ଲୋକଗୀତରେ ନୂଆଖାଇକୁ ସ୍ୱାଗତ କଲା ଦେବଗିରି
ଭବାନୀପାଟଣା : ମହାନ ଗଣପର୍ବ ନୂଆଖାଇକୁ ସ୍ୱାଗତ କରିବା ପାଇଁ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ କଳାହାଣ୍ଡି ଥିଏଟର୍ ପକ୍ଷରୁ ‘ଲୋକଗୀତ ଲାଇଭ୍’ ସମାରୋହ ଆୟୋଜିତ ହୋଇଯାଇଛି । ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ପକ୍ଷରୁ ସିଧାପ୍ରସାରଣ କରାଯାଇଥିବା ଏହି…