ରିୟାଙ୍କ ଇଣ୍ଟରଭ୍ୟୁକୁ ନେଇ ଚର୍ଚ୍ଚା; ଭଉଣୀ କହିଲେ ଏହା ସୁଶାନ୍ତଙ୍କ ପାଇଁ ଅପମାନ!
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏଭଳି ସମୟରେ ଏକ ଘରୋଇ ଟିଭି ଚାନେଲ୍ ରିୟାଙ୍କ ଇଣ୍ଟରଭ୍ୟୁ ନେବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ପରିବାର ଲୋକେ ।
ଏସମ୍ପର୍କରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଟ୍ୱିଟରେ ଉଲ୍ଲେଖ…