ମରିଯାଉଛି କି ମାନବିକତା! ବୁଲା କୁକୁରକୁ ପିଟିପିଟି ମାରିଦେଲେ ଯୁବକ
ବ୍ରହ୍ମପୁର: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ବଟ ଗଉଡ ସାହିରେ ଏକ ବୁଲା କୁକୁରକୁ କିଛି ଯୁବକ ପିଟିପିଟି ମାରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଏନେଇ ଥାନା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।
ଗତ ଅଗଷ୍ଟ ୨୦ ରେ ରାତି ୮ ଟାରେ ଏହି ଘଟଣା ଘଟିଥିଲା ବେଳେ…