Latest Odisha News

BREAKING NEWS

ଏୟାର ଇଣ୍ଡିଆ କର୍ମଚାରୀ ପିନ୍ଧି ପାରିବେନି ଜିନ୍ସ ଓ ସର୍ଟ୍ସ

ନୂଆଦିଲ୍ଲୀ: ବିମାନ କମ୍ପାନୀ ଏୟାର ଇଣ୍ଡିଆର କର୍ମଚାରୀ ମାନେ ପିନ୍ଧି ପାରିବେନି ଜିନ୍ସ, ଟି-ସାର୍ଟ। କମ୍ପାନୀ ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ କର୍ମଚାରୀ ମାନେ ଜିନ୍ସ, ଟି-ସାର୍ଟ, ପୋଲୋ, ସ୍ଲିପର, ସେଣ୍ଡେଲ୍‌, କଟାଫଟା ଜିନ୍ସ, ଲୋ କଟ୍‌, ଟ୍ରାନ୍ସପରେଣ୍ଟ ପୋଷାକ ଆଦି…

[ଭାଇରାଲ ଭିଡ଼ିଓ] ସମୁଦ୍ରରେ ବିସ୍ଫୋରଣ, ବୁଡିଗଲା ୧୫୦ ଫୁଟ୍‌ର ବିଳାସମୟ ନୌକା !

ଭୁବନେଶ୍ୱର: ସମୁଦ୍ର ମଝିରେ ତୀବ୍ର ବିସ୍ଫୋରଣ । ପ୍ରଥମେ ଜଳିଲା ପରେ ବୁଡିଗଲା ୧୫୦ଫୁଟ୍‌ର ବିଳାସମୟ ନୌକା । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଏହାକୁ ଜାରି କରିଛି ଇଟାଲୀୟ କୋଷ୍ଟ ଗାର୍ଡ । ଭିଡିଓରେ ସ୍ପଷ୍ଟ ଭାବେ ଏକ ବିରାଟ ବିଳାସମୟ ନୌକାରେ ନିଆଁ ଲାଗିଥିବାର…

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କ ଇନଷ୍ଟାଗ୍ରାମ ଫଲୋର୍ସ ସଂଖ୍ୟା ୩କୋଟିରେ ପଂହଚିଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗ୍ଲାମରସ ଲୁକ୍ ଓ ଫଟୋ ଶେୟାର କରି ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ସାଇଟରେ ଉର୍ବଶୀ ତାଙ୍କ ପ୍ରଶଂସକଙ୍କ ମନକୁ ଛୁଇଁଲା ଭଳି ଫଟୋ ମଧ୍ୟ ଶେୟାର କରିଥାନ୍ତି ।…

ଗଞ୍ଜାମକୁ କାଟିଦେଲେ ଖୋର୍ଦ୍ଧା ଓ ରାୟଗଡ଼ା

ଭୁବନେଶ୍ୱର: ରାଜ୍ୟରେ ୯୩ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ରେଡହଟ୍ ଥିବା ଗଞ୍ଜାମରେ ଏବେ କମୁଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଟେନସନ୍ ବଢ଼ାଇଛି ଖୋର୍ଦ୍ଧା । ନୂଆ ହଟସ୍ପଟ ହେଲାଣି ରାୟଗଡ଼ା । ଆକ୍ଟିଭ୍ କେସରେ ଆଗରେ ଖୋର୍ଦ୍ଧା-ରାୟଗଡ଼ା…

ଜାପାନ ପ୍ରଧାନମନ୍ତ୍ରୀ ପଦ ଛାଡିବେ ଶିଞ୍ଜୋ ଆବେ!

ଟୋକିଓ: ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ପେଟ ସମସ୍ୟା ଯୋଗୁ ଦୀର୍ଘଦିନ ଧରି ସେ ଅସୁସ୍ଥ ଅଛନ୍ତି । ୬୫ ବର୍ଷୀୟ ଆବେ ୧୭ ଓ ୨୪ ଅଗଷ୍ଟରେ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇ ଆସିଛନ୍ତି । ଶୁକ୍ରବାର ସେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରି…

ରାଜ୍ୟରୁ ଆଉ ୮ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୪୫୬

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୮ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଗଞ୍ଜାମ ଜିଲ୍ଲାରୁ ୨ ଜଣ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼, ଭଦ୍ରକ, ବଲାଙ୍ଗିର ଓ ରାୟଗଡ଼ା ଜିଲ୍ଲାରୁ ଜଣେ…

କରୋନାର ନୂଆ ରେକର୍ଡ: ୨୪ ଘଣ୍ଟାରେ ରାଜ୍ୟରେ ୩, ୬୮୨ ପଜିଟିଭ୍

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ ବୃଦ୍ଧି । ରାଜ୍ୟରେ କରୋନା ସଂକ୍ରମଣ ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୬୮୨ ନୂଆ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ । କ୍ୱାରେଣ୍ଟିନ ସେଣ୍ଟରରୁ ୨ ହଜାର ୨୪୧ ଜଣ ଭୂତାଣୁ ସଂକ୍ରମିତ ଚିହ୍ନଟ…

ସିବିଆଇରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ, ପ୍ରଶ୍ନବାଣ ପ୍ରସ୍ତୁତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ସ୍କାନରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଜେରାର ସାମନା କରିବେ । ପ୍ରଶ୍ନବାଣ ପ୍ରସ୍ତୁତ କରିଛି ରଖିଛି ସିବିଆଇ । ମ୍ବାଇ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ରିୟା ଚକ୍ରବର୍ତ୍ତୀ । ହାଜର ହେବାକୁ ତାଙ୍କୁ ସମନ୍ ହୋଇଥିଲା ।…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍

ସମ୍ବଲପୁର: ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ୨୦ ରି ଗେଟକୁ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ। ମହାନଦୀର ଉପରମୁଣ୍ଡରେ ଲଗାତାର ବର୍ଷା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସତର୍କ ରେଖା ଟପିଛି । ଶୁକ୍ରବାର ସକାଳ ୬ ଟା ସୁଦ୍ଧା ହୀରାକୁଦରେ ପ୍ରତି ସେକେଣ୍ଡରେ ୬,୫୬,୦୦୬…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ମେସିନ୍ ଉଠାଇବ କି ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ରହସ୍ୟ ଉପରୁ ପରଦା ? ପତ୍ନୀ ବିଦ୍ୟାଶ୍ରୀଙ୍କ ପରେ ଆଜି ଆଦିତ୍ୟଙ୍କ ତିନି ସହଯୋଗୀ ତଥା ପିପୁଲ୍ ଫର୍ ସେବାର ସଦସ୍ୟ ପପୁ, ବିକାଶ ଓ ଦୀପୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଥିବା ସୂଚନା ମିଲିଛି । ଭୁବନେଶ୍ୱର ଫରେନସିକ୍…