Latest Odisha News

BREAKING NEWS

ମୂଲ୍ୟହୀନ ବିତର୍କ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଆଜିକାଲି ବୈଦ୍ୟୁତିକ ଗଣମାଧ୍ୟମ ତଥା ସମ୍ବାଦ ଚ୍ୟାନେଲ୍ ମାନଙ୍କରେ ସମ୍ବାଦ ପରିବେଷଣ ବ୍ୟତୀତ ଭିନ୍ନ ଭିନ୍ନ ବିଷୟରେ ଷ୍ଟୁଡ଼ିଓରେ ବିତର୍କ ଆୟୋଜନ କରିବା ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଉଭା ହୋଇଛି । କିନ୍ତୁ ଏହି ବିତର୍କ…

ଭାରତ ଛାଡିବେ ସଂଜୟ ଦତ୍ତ, ଆମେରିକା ନହେଲେ ସିଙ୍ଗାପୁର !

ମୁମ୍ବାଇ: ଗତମାସ ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ ଥିବା ନେଇ ସଂଜୟ ଦତ୍ତ ଜାଣିବାକୁ ପାଇଥିଲେ । ଆଉ ଏବେ ଚିକିତ୍ସା ପାଇଁ ଆମେରିକା ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ପ୍ରାଥମିକ ଚିକିତ୍ସା ପାଇଁ ସେ ଏବେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଅଛନ୍ତି । ତାଜା ରିପୋର୍ଟ ଅନୁଯାୟୀ ସଂଜୟ…

ନୀରବ ମୋଦିଙ୍କ ପତ୍ନୀଙ୍କୁ ଗିରଫ ପାଇଁ ଜାରି ହେଲା ରେଡ୍ କର୍ଣ୍ଣର ନୋଟିସ

ନୂଆଦିଲ୍ଲୀ: ଋଣ ଖିଲାପକାରୀ ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ନାଁରେ ଜାରି ହୋଇଛି ୱାରେଂଟ । ତାଙ୍କୁ ଗିରଫ କରିବା ପାଇଁ ଇଂଟରପୋଲ୍ ପକ୍ଷରୁ ତାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ ତଥା ଗ୍ଲୋବାଲ ଆରେଷ୍ଟ ୱାରେଂଟ ଜାରି ହୋଇଛି । ଅମି ମୋଦିଙ୍କ ନାଁରେ ଭାରତରେ ମନି ଲଣ୍ଡରିଂ ମାମଲା ରୁଜୁ…

ପରୀକ୍ଷା ଘୁଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ମହାମାରୀର ପ୍ରକୋପ । ଦିନକୁ ଦିନ ଅତ୍ୟନ୍ତ ଉଗ୍ର ରୂପ ନେଇଛି କିଲର ଭାଇରା କରୋନା । ତେଣୁ ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଂଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଜେଇଇ, ନିଟ୍ ସହ ଅନ୍ୟ ସମସ୍ତ…

ଚଳିତ ଆର୍ଥିକ ବର୍ଷରେ ନର୍ମାଣ ହୋଇଛି ୧ଲକ୍ଷରୁ ଉର୍ଦ୍ଧ୍ୱ ପକ୍କା ଘର

ଭୁବନେଶ୍ୱର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହୋଇଛି ୨ ଗୁଣରୁ ଅଧିକ ପକ୍କା ଘର । ୧, ୧୪, ୬୪୪ ପକ୍କା ତିଆରି ହୋଇଛି, ଯାହା ଗତ ଆର୍ଥିକ ବର୍ଷଠାରୁ ୨ଗୁଣ ଅଧିକା । ୨୦୧୪-୧୫ରୁ ଏଯାଏଁ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କା ଘର ନିର୍ମାଣ ସରିଛି । ଶୀଘ୍ର ଗୃହ ନିର୍ମାଣ କରିବା ପାଇଁ…

ଇମ୍ରାନ୍ ହାସ୍‌ମୀଙ୍କ ପାଇଁ ସବୁ କିଛି ଫାଷ୍ଟ କ୍ଲାସ୍ !

ମୁମ୍ବାଇ: କରୋନା ପୂର୍ବରୁ ବଲିଉଡଠାରୁ ଦୂରେଇ ରହିଥିଲେ ଇମ୍ରାନ୍ ହାସ୍‌ମୀ । ହେଲେ ଏବେ ବଡ ପରଦାକୁ ଫେରିବା ପାଇଁ ସଜବାଜ ହେଉଛନ୍ତି । କିସିଂ, ହରର୍ ଓ ମିଷ୍ଟ୍ରି ଭଳି ଏଲିମେଣ୍ଟ ଥିବା ଫିଲ୍ମରେ ପ୍ରାୟତଃ ଇମ୍ରାନଙ୍କୁ ଦେଖିବାକୁ ମିଳିଥାଏ । ହେଲେ ପ୍ରଥମ ଥର ପାଇଁ ସେ କମେଡିଆନ୍ ଭୂମିକାରେ…

ଆହୁରି ବର୍ଷିବ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାସହ ଅଧିକ ଘନିଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ମଧ୍ୟ ଜାରି ରହିଛି । କିନ୍ତୁ ୨୬ ଓ ୨୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ଦୁର୍ଗା ପୂଜା ପାଇଁ ହାଇକୋର୍ଟରେ ଆବେଦନ

ଭୁବନେଶ୍ୱର: ଦୂଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । କୋଭିଡ ନିୟମ ପାଳନ କରି ପୂଜା କରାଯିବ । ତେଣୁ ଦୀର୍ଘ ଦିନର ପରମ୍ପରା ନ ଭାଙ୍ଗିବାକୁ ପୂଜା କମିଟି ପକ୍ଷରୁ ଆବେଦନ କରାଯାଇଛି । କରୋନା ମହାମାରୀ ଯୋଗୁଁ…

ରାଜାମୌଲିଙ୍କ ଫିଲ୍ମରୁ ଆଲିଆ ବିଦା, ରିପ୍ଲେସ୍ କରିବେ କି ପ୍ରିୟଙ୍କା ?

ମୁମ୍ବାଇ: ବାହୁବଲି ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲି । ଚଳିତବର୍ଷ ତାଙ୍କ ଫିଲ୍ମ "RRR" ରିଲିଜ ହୋଇଥାନ୍ତା । ହେଲେ କରୋନା ପାଇଁ ସବୁକିଛି ଅଟକି ପଡିଛି । ଫିଲ୍ମର ମୋଶନ୍ ପୋଷ୍ଟର୍ ରିଲିଜ୍ ହୋଇଥିଲାବେଳେ ଏଥିରେ ଆଲିଆ ଭଟ୍ଟଙ୍କ ନାଁ ବି ଅଭିନୟ ତାଲିକାରେ ରହିଥିଲା । ହେଲେ ଏବେ ଶୁଣିବାକୁ…

ଅକ୍ଟୋବର ୧ରୁ ଆରମ୍ଭ ହେବ ରନ୍‌ୱେ କାର୍ପେଟିଂ କାମ, ୮ ଘଣ୍ଟା ବନ୍ଦ ରହିବ ବିମାନ ସେବା

ଭୁବନେଶ୍ୱର: ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଂଟି କାମ ଆରମ୍ଭ ହେବ । ଏଥିପାଇଁ ରାତି ୧୧ରୁ ସକାଳ ୭ ପର୍ଯ୍ୟନ୍ତ ବିମାନ ଯିବା,ଆସିବା ବନ୍ଦ ରହିବ । ଚାରି ମାସ ଧରି କାର୍ପେଟିଂ କାମ ଚାଲିବ । କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ୫୦ ପ୍ରତିଶତରୁ ଅଧିକ କ୍ଷତି ସହିଛି…