Latest Odisha News

BREAKING NEWS

ରାଜନୀତି ପ୍ରତି ଆଗ୍ରହ ରଖୁନଥିବା ରାଜୀବ ଗାନ୍ଧୀ ଖୁବ୍ କମ୍ ବୟସରେ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ; ଜନ୍ମଜୟନ୍ତୀ…

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୬ତମ ଜୟନ୍ତୀ । ଏହି ଅବସରରେ ପୁଅ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜନ୍ମ ଜୟନ୍ତୀ ଅବସରରେ ଜାଣନ୍ତୁ ରାଜୀବ ଗାନ୍ଧୀଙ୍କ ସମ୍ପର୍କରେ; ଯିଏକି ଖୁବ୍ କମ୍…

ଆଲର୍ଟ: ନୂଆଦିଲ୍ଲୀରେ ପ୍ରବେଶ କଲେ ୩ ଜୈଶ ଆତଙ୍କୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ୩ ଜଣ ଜୈଶ ଇ ମହମ୍ମଦ ଆତଙ୍କବାଦୀ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରିବା ଲାଗି ସେମାନେ ଷଡଯନ୍ତ୍ର ରଚିଛନ୍ତି । ଜୈଶ ମୁଖ୍ୟ ମୁଫତି…

[ଭାଇରାଲ୍ ଭିଡିଓ] ହସ୍ପିଟାଲରେ କାହିଁକି ନାଚିଲେ ମଧ୍ୟପ୍ରଦେଶର ଏହି ପରିବାର ?

ମଧ୍ୟପ୍ରଦେଶ: ଗୋଟିଏ ପରିବାରର ୧୯ଜଣ ସଦସ୍ୟ ହୋଇଥିଲେ କରୋନାଭାଇରସରେ ସଂକ୍ରମିତ । ଅଗଷ୍ଟ ୮ରେ ଭର୍ତ୍ତି ହୋଇଥିଲେ ମଧ୍ୟପ୍ରଦେଶର କଟନି ଜିଲ୍ଲା ହସ୍ପିଟାଲରେ । ତେବେ ସ୍ୱାଧୀନତା ଦିବସରେ ସେମାନଙ୍କ ରିପୋର୍ଟ ନେଗେଟିଭ ବାହାରିଥିଲା । ଏହି ଖୁସୀରେ ପରିବାରର କିଛି ସଦସ୍ୟ ହସ୍ପିଟାଲରେ ହିଁ…

ବିଜେଡି ନେତାଙ୍କୁ ନୂଆ ସାଂଗଠନିକ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର: ବିଜେଡି ନେତାଙ୍କୁ ବଂଟାଗଲା ନୂଆ ସାଂଗଠନିକ ଦାୟିତ୍ୱ । ବିଜେଡିରେ ୪୫ ଜଣଙ୍କୁ ନୂଆ ସମ୍ପାଦକ ଓ ୪୧ ଜଣଙ୍କୁ ନୂଆ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି । କିଶୋର ତରାଇ ଓ ସଂଘମିତ୍ରା ଦଳେଇଙ୍କୁ ଏସସି କଲ୍ୟାଣ…

ପୋଷା କୁକୁର ଖାଇଗଲା ୯ ହଜାର ୮ଶହ ଟଙ୍କା !

ସାଧାରଣତଃ ପୋଷା କୁକୁରମାନେ ମାଲିକର ବେଶ୍ ବିଶ୍ୱସ୍ତ ହୋଇଥାନ୍ତି । ସେମାନଙ୍କୁ ଘରେ ଛାଡି ବେଶ୍ ନିଶ୍ଚିନ୍ତରେ ମାଲିକ ବାହାରକୁ ଯାଇପାରନ୍ତି । କିନ୍ତୁ ଆଜି ଏମିତି ଏକ ପୋଷା କୁକୁର ସମ୍ପର୍କରେ ଜାଣିବା ଯିଏ ମାଲିକ ନ ଥିବା ବେଳେ ଯାହା କାଣ୍ଡ କରିଛି ସେଥିରେ ମାଲିକ ଜଣଙ୍କ ହସିବେ ନା…

