Latest Odisha News

BREAKING NEWS

ଜଣକ ପ୍ରେମରେ ପଡିଥିଲେ ମା’ ଝିଅ, ଆଉ ତା’ ପରେ…

ଉତ୍ତରପ୍ରଦେଶ: ତ୍ରିକୋଣୀୟ ପ୍ରେମ କାହାଣୀର ବିଶ୍ୱାସଘାତୀ ପରିଣାମ । ଜଣେ ବ୍ୟକ୍ତିକୁ ପ୍ରେମ କରୁଥିଲେ ମା' ଓ ଝିଅ । ହେଲେ ଝିଅ ହାରିଯାଇଥିଲା ପ୍ରେମ ଦୌଡରେ । ପ୍ରେମିକ ସହ ମିଶି ନିଜ ଝିଅ ସହ ମା' ଖେଳିଥିଲା ଖୁନୀ ଖେଳ । ବରେଲିର ଏକ ଲୋମହର୍ଷଣକାରୀ ଘଟଣାରେ ଗୁରୁବାର ୧୯ ବର୍ଷୀୟ…

ନୂଆ ଶିକ୍ଷା ନୀତିକୁ ନେଇ ସବୁ ରାଜ୍ୟକୁ ଚିଠି

ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତି ଲାଗୁ କରିବା ନେଇ ସବୁ ରାଜ୍ୟକୁ ଚିଠି ଲେଖିଲା ଶିକ୍ଷା ମନ୍ତ୍ରାଳୟ । ଶିକ୍ଷା ମନ୍ତ୍ରାଳୟ ସଚିବ ଚିଠି ଲେଖିବା ସହ ଅଧ୍ୟାପକଙ୍କୁ ପରାମର୍ଶ ମଧ୍ୟ ମାଗିଛନ୍ତି । ଏନ୍‌ସିଇଆର୍‌ଟିର ବିଶେଷଜ୍ଞ ଟିମ୍ ପରାମର୍ଶଗୁଡିକର ସମୀକ୍ଷା କରିବେ । ଅଧ୍ୟାପକଙ୍କ ପରାମର୍ଶ…

ରେଙ୍ଗାଲି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଲି ଜଳଭଣ୍ଡାରରୁ ପ୍ରଥମ ଥର ପାଇଁ ବନ୍ୟାଜଳ ନିସ୍କାଷିତ ହୋଇଛି । ଏହି ଜଳଭଣ୍ଡାରରରେ ୧୨୧.୫୩ ଜଳ ଘନମିଟର ଗଛିତ ଥିବା ବେଳେ ଜଳଭଣ୍ଡାରରେ ୨୫ ଶହ ଘନମିଟର ଜଳ ପ୍ରବେଶ କରୁଛି । ଯାହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର ପକ୍ଷରୁ ପାୱାର ହାଉସ ଓ ୭ନଂମ୍ବର ଗେଟରେ…

ଟ୍ରମ୍ପଙ୍କ ନିର୍ବାଚନୀ କ୍ୟାମ୍ପେନ ଭିଡିଓରେ ମୋଦି

ୱାଶିଂଟନ୍‌: ଆମେରିକାର ଦୁଇ ପ୍ରମୁଖ ପାର୍ଟି ଭାରତୀୟ ବଶୋଦ୍ଭବଙ୍କୁ ଆକର୍ଷିତ କରିବା ପାଇଁ କୌଣସି ସୁଯୋଗ ହାତ ଛଡା କରୁନାହାଁନ୍ତି । ନିର୍ବାଚନ ଲାଗି ଡେମୋକ୍ରାଟିକ୍ ପାର୍ଟି ଉପରାଷ୍ଟ୍ରପତି ପଦ ପାଇଁ କମଳା ହେରିସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଟ୍ରମ୍ପ ମଧ୍ୟ ନିର୍ବାଚନୀ କ୍ୟାମ୍ପେନ…

ମୟୂରଙ୍କୁ ଖୁଆଇଲେ ମୋଦୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନିଜ ହାତରେ ମୟୂରକୁ ଖାଇବାକୁ ଦେଉଛନ୍ତି । ଆଉ ମୟୂରଟି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହାତରୁ ବେଶ୍ ଆରାମରେ ଖାଉଛି । ପ୍ରକୃତରେ ଏହି ମୟୂରଟି…

ହଲିଉଡକୁ “ବ୍ୟାଟମ୍ୟାନ୍‌” ରିଟର୍ଣ୍ଣ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବ୍ୟାଟମ୍ୟାନ୍ ଫ୍ୟାନଙ୍କ ପାଇଁ ଖୁସି ଖବର । ହଲିଉଡକୁ ଫେରୁଛି ବ୍ୟାଟମ୍ୟାନ୍ । ଆଉ, ବଡ କଥା ହେଉଛି ହଲିଉଡ୍ ସ୍କ୍ରିନରେ ପୁଣି ଦେଖାଦେବେ ପୁରୁଣା ବ୍ୟାଟମ୍ୟାନ । ଅର୍ଥାତ୍ ପୁଣି ଫେରୁଛନ୍ତି ବ୍ୟାଟମ୍ୟାନ୍ ବେନ୍ ଆଫଲେକ୍ । ହଲିଉଡ୍‌ର ଲୋକପ୍ରିୟ ସିରିଜ୍…

ଅଧିକ ସମୟ ମୋବାଇଲ୍ ଓ ଲାପଟପ୍ ଦେଖିଲେ ଆଖିରେ ହେଉଛି କି ସମସ୍ୟା; ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପ୍ରାୟ ଅନେକ ବ୍ୟକ୍ତି ୱାର୍କ ଫ୍ରମ୍ ହୋମ୍ କାମ କରୁଛନ୍ତି । ଏପରିକି କିଛି ଲୋକ ସମୟ ଅତିବାହିତ କରିବା ଲାଗି ଇଲେକ୍ଟ୍ରାନିକ୍ସ ଗ୍ୟାଜେଟକୁ ଘଣ୍ଟା ଘଣ୍ଟା ଧରି ଦେଖୁଛନ୍ତି । ଯାହା ଫଳରେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ଯେଉଁଥିପାଇଁ ଆଖି ଜନିତ…

ଭାରତରେ ପଳାତକ, ହେଲେ ବିଦେଶରେ ରିଜର୍ଭ ବ୍ୟାଙ୍କ ମାଲିକ !

ଭୁବନେଶ୍ୱର: ଭାରତରେ ପଳାତକ ଘୋଷିତ । ହେଲେ ବିଦେଶରେ ରିଜର୍ଭ ବ୍ୟାଙ୍କ ମାଲିକ । ଗଣେଶ ଚତୁର୍ଥୀରେ ଭାରତର ଜଣେ ପଳାତକ ଅଭିଯୁକ୍ତ ବାହାର ଦେଶରେ ରିଜର୍ଭ ବ୍ୟାଙ୍କ ଖୋଲିବା ସହ ନିଜର ମୁଦ୍ରା ବି ଉନ୍ମୋଚନ କରି ପ୍ରଚଳନ କରିବାକୁ ଘୋଷଣା କରିଛି । ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ । ତା…

ହିଞ୍ଜିଳି ଥାନା ଘେରାଉ, ପୋଲିସର ଲାଠିଚାର୍ଜ

ଗଞ୍ଜାମ: ବାଲି ଚୋରା ଚାଲାଣକୁ ପ୍ରତିବାଦ କରି ଗଂଜାମ ଜିଲ୍ଲା କୋଳିଦାସପୁରରେ ହୋଇଥିବା ଜଳାପୋଡା ଘଟଣା ଉଗ୍ର ରୂପ ନେଇଛି । ବାଲି ବୋଝେଇ ଟ୍ରକ୍ ଓ ଟ୍ରାକ୍ଟର ପୋଡିବା ଅଭିଯୋଗରେ ପୋଲିସ ଗାଁର କିଛି ଲୋକଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କୁ ମୁକ୍ତ କରିବା ପାଇଁ ଆଜି ଗାଁ ଲୋକେ ହଂଜିଳି ଥାନା…

ଗଣମାଧ୍ୟମ ସଂସ୍ଥା ଲାଗି କେନ୍ଦ୍ରର ଏସଓପି ଜାରି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଦିନ ଏସଓପି ଜାରି କରାଯାଇଛି । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ କର୍ମ କ୍ଷେତ୍ରରେ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ, ପରସ୍ପର ମଧ୍ୟରେ ୬ ଫୁଟ୍ ଦୂରତା…