Latest Odisha News

BREAKING NEWS

ଆସିଥିଲେ ଟଙ୍କା ଚୋରି କରିବାକୁ କିନ୍ତୁ ଜାଳିଦେଲେ ATM, ଜାଣନ୍ତୁ କାହିଁକି

ଉଦଳା: ଟଙ୍କା ଲୁଟ କରିବାକୁ ଆସି ATM ଜଳିଦେଲେ ଦୁର୍ବୁତ୍ତ। ଏଭଳି ଘଟଣା ଘଟିଛି ଉଦଳା ଅଞ୍ଚଳରେ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ, ଉଦଳ କଲେଜ ରୋଡରେ ଥିବା ଏକ ଏଟିଏମକୁ ପୋଡି ପାଉଁଶ କରିଦେଇଛନ୍ତି ଦୁର୍ବୃତ