Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୩୧-୧-୨୦୨୧ ରବିବାର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୩୧ ରିଖ ରବିବାର ମକର ୧୮ ଦିନ ମାଘ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଆଜିର ଘାତ ବାର-: ମେଷ ରାଶିର ଆଜିର ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି…

ମନ୍ଦିର ଆସୁଛନ୍ତି, ଆଳତିରେ ସାମିଲ ହୋଇ ଭକ୍ତ ହାତରୁ ପ୍ରସାଦ ଖାଉଛନ୍ତି ଭାଲୁ

ନୂଆପଡା: ଜଙ୍ଗଲି ଭାଲୁ ଯିଏ ଏକ ପ୍ରକାର ପୋଷା ଜନ୍ତୁ ପାଲଟି ଗଲେଣି। ନୂଆପଡା ରେଞ୍ଜ ସାଲିହା କଣାଭଏଁରା ଜଙ୍ଗଲ ଭିତରେ ଥିବା ରାମ ଜାନକୀ ମନ୍ଦିର ନିକଟରେ ୩ଟି ଜଙ୍ଗଲି ଭାଲୁ ମନ୍ଦିରକୁ ଆସିବା ସହ ଆଳତିରେ ସାମିଲ ହେଉଛନ୍ତି । ଭକ୍ତଙ୍କ ହାତରୁ ପ୍ରସାଦ ମଧ୍ୟ ଖାଉଛନ୍ତି। ଲାଗୁଛି ସତେ ଯେମିତି…

ଜୟ ଶାହ ହେଲେ ଏସିଆନ୍ କ୍ରିକେଟ କାଉନସିଲ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ଶନିବାର ଆଉ ଏକ ଗୁରୁଦାୟିତ୍ୱ ମିଳିଛି । ସର୍ବ ସମ୍ମତି କ୍ରମେ ତାଙ୍କୁ ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ବାଂଲାଦେଶର ନାଜମୁଲ ହାସନଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । କରୋନା ମହାମାରୀ ଯୋଗୁ ୨୦୨୦ରେ…

ହରଭଙ୍ଗାରେ ଜେଏମଏଫସି କୋର୍ଟ ଉଦ୍‌ଘାଟିତ

ବୌଦ୍ଧ:ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରି ଛକରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ.ଏସ.ମୁରଲୀଧର ଯୋଗ ଦେଇ ବ୍ଲକ ହେର୍ଡ କ୍ୱାର୍ଟର ଚାରି ଛକଠାରେ ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଲୋକାର୍ପିତ…

ବ୍ରେନ ଡେଡ ମହିଳାଙ୍କ ଅଙ୍ଗଦାନ ଯୋଗୁ ୪ ଲୋକ ଜୀବନ ପାଇଲେ

ଅଲବର: ରାଜସ୍ଥାନର ଅଲବର ଅଂଚଳରେ ଏକ ଘଟଣା ସବୁଆଡେ ଆଲୋଚନାର ବିଷୟ ସାଜିଛି । ରିପୋର୍ଟ ମୁତାବକ କିରଣ ଦେବୀ ତାଙ୍କ ପତିଙ୍କ ସହ ବାଇକରେ ଯାଉଥିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା । ଏଥିରେ କିରଣଙ୍କ ବ୍ରେନ ଡେଡ ହୋଇ ଯାଇଥିଲା । ବଂଚିବା ଆଶା କ୍ଷୀଣ ଥିବାରୁ ଡାକ୍ତରମାନେ ତାଙ୍କ…

ଟିଏମସିର ୪ ବିଧାୟକ ଆଜି ବିଜେପିରେ ମିଶିବେ !

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଆପ୍ରାଣ ଉଦ୍ୟମ ଜାରି ରଖିଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ମମତା ବାନାର୍ଜୀଙ୍କ ଶକ୍ତ ଧକ୍କା ଦେବା ସହ ଟିଏମସିରୁ ଜଣକ ପରେ ଜଣେ ନେତା ଦଳ ଛାଡିବାରେ ଲାଗିଛନ୍ତି । ରିପୋର୍ଟ ମୁତାବକ ୪ ଜଣ ବିଧାୟକ ଆଜି ଦିଲ୍ଲୀରେ…

୪ ସହରରେ ୧୫ ଫେବ୍ରୁୟାରୀ ଯାଏ ନାଇଟ୍ କର୍ଫ୍ୟୁ

ଅହମ୍ମଦାବାଦ : ୪ ସହରରେ ୧୫ଫେବ୍ରୁୟାରୀ ଯାଏ ଜାରି ରହିବ ନାଇଟ୍‌ କର୍ଫ୍ୟୁ । ଗୁଜରାଟ ସରକାର ଅହମ୍ମଦାବାଦ, ସୁରତ, ଭଦୋଦରା ଓ ରାଜକୋଟରେ କରୋନା ଭାଇରସର ପ୍ରସାର ରୋକିବା ପାଇଁ ଲାଗୁ ରାତ୍ରିକାଳୀନ କର୍ଫ୍ୟୁକୁ ୧୫ ଫେବ୍ରୁୟାରୀ ଯାଏ ବଢ଼ାଇ ଦେଇଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,…

ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା: ୪ ଗିରଫ

ବାଣପୁର: ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦେବାଦେବୀଙ୍କ ମୂର୍ତ୍ତି, ଆଧାରକାର୍ଡ, ମୋବାଇଲ୍ ଫୋନ୍ ଏବଂ ଏୟାର୍ ବ୍ୟାଗ୍ ଆଦି ଜବତ ହୋଇଛି। ଗତ ୨୨ ତାରିଖରେ ଚୋରି ହୋଇଥିବା ଦକ୍ଷପ୍ରଜାପ୍ରତି ମନ୍ଦିରର ୨୨ଟି ମୂର୍ତ୍ତିରୁ ମାତ୍ର…

ଗୋଡିପଡ଼ାରେ ଶିକ୍ଷୟିତ୍ରୀ ଛୁରାମାଡ କରି ନିଜ ବେକକୁ କାଟିଲା ଯୁବକ

ନୟାଗଡ଼: ଶରଣକୁଳ ଥାନା ଅଧୀନସ୍ଥ ଗୋଡିପଡ଼ାରେ ଯୁବକଙ୍କ ଉନ୍ମତକାଣ୍ଡ । ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକ ଜଣେ ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରି ନିଜ ବେକ କାଟିଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ…

ଘର ଭିତରକୁ ଷୁଣ୍ଢ ପୁରାଇ ହାତୀ ଭିଡି ନେଉଛି ସବୁ ଜିନିଷ, ଲୋକେ ଆତଙ୍କିତ

ସମ୍ବଲପୁର: ଦନ୍ତାର ଉତ୍ପାତରେ ତ୍ରାହିତ୍ରାହି ଡାକିଲେଣି ଲୋକେ । ଏପରିକି ବନ ବିଭାଗ ନିରୁପାୟ ହୋଇ ବସିଛି ।  ହାତୀକୁ  ଟ୍ରାଙ୍କୁଲାଇଜ କରିବା ପାଇଁ ଜୋର ଧରିଲାଣି ଦାବି । ସମ୍ବଲପୁର ସଦର ରେଞ୍ଜରେ ଦନ୍ତା ହାତୀର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ହାତୀ ଗାଁରେ କାହା ବାଡି…