Latest Odisha News

BREAKING NEWS

ଦେଇପାରିଲେନି ଡେଲିଭରୀ ଫି’, ନବଜାତକୁ ଲକ୍ଷେ ଟଙ୍କାରେ ବିକିଦେଲେ ବାପା-ମା’!

ଲକ୍ଷ୍ନୌ: ଟଙ୍କାର ଅଭାବ । ଅସହାୟ ବାପା-ମାଆ । ଦେଇପାରିଲେନି ହସ୍ପିଟାଲ ଫି’ । ଶେଷରେ ନବଜାତକୁ ଲକ୍ଷେ ଟଙ୍କାରେ ବିକି ଦେଲେ ଦମ୍ପତ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରାରୁ । ଏଠାରେ ଜଣେ ମା’ ଡେଲିଭରୀ ଫି’ ଦେଇପାରି ନଥିଲେ । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୪୮୪ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୮୦ ହଜାର ଟପିଲା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୪୮୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ଟ୍ୱିଟ୍ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।…

ବନାରସର ଡଙ୍ଗା ଚାଳକଙ୍କୁ ରାସନ ଯୋଗାଇବେ ସୋନୁ ସୁଦ

ମୁମ୍ବାଇ: ପୁଣି ସହଯୋଗର ହାତ ବଢ଼ାଇଲେ ବଲିଉଡର ରିଆଲ ହିରୋ ସୋନୁ ସୁଦ । ଏବେ ବନ୍ୟାରେ କ୍ଷତିଗ୍ରସ୍ତୁ ହୋଇଥିବା ଡଙ୍ଗା ଚାଳକ ଏବଂ ତାଙ୍କ ପରିବାରକୁ ସହାତୟା କରିବାକୁ ଆଗେଇ ଆସିଛନ୍ତି ସୋନୁ । ଉତ୍ତରପ୍ରଦେଶ ବନାରସର ୩୫୦ ଡଙ୍ଗା ଚାଳକ ଏବଂ ସେମାନଙ୍କ ପରିବାର ସୋନୁ ଖୁବଶୀଘ୍ର ରାସନ ସାମଗ୍ରୀ…

ଆସନ୍ତା ୧୫ରୁ ୩୦ ମଧ୍ୟରେ ହେବ ରେଭେନ୍ସା ୟୁଜି/ପିଜି ପରୀକ୍ଷା

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନଲାଇନରେ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଶେଷ ସେମିଷ୍ଟର ପରୀକ୍ଷା ହେବ । ଉଭୟ ରେଗୁଲାର ଓ ବ୍ୟାକ ପିଲାଙ୍କ ପାଇଁ ଏସବୁ ପରୀକ୍ଷା କରାଯିବ । ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ହେବ ଏସବୁ ପରୀକ୍ଷା।  ପରୀକ୍ଷାସୂଚୀ ଖୁବଶୀଘ୍ର ଜାରି କରାଯିବ…

ବିଧାୟିକା ସୁନନ୍ଦା ଦାସ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ଯାଜପୁର ବରୀ ବିଧାୟିକା ସୁନନ୍ଦା ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି…

ଭୁବନେଶ୍ୱରର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ସୋସିଆଲ୍ ମିଡିଆରେ ମଙ୍ଗଳବାର ଦିନ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି, ସେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ…

‘ଯୁବକଙ୍କୁ ଭାଷଣ ନୁହେଁ ଚାକିରି ଦାରକାର’

ନୂଆଦିଲ୍ଳୀ: ଜିଡିପି ଅଭିବୃଦ୍ଧି ହ୍ରାସ ଓ ବେରୋଜଗାରିକୁ ନେଇ ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୀର୍ଘ ସମୟ ଧରି ଅଟକି ରହିଥିବା ଏସଏସସି ଓ ରେଲଓ୍ଵେ ପରୀକ୍ଷାକୁ ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି ଯୁବ…

ବିଡିଏର ୩୮ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏର ୩୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଥିବାରୁ ଚଳିତ ବର୍ଷ ନିରାଡମ୍ବର ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ ବାର୍ଷିକ ବିବରଣୀ ପୁସ୍ତିକା ଉନ୍ମୋଚନ କରିଥିଲେ । ଏହି ଅବସରରେ…

ଖେଳାଳିଙ୍କ ପରି ଫିଲ୍ମ ତାରକାଙ୍କ କରାଯାଉ ଡୋପ୍ ଟେଷ୍ଟ!

ଭୋପାଳ: କ୍ରୀଡା ବିତ୍‌ଙ୍କ ପରି ଫିଲ୍ମ ତାରକାଙ୍କର ମଧ୍ୟ ଡୋପ୍ ଟେଷ୍ଟ କରାଇବା ପାଇଁ ମଧ୍ୟପ୍ରଦେଶର ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ପତ୍ର ଲେଖିଛନ୍ତି । ଆଜିକାର ସମୟରେ ଯୁବ ପିଢିଙ୍କ ଆଇକନ୍ ପାଲଟିଛନ୍ତି ଫିଲ୍ମ ଷ୍ଟାର…

କସୌଟି ଜିନ୍ଦେଗୀ କି-୨ର ପ୍ରସାରଣ ବନ୍ଦ ହେବ!

ମୁମ୍ବାଇ: ଲୋକପ୍ରିୟ ଟିଭି ସିରିୟଲ କସୌଟି ଜିନ୍ଦେଗି କି-୨ର ପ୍ରଶଂସକଙ୍କ ପାଇଁ ଖରାପ ଖବର । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହାର ପ୍ରସାରଣ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି । ନଭେମ୍ବର ୨୦୨୦ ପରେ ଏହାର ପ୍ରସାରଣ ବନ୍ଦ କରିଦେବା ପାଇଁ ପ୍ରଯୋଜକ ଟିମ୍ ନିଷ୍ପତି…