁ କେନ୍ଦ୍ରର ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ ଆୟୋଜିତ ହେବ ନିଟ-୨୦୨୦ ପରୀକ୍ଷା । ତେବେ କରୋନା କାଳରେ ଏହି ପରୀକ୍ଷା ପରିଚାଳନା ନିମେନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ‘ଅଲ୍ ଇଣ୍ଡିଆ ମେଡିକାଲ୍ ଏଣ୍ଟ୍ରାନ୍ସ୍‌ ଏକ୍ଜମିନେସନ୍-୨୦୨୦’ ଦେବାକୁ ଆଗ୍ରହୀ…

ତେଲୁଗୁ ଫିଲ୍ମରେ ଅନୀଲ କପୁର

ମୁମ୍ବାଇ: ଟଲିଉଡରେ ଡେବ୍ୟୁ କରିବେ ବଲିଉଡ୍ ସୁପରଷ୍ଟାର । ୬୩ ବର୍ଷର ମାଚୋ ମ୍ୟାନ୍ ଅନୀଲ କପୁରଙ୍କୁ ମିଳିଛି ନେଗେଟିଭ୍ ରୋଲ୍ । ଅର୍ଥାତ୍ ଫିଲ୍ମରେ ଭିଲେନ୍ ରୋଲରେ ଦେଖାଦେବେ ବଲିଉଡର ଲଖନ । ଆଉ ଏହି ଅପ କମିଂ ପ୍ରୋଜେକ୍ଟରେ ହିରୋ ଭୂମିକାରେ ନଜର ଆସିବେ ସୁପରଷ୍ଟାର ମହେଶ ବାବୁ । ଦଶହରା ପରେ…