କିଟରେ ମେଗା ଡିଜିଟାଲ୍ ଏଚ୍ଆର୍ କନକ୍ଲେଭ
ଭୁବନେଶ୍ୱର: କିଟ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଦୁଇଦିନିଆ ମେଗା ଡିଜିଟାଲ୍ ଏଚ୍ଆର କନ୍କ୍ଲେଭ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି।
ଏହି ମେଗା ଏଚ୍ଆର କନ୍କ୍ଳେଭର ବିଷୟବସ୍ତୁ ‘ବର୍ତ୍ତମାନଠାରୁ ଭବିଷ୍ୟତ ପାଇଁ କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି’ ରଖାଯାଇଥିବା ବେଳେ ଏହାକୁ…