Latest Odisha News

BREAKING NEWS

ବନ୍ଧା ହେଲେ କୋଟିପତି ପୂର୍ବତନ ରେଞ୍ଜର

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାଲୁଗାଁର ପୂର୍ବତନ ରେଞ୍ଜର । ତାଙ୍କ ନାଁ ଅଭୟ ଜେନା । ଆଜି ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ସେଲ୍ । ଗତକାଲି ଅଭୟ ଜେନାଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ବିଭାଗ । ଚଢାଉ ବେଳେ ୪ କୋଟି…

ଭୁୁବନେଶ୍ୱର ଓ କଟକରେ କାଲି ସକାଳ ଯାଏଁ ଛେଚିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷିବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି । କଟକ ଓ ଭୁବନେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ…

ଗାଁ ସବୁ ନଷ୍ଟ ହୋଇଗଲା ପରେ…

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଅନେକ ସମୟରେ କଥା ହେଲା ବେଳେ କି ପୁରୁଣା ଦିନର ସ୍ମୃତି ମନେ ପକେଇଲା ବେଳେ ଏଇ କଥା ବାରବାର ଉଠୁଛି । ସମସ୍ତେ- ଗାଁର ପୁରୁଣା ସ୍ମୃତିକୁ ଝୁରି ହେଉଛନ୍ତି । ଗାଁକୁ ମନେ ପକାଉଛନ୍ତି । ପିଲା ବେଳର କଥା, ପିଲା ବେଳକର…

ଫଟୋଗ୍ରାଫି ଦିବସ: ବିଶ୍ୱର କେତେକ ସ୍ମରଣୀୟ ଫଟୋ

ନୂଆଦିଲ୍ଲୀ: ଅଗଷ୍ଟ ୧୯ ବିଶ୍ୱ ଫଟୋଗ୍ରାଫି ଦିବସ । ଆସନ୍ତୁ ଜାଣିବା ବିଶ୍ୱର କେତେକ ସ୍ମରଣୀୟ ଫଟୋ ବିଷୟରେ । ଚନ୍ଦ୍ରରେ ମଣିଷ ପଂହଚିଲା : ଜୁଲାଇ ୧୯୬୯ରେ ନୀଲ ଆର୍ମଷ୍ଟ୍ରଙ୍ଗ ପ୍ରଥମ ବ୍ୟକ୍ତି ଭାବେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲେ । ସେମାନଙ୍କ ପାଖରେ ଗୋଟିଏ କ୍ୟାମେରା ଥିଲା । ଏଲଡ୍ରିନ…

ପ୍ରକାଶ ପାଇଲା ଯୁକ୍ତଦୁଇ ବାଣିଜ୍ୟ ଫଳ: ପାସ୍‌ ହାର ୭୪.୯୫ %

ଭୁବନେଶ୍ୱର: ପ୍ରକାଶ ପାଇଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ଵାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ଫଳ । ଚଳିତ ବର୍ଷ ପାସ୍‌ ହାର ରହିଛି ୭୪.୯୫ %। ପୂର୍ବ ବର୍ଷ ଅପେକ୍ଷା ପାସ୍‌ ହାର ୪.୬୯ ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏମମାଲରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ , ସମସ୍ତ କାଗଜପତ୍ର ସିବିଆଇକୁ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ…

କରୋନାର ଲମ୍ବା ଲମ୍ଫ: ୨୪ ଘଣ୍ଟାରେ ୨୫୦୦ ପାର୍

ଭୁବନେଶ୍ୱର: ସଙ୍ଗିନ ହେଉଛି କରୋନା ସ୍ଥିତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୮୯ ଜଣ ପଜିଟିଭ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨ ରେ ପହଞ୍ଚିଛି। ଏହାସହ ରାଜ୍ୟରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ମଧ୍ୟ ବଢୁଛି । ଗୋଟିଏ ଦିନରେ ଏହା ୫୦ ହଜାର ପାର…

କରୋନା ପାଇଁ ଫିକା ପଡିଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ହନୁମାନ ଉତ୍ସବ

ସୁବର୍ଣ୍ଣପୁର: ସପ୍ତପୁରୀ ଅମାବାସ୍ୟା ବା ପୁରାଉଆଁସ । ଏହାକୁ ହନୁମାନ ଉତ୍ସବ ଐତିହାସିକ ଲଙ୍କାପୋଡି ପର୍ବ ବୋଲି ମଧ୍ୟ କୁହାଯାଇଥାଏ । ଆଜି ସୁବର୍ଣ୍ଣପୁର ସହର ରେ ପାଳିତ ହେବ ଏହି ବିଶ୍ୱପ୍ରସିଦ୍ଧ ପର୍ବ । ଆଜି ସଂଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନ କୁ ନେଇ ପାଳନ କରାଯାଇଥାଏ ଏହି ପର୍ବ…

କୋଭିଡ୍ ମୁକାବିଲା: ୭ ମେଡିକାଲ କଲେଜର ପ୍ରଫେସରଙ୍କୁ ନେଇ ଗଠନ ହେଲା ଟେକ୍‌ନିକାଲ କମିଟି

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି କରୋନା ମାମଲା । ବଢୁଥିବା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ…

ମୃତ୍ୟୁ ମିଟର ଉପର ମୁହାଁ; ଦେଶରେ ୨୪ ଘଣ୍ଟାରେ ଗଡ଼ିଲା ୨୦୦୦ ମୁଣ୍ଡ !

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…