Latest Odisha News

BREAKING NEWS

ରାଜ୍ୟରେ ୨୪ ଘଣ୍ଟାରେ ୫୦ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୦,୪୨୧ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୩,୨୩୨ ଜଣଙ୍କର ଆଣ୍ଟିଜେନ, ୭୦୮୬ ଟି ଆରଟିପିସିଆର୍ ଓ ୧୦୩ ଟି ଟ୍ରୁନଟ୍‌ ପରୀକ୍ଷା…

ଆଜିଠୁ ଜେଇଇ ମେନ, ରାଜ୍ୟର ୭ସହରରେ ୨୬ ସେଣ୍ଟର

ଭୁବନେଶ୍ୱର: ଆଇଆଇଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ସାରା ଦେଶରେ ଅନୁଷ୍ଠିତ ହେଉଛି ଜେଇଇ ମେନ୍ । ଆସନ୍ତା ୬ ତାରିଖ ଯାଏଁ ପରୀକ୍ଷା ଚାଲିବ । କୋଭିଡ୍ କଟକଣା ଓ ସତର୍ଭିକାମୂଳକ ପଦକ୍ଷେପ ଭିତରେ ପରୀକ୍ଷା ହେଉଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା…

ଓଡ଼ିଶାର ଟସର ସିଲ୍କ ଏବେ ଫ୍ଲିପକାର୍ଟରେ

ଭୁବନେଶ୍ୱର: କେନ୍ଦୁଝରରେ ଉତ୍ପାଦିତ ତଥା ଓଡ଼ିଶାର ପ୍ରସିଦ୍ଧ ଟସର ସିଲ୍କ ଖୁବଶୀଘ୍ର ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଟସର ରିଅର୍ସ କୋଅପରେଟିଭ୍ ସୋସାଇଟି (ଟିଆରସିଏସ୍), ଭାଗାମୁଣ୍ଡା ଏବଂ ଫ୍ଲିପକାର୍ଟ ଏକ ଏମଓୟୁ ସ୍ୱାକ୍ଷର କରିଥିବା ସୂଚନା ମିଳିଛି । ୧୯୭୦ ମସିହାରେ…

ପାଣିପାଗ ବିଭାଗର ସର୍ତକ ସୂଚନା: ଏହି ୭ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ମୟୁରଭଞ୍ଜ, ବାଲେଶ୍ଵର, ସୁନ୍ଦରଗଡ, କେନ୍ଦୁଝର,…

ପିଅନ୍ତୁ ମାଠିଆ ପାଣି: ବଜାଇ ରହିବ ପରମ୍ପରା, ସୁସ୍ଥ ରହିବେ ଆପଣ

ଭୁବନେଶ୍ୱର: ପୁରୁଣା ଦିନରେ ଲୋକଙ୍କ ଘରେ ଘରେ ମାଠିଆ କଳସୀ ଆଦିରେ ପାଣି ରଖି ପିଆଯାଏ । ଏହାଦ୍ୱାରା ଆମ ଭାରତୀୟ ସଭ୍ୟତା ବଜାଇ ରହିବା ସହ ଏଥିରୁ ଆମ ଶରୀରକୁ ଅନେକ ଲାଭ ମିଳିଥାଏ । ଗରମ ଦିନରେ ଫ୍ରିଜରେ ରଖାଯାଇଥିବା ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ…

କରନ୍ତୁ ଏହି ସରଳ ଉପାୟ; ଦୂର ହୋଇଯିବ ସମସ୍ତ ବାସ୍ତୁ ସମସ୍ୟା !

ଭୁବନେଶ୍ୱର: ଆମ ଅଜାଣତରେ ଜୀବନରେ ଲାଗି ରହୁଥିବା ଅନେକ ସମସ୍ୟାର କାରଣ ହେଉଛି ବାସ୍ତୁ ଦୋଷ। ଏହା ମଣିଷର ଶାରୀରିକ ଓ ମାନସିକ ଉଭୟ ଅବସ୍ଥାକୁ କ୍ଷତି ପହଞ୍ଚାଇ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ସମାଧାନ କହିବୁ ଯାହା ଆପଣଙ୍କ ଘରର ସମସ୍ତ ବାସ୍ତୁ ଦୋଷ ଦୂର କରିବ... ଯଦି ଆପଣ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ୦୧.୦୯.୨୦୨୦ ମଙ୍ଗଳବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧ ରିଖ ମଙ୍ଗଳବାର ସିଂହ ୧୭ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ପୂର୍ଣ୍ଣିମା ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର    ଘାତ ବାର-:…

ବିଏମସିର ଏନଫୋର୍ସମେଣ୍ଟ ଅଧିକାରୀଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର: କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା । କରୋନାରେ ଆକ୍ରାନ୍ତ ଭୁବନେଶ୍ୱର ମହାନଗର ନିଗମର ଏନଫୋର୍ସମେଣ୍ଟ ଅଧିକାରୀ ପ୍ରଫୁଲ୍ଲ ବେହେରାଙ୍କର ଆଦିତ୍ୟ ଅଶି୍ୱନୀ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଶ୍ରୀ ବେହେରାଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି), ଭୁବନେଶ୍ୱର ଉନ୍ନୟନ…

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଏଏସ୍ ସ୍ତରରେ ଆଜି ଏକ ଅଦଳବଦଳ ହୋଇଛି । ୨୫ ଜଣ ଓଏଏସ ଅଧିକାରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ବଦଳି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଦୟାନିଧି ନାୟକଙ୍କୁ କୃଷି ବିଭାଗର ଅତିରିକ୍ତ ସଚିବ ରୂପେ ନିଯୁକ୍ତି ଦିଆଯାଇଛି । କିନ୍ତୁ ତାଙ୍କ ସ୍ଥାନରେ କିଏ…

ଆସନ୍ତାକାଲି ଜେଇଇ ମେନ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଜେଇଇ ମେନ ପରୀକ୍ଷା । ଚଳିତ ବର୍ଷ ସାରା ଦେଶରେ ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ଓଡିଶାରୁ ଅଛନ୍ତି ୩୮ ହଜାରରୁ ଅଧିକ ପରୀକ୍ଷାର୍ଥୀ । ରାଜ୍ୟର ସାତଟି ସହରର ୨୬ଟି କେନ୍ଦ୍ରରେ ଏହି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ୬ ଦିନ ଧରି ଏହି…