ସୁଶାନ୍ତ ସିଂ ରାଜପୁତ୍ କେସ୍‌: ଦୁଇ ଡେପୁଟି କମିଶନରଙ୍କୁ ପଚରା ଉଚରା କରିବ ସିବିଆଇ

ମୁମ୍ବାଇ: ସୁଶାନ୍ତ ସିିଂ ରାଜପୁତ କେସ୍ ସିବିଆଇ ହାତକୁ ନେଇଛି । ଏହାର ତଦନ୍ତ କାର୍ଯ୍ୟ ମଧ୍ୟ ସିବିଆଇ ଜୋରସୋରରେ ଆରମ୍ଭ କରି ଦେଇଛି । ରିପୋର୍ଟ ମୁତାବକ ଏସଆଇଟି ମୁମ୍ବାଇ ପୋଲିସର ଦୁଇ ଡେପୁଟି କମିଶନରଙ୍କୁ ପଚରା ଉଚରା କରିବ । ଏହି ଦୁଇ ଜଣ ହେଲେ ଅଭିଷେକ ତ୍ରିମୁଖ ଓ ପରଜିତ ସିଂ ଧାହିୟା ।…

ପ୍ରଶାନ୍ତ ଭୂଷଣଙ୍କୁ ପୁଣି ଝଟକା

ନୂଆଦିଲ୍ଲୀ:ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୂ ଗୁରୁବାର ପୁନର୍ବାର ଆଉ ଏକ ଝଟକା ଲାଗିଛି । ଅଦାଲତ ଅବମାନନା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ କେଉଁ ଦଣ୍ଡ ମିଳିବ ସେ ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ । ଦୋଷୀ ସାବ୍ୟସ୍ତ କରିଥିବା ଖଣ୍ଡପୀଠ ହିଁ…

ଅଗଷ୍ଟ ୨୪ ଯାଏଁ ଖୋର୍ଦ୍ଧାର ଏହିସବୁ ଅଞ୍ଚଳ ସଟଡାଉନ୍

ବାଲିପାଟଣା: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ତିନି ଗ୍ରାମ ପଞ୍ଚାୟତର ସରପଞ୍ଚ ନିଜ ଅଞ୍ଚଳକୁ ଗୁରୁବାର ଦିନ ସଟଡାଉନ୍ ଘୋଷଣା କରିଛନ୍ତି । ଆଜି ଅପରାହ୍ନ ୨ ଟାରୁ ଆସନ୍ତା ୨୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳ…

ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ସୋସିଆଲ୍ ମିଡିଆରେ ସେୟାର କଲେ ଧୋନୀ !

ରାଂଚି: ଅଗଷ୍ଟ ୧୫'ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ସେବେଠାରୁ ଅନେକ କ୍ରିକେଟର୍ ଓ ଅଗଣିତ ଫ୍ୟାନ ତାଙ୍କ ପ୍ରଶଂସାରେ ଶତମୁଖ । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଧୋନୀଙ୍କ ସନ୍ୟାସ ଘୋଷଣାନାମାକୁ ବିଶ୍ୱାସ ବି କରିପାରିନଥିଲେ । ହେଲେ ବିଶ୍ୱର ଅନ୍ୟତମ…

ଟ୍ୱିନସିଟିରେ ଗଣେଶ ପୂଜା ହେବା ନେଇ କ’ଣ କହିଲେ ହାଇକୋର୍ଟ; ଜାଣନ୍ତୁ

କଟକ: କଟକ ଏବଂ ଭୁବନେଶ୍ୱରରେ ଗଣେଶ ପୂଜା କରିବା ପାଇଁ କମିଟି ଗୁଡିକୁ ସ୍ଥାନୀୟ ପ୍ରଶାସନର ଅନୁମତି ମାଗିବାକୁ ପଡିବ ବୋଲି ଗୁରୁବାର ଦିନ କହିଛନ୍ତି ଓଡ଼ିଶା ହାଇକୋର୍ଟ। ଟ୍ୱିନସିଟି ପୋଲିସ କମିଶନରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କଟକ ସ୍ଥିତ ବୁଢା ଗଣେଶ ପୂଜା କମିଟିର ସଭାପତି ଶିବେନ୍ଦ୍ର…