Latest Odisha News

BREAKING NEWS

ଆସନ୍ତୁ ଜାଣିବା ଗଗନଶ୍ଚୁମ୍ଭୀ ଅଟ୍ଟାଳିକାର କାଚ ସଫା କରୁଥିବା ମହିଳା କିପରି ଇସ୍ରାଏଲରେ ଷ୍ଟାର ପାଲଟିଛନ୍ତି

ଜେରୁସାଲେମ: ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନେ । ତାହା ପୁନର୍ବାର ପ୍ରମାଣିତ କରିଛନ୍ତି ଇସ୍ରାଏଲର ନୋଆ ଟୋଲାଡେ । ମହିଳା ହେବା ସତ୍ୱେ ସେ ଗଗନଶ୍ଚୁମ୍ଭୀ ଅଟ୍ଟାଳିକାର କାଚ ସଫା କରୁଛନ୍ତି । ପ୍ରାୟତଃ ଏହି କାର୍ଯ୍ୟ ପୁରୁଷମାନେ କରିଥାନ୍ତି । ନୋଆଙ୍କ ସାହସିକତା ଅନେକ ମହିଳାଙ୍କୁ…

ଦେଖନ୍ତୁ ଭିଡ଼ିଓ; କେନ୍ଦ୍ରପଡ଼ାରୁ ଉଦ୍ଧାର ହେଲା ବିରଳ ଧଳା ସାପ

କେନ୍ଦ୍ରାପଡା: ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ରଙ୍ଗର ସାପ । ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ ଲମ୍ବର ଏହି ସାପ ଟିକୁ ଗତକାଲି ବାଲିସୁଆଁ ଗାଁ ର ଯୁବକ ତପନ ଜେନା ଦେଖିଥିଲେ । ଏକ ବାଡ଼ି ସାହାଯ୍ୟ ରେ…

ଲଗାଣ ବର୍ଷାରେ ବେହାଲ କଟକ: ରାସ୍ତା ଉପରେ ୪ ଫୁଟର ପାଣି ସୁଅ

କଟକ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ରୌପ୍ୟ ନଗରୀ କଟକ । ପ୍ରବଳ ବର୍ଷା ଯୋଗୁଁ କଟକର ଅନେକ ଅଞ୍ଚଳର ରାସ୍ତା ଉପରେ ଚାଲିଛି ପାଣି ସୁଅ ।ଲଗାଣ ବର୍ଷାରେ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ରାସ୍ତା ଉପରେ ପାଖାପାଖି ୪ ଫୁଟ…

୨୪ ଘଣ୍ଟାରେ ୬୦ ହଜାର ସଂକ୍ରମିତଙ୍କ ସହ ଦେଶରେ ୩୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୬୦ ହଜାର ୯୦୯ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୩,୨୫୯ ଜଣଙ୍କର ଆଣ୍ଟିଜେନ, ୭୪୯୦ଟି ଆରଟିପିସିଆର୍ ଓ ୧୨୪ଟି ଟ୍ରୁନଟ୍‌ ପରୀକ୍ଷା…

ମାଲକାନଗିରିରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ନେଇ ଜଣେ ହାର୍ଡକୋର ମାଓବାଦୀ ରବିବାର ଦିନ ମାଲକାନଗିରି ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଖବର ଅନୁଯାୟୀ, ମହାଦେବ ମାଡକାମି ଛଦ୍ମନାମ ମୁନା, ଜିଲ୍ଲା ମୁଖ୍ୟାଳୟ କାର୍ଯ୍ୟାଳୟରେ ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ନିକଟରେ…

୮ ଘଣ୍ଟାରେ ୪ ଥର ଥରିଲା ମହାରାଷ୍ଟ୍ରର ପାଲଗଡ଼

ପାଲଗଡ଼: ମହାରାଷ୍ଟ୍ରର ପାଲଗଡ଼ ଜିଲ୍ଲାରେ ରବିବାର ଦିନ ୨ଥର ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମେ ସକାଳ ପ୍ରାୟ ୧୧.୩ ମିନିଟ୍‌ରେ ଶବ୍ଦ ହେବା ସହ ଭୂମି ଥରି ଉଠିଥିଲା। ଏହାର ତୀବ୍ରତା ଥିଲା ୨.୮।ଆଉ କିଛି ସମୟ ପରେ ଅପରାହ୍ନ ୫.୨ ସମୟରେ ଆଉ ଏକ ଝଟକା ଲାଗିଥିଲା । ପୁଣିଥରେ ମାଟି ଥରି ଉଠିଥିଲା…

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି କଥା

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲିଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ମୋଦି ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ତୁଲାଇଥିବା ସ୍ବର୍ଗତ ଜେଟଲି ୨୦୧୯ ମସିହା ଆଜିର ଦିନରେ ଶେଷ ନିଶ୍ୱାସ ତ୍ୟାଗ…

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା। ବିଶେଷକରି ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି…

ରସହ୍ୟମୟ ଶଙ୍କର ମନ୍ଦିର; ଯେଉଁଠି ୧୨ ବର୍ଷରେ ଥରେ ହୁଏ ଭୀଷଣ ବଜ୍ରପାତ!

ଭୁବନେଶ୍ୱର: ଦେବ ଭୂମି ଭାରତ । ଅନେକ ରହସ୍ୟରେ ଭରି ରହିଛି ଏଠାକାର ଦେବୀଦେବତାଙ୍କ ମନ୍ଦିର। ଅନ୍ୟ ସମସ୍ତ ସ୍ଥାନ ମାନଙ୍କ ଭଳି ହିମାଚଳ ପ୍ରଦେଶରେ ରହିଛି ମନ୍ଦିରର ସମାହାର । ଏହାକୁ ଦେବଭୂମି ବୋଲ ମଧ୍ୟ କୁହାଯାଏ।ଏଠାକାର ଅନେକ ମନ୍ଦିର ରହିଛି ଯାହା ନିଜର ବିଶେଷତ୍ୱ ପାଇଁ ବେଶ…