Latest Odisha News

BREAKING NEWS

କେନ୍ଦ୍ରାପଡାର ପ୍ରତି ବ୍ଳକ୍‌କୁ ମିଳିବ ଭେଂଟିଲେଟର ଯୁକ୍ତ ଆମ୍ବୁଲାନ୍ସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରାପଡାର ବିଧାୟକ ଓ ସରପଂଚ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ କରୋନା ସ୍ଥିତି ବାବଦରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ନିୟନ୍ତ୍ରଣରେ କେନ୍ଦ୍ରାପଡାରେ ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆଗକୁ ସତର୍କ ରହି ଲଢେଇ…

କରୋନାରେ ୱାର୍କ ଫ୍ରମ୍ ହୋମ୍ ଟ୍ରେଣ୍ଡ୍‌: ଘରମୁହାଁ ବାହାର ରାଜ୍ୟରେ ରହୁଥିବା ଆଇଟି ପ୍ରଫେସନାଲ

ଭୁବନେଶ୍ୱର: କରୋନା ପାଇଁ ଆଇଟି କମ୍ପାନୀଗୁଡିକ ଆସନ୍ତା ୫ ମାସ ଯାଏଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିଷ୍ପତ୍ତି ନେଲେଣି । ତେଣୁ ରାଜ୍ୟ ବାହାରେ ଥିବା ଆଇଟି ଇଂଜିନିଅରମାନେ ପରିବାର ସହ ନିଜ ନିଜ ଘରକୁ ଫେରୁ ଥିବା ଦେଖିବାକୁ ମିଳୁଛି । ବର୍ଷକୁ ମାତ୍ର ଥରେ କି ଦୁଇ ଥର ସେ ବି ବେଶୀ ହେଲେ…

ଆମେରିକା ସହ ବିବାଦ ବଢ଼ିବା ପରେ ଇରାନ ଲଂଚ କଲା ୨ଟି ମିଶାଇଲ

ତେହେରାନ୍‌:ଆମେରିକା ଓ ଇରାନ ମଧ୍ୟରେ ଉପୁଜିଥିବା ବିବାଦ କମିବାର ନାମ ଧରୁନି । ଏହି ଅବସରରେ ଗୁରୁବାର ଇରାନ ବିଶ୍ୱକୁ ତାର ସାମରିକ କ୍ଷମତା ଦେଖାଇବା ପାଇଁ ୨ଟି ଶକ୍ତିଶାଳୀ ମିଶାଇଲ ଲଂଚ କରିଛି । ଗତ ବର୍ଷ ଆମେରିକା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜେନେରାଲ କାସିମ ସୁଲେମାନୀ ଓ ଅବୁ…

କେତେ ଆଗେଇଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ?

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ଏଥିପାଇଁ IIT ମାଡ୍ରାସ, L&T ଓ CBRI Roorkeeରୁ ଦକ୍ଷ ଇଂଜିନିଅରଙ୍କୁ ନିୟୋଜିତ କରାଯାଇଛି । ପ୍ରାଥମିକ ସ୍ତରରେ ଇଂଜିନିଅରମାନେ ମନ୍ଦିର ନିର୍ମାଣ ସ୍ଥାନରୁ ମାଟି ସଂଗ୍ରହ କରି ଯାଂଚ କରୁଛନ୍ତି…

ଚୀନର ୭ ବିମାନ ବନ୍ଦର ଉପରେ ଭାରତର କଡା ନଜର

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଉପୁଜିଥିବା ବିବାଦର ଏ ପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ । ଉଭୟ ଦେଶ ଛକା ପଞ୍ଝା ସ୍ଥିତିରେ ରହିଛନ୍ତି । ପଛରୁ ଛୁରୀ ଭୂଷିବା ଚୀନର ପ୍ରକୃତି ଥିବାରୁ ଭାରତୀୟ ସେନା ସତର୍କ ରହିଛନ୍ତି । ଏହା ବ୍ୟତୀତ ଭାରତ ନିକଟରେ ଥିବା ଚୀନର ୭ ବିମାନ ବନ୍ଦର ଉପରେ…

ଭୁବନେଶ୍ୱରରେ ଆକ୍ଟିଭ କେସ୍ ତୁଳନାରେ ଅଧିକ ରହିଛି ଆରୋଗ୍ୟଙ୍କ ସଂଖ୍ୟା; ଜାଣନ୍ତୁ, ଆଜି କେତେ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଗଣେଶ ପୂଜା ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ: ହାଇକୋର୍ଟ

କଟକ: ଆଉ ଦିନକ ପରେ ଗଣେଶ ଚତୁର୍ଥୀ । ତେବେ ଚଳିତ ବର୍ଷ ମଣ୍ଡପରେ ଗଜାନନ ପୂଜା ପାଇବେ କି ନାହିଁ ଏବଂ ଭକ୍ତମାନେ ଗଣେଶଙ୍କୁ ମଣ୍ଡପରେ ଦେଖି ପାରିବେ ନା ନାହିଁ ସେ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ । ତେବେ ଏହାରି ଭିତରେ ସ୍ଥାନୀୟ ପ୍ରଶାସନଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ହାଇକୋର୍ଟ ।…

ପୁତିନଙ୍କୁ ବିରୋଧ କରୁଥିବା ନେତା ନାଭାଲିନୀଙ୍କୁ ବିଷ ଦିଆଯାଇଥିବା ସନ୍ଦେହ, ଅବସ୍ଥା ଗୁରୁତର

ମସ୍କୋ: ରୁଷିଆରେ ଗୁରୁବାର ରାଜନୈତିକ ଝଡ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୀତିକୁ ତୀବ୍ର ବିରୋଧ କରୁଥିବା ନେତା ଆଲେକ୍ସଲ ନାଭାଲିନୀଙ୍କୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି । ଏ ନେଇ ଅବଶ୍ୟ ବିଧିବଦ୍ଧ ଭାବେ କୌଣସି ମନ୍ତବ୍ୟ ଦିଆ ଯାଇ ନାହିଁ । ତାଙ୍କ ଅବସ୍ଥା…

ସ୍ୱଚ୍ଛ ସର୍ଭେ: ଓଡ଼ିଶାକୁ ମିଳିଲା ଦୁଇଟି ପୁରସ୍କାର

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ଭେକ୍ଷଣରେ ଓଡ଼ିଶାକୁ ୨ଟି ପୁରସ୍କାର ମିଳିଛି । ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା । ତା’ସହିତ ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ଚିହ୍ନଟ ହୋଇଛି । ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ଭେକ୍ଷଣ-୨୦୨୦’ ରେ ପୁଣିଥରେ…

୧୯୮୬ରେ ବାବ୍ରି ମସିଜିଦ୍ ତାଲା ଖୋଲାଯିବା ସମ୍ପର୍କରେ ଜାଣିନଥିଲେ ରାଜୀବ ଗାନ୍ଧୀ!

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶର ଅଯୋଧ୍ୟା ସ୍ଥିତ ବାବ୍ରୀ ମସଜିଦ୍ ର ତାଲା ୧୯୮୬ରେ ଖୋଲାଯିବା ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଜଣାନଥିଲା । ଏନେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ୱାଜହତ ହବିବୁଲ୍ଲାଙ୍କ ଦ୍ୱାରା ଲିଖିତ ପୁସ୍ତକରୁ ଜଣାପଡିଛି। ଯିଏକି…