Latest Odisha News

BREAKING NEWS

ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆକାଶମାର୍ଗରୁ ବନ୍ୟା ଅଂଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ଆଜି ବନ୍ୟାଞ୍ଚଳ ପରିଦର୍ଶନ କଲି। ବହୁ ଜିଲ୍ଲା ଜଳମଗ୍ନ ହୋଇଛି, ବହୁ ଗାଁ ବୁଡ଼ିଯାଇଛି, ଅନେକ ଘର ଭାଙ୍ଗି ଯାଇଛି ଏବଂ ବହୁ ସ୍ଥାନରେ ରାସ୍ତା…

ଆଜିଠୁ ପୁଣି ୫ ତାରିଖ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡିଶାକୁ ବର୍ଷାରୁ ନିସ୍ତାର ନାହିଁ । କାରଣ ଆଜିଠୁ ଆସନ୍ତା ୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ବର୍ଷିବ । ପାଣି ପାଗ ବିଭାଗର ଆକଳନ ଅନୁସାରେ ଆଜି ଉପକୂଳ ଓଡିଶା ସମେତ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ହୋଇପାରେ । ଏଥିପାଇଁ ୟଲୋ ୱାଣ୍ଣିଂ ଜାରି କରାଯାଇଛି ।…

ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କଲେ ପ୍ରଶାନ୍ତ ଭୂଷଣ, ଭରିଲେ ୧ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଭରିଲେ ଟଙ୍କିକିଆ ଜରିମାନା । ସୁପ୍ରିମକୋର୍ଟ ଆଜି ତାଙ୍କୁ ୧ ଟଙ୍କା ଜରିମାନା ଦଣ୍ଡିତ କରିଥିଲେ । ଏଥିସହ ଆସନ୍ତା ସେପ୍ଟେଟର ୧୫ ସୁଦ୍ଧା ୧ ଟଙ୍କା ଜରିମାନା ଭରଣା କରିବାରେ ଯଦି ସେ ବିଫଳ…

ଦିଶା ପଚାରିଲେ ‘ରଷୋଡେ ମେଁ କୌନ ଥା’, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି ସର୍ବଦା ନିଜର ବୋଲ୍ଡ ଲୁକ୍ ଏବଂ ଗ୍ଲାମରସ ଫଟୋ ଓ ଭିଡିଓ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏବେ ମଲଙ୍ଗ ଗାର୍ଲ ଦିଶା ପଟାନିଙ୍କ ଫନି ଅନ୍ଦାଜ ସାମ୍ନାକୁ ଆସିଛି । ସେ ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି ।…

ଆରମ୍ଭ ହେଲା ‘ଆମ ସହର’ ଓ ‘ସ୍ୱଚ୍ଛ ସହର ଓଡ଼ିଶା’ ଆପ୍‌

ଭୁବନେଶ୍ୱର: ଆଜି ସ୍ବାୟତ ଶାସନ ଦିବସ ଅବସରରେ ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ସହର’ ଓ ‘ସ୍ବଚ୍ଛ ସହର ଓଡ଼ିଶା’ ନାମକ ଦୁଇଟି ନାଗରିକକେନ୍ଦ୍ରିକ ମୋବାଇଲ୍‌ ଫୋନ୍ ଆପ୍ଲିକେସନ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ଦୁଇଟି ଲଞ୍ଚ୍ ହେବା ଫ‌ଳରେ ନଗରାଞ୍ଚଳ ପୌର…

ନାଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ତୁସର ପଂଚାୟତ ଓରଡା ନାଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ହେଳେ ସୁଜାତା ନାୟକ । ତାଙ୍କ ବୟସ ୨୦ ବର୍ଷ । ସେ ଭୀମପୁର ଗାଁର ବାସିନ୍ଦା । ଯୁବତୀ ଜଣକ କିଶୋରନଗର କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ବୋଲି…

‘ମାମୁ ଭଣଜା ଯୋଡି ଡିନାମାଇଟ ଲଗାଇ ବନ୍ଧ ଭାଙ୍ଗିଛନ୍ତି’

ଭୁବନେଶ୍ୱର: ମାମୁ ଭଣଜା ଯୋଡି ଡିନାମାଇଟ ଲଗାଇ ନଦୀର ବନ୍ଧ ଭାଙ୍ଗିଛନ୍ତି । ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଲୋକଙ୍କ ଜୀବନକୁ ସଂକଟାପନ୍ନ କରିଛନ୍ତି । ଏପରି କହି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେ…

ପୋଲିସ ଏସ୍‌ଆଇଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ

ମାଲକାନଗିରି: ପୁଣି ମାଲକାନଗିରି ଜିଲ୍ଳା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ମାଲିତଲେ ନକ୍ସଲ । ଜଣେ ପୋଲିସ ଏସ୍‌ଆଇଙ୍କୁ ଅପହରଣ କରି ତାଙ୍କୁ ହତ୍ୟା କରିଛନ୍ତି । ମୃତ ଏଏସ୍‌ଆଇଙ୍କ ନାମ ନଗେୟା କର୍ସା ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ନଗେୟା କର୍ସା ଡିୟୁଟିରୁ ଫେରୁଥିବା…

ସେପ୍ଟେମ୍ବରରେ ମିଳିବ ୪ ମାସର ଭତ୍ତା

ଭୁବନେଶ୍ୱର: ହିାଧିକାରୀଙ୍କ ପାଇଁ ଖୁସି ଖବର । ଏକା ଥରକେ ୪ ମାସର ମଧୁବାବୁ ପେନ୍‌ସନ୍ ଟଙ୍କା ପାଇବେ ହିତାଧିକାରୀ । ଏନେଇ ଆଜି ସରକାର ନିଷ୍ପତ୍ତି ନେଇଛନ୍ତି । ସବୁ ହିତାଧିକାରୀଙ୍କୁ ସେପ୍ଟେମ୍ବରରେ ମିଳିବ ଏକକାଳିନ ୪ ମାସର ଭତ୍ତା । ସେପ୍ଟେମ୍ବରରୁ ଡିସେମ୍ବର ଯାଏଁ ଭତ୍ତା ଏକକାଳୀନ…

ମିଳିଲା ଗ୍ରୀନ୍ ସିଗ୍‌ନାଲ, କଟକରେ ହେବ ଶାରଦୀୟ ଦୁର୍ଗାପୂଜା

କଟକ: ଏ ବର୍ଷ କଟକରେ ହେବ ଦୁର୍ଗାପୂଜା । ଏନେଇ ହାଇକୋର୍ଟ ପକ୍ଷରୁ ଆଜି ଗ୍ରୀନ୍ ସିଗ୍‌ନାଲ ମିଳିଛି । କୋଭିଡ ଗାଇଡଲାଇନ୍‌କୁ ମାନି ବାଲୁ ବଜାର ପୂଜା କମିଟିକୁ ଦୁର୍ଗାପୂଜା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ସମୟରେ ମଣ୍ଡପରେ ଅଜଥା ଭିଡ ନ ଜମାଇବାକୁ କୋର୍ଟ କହିଛନ୍ତି। ଗତ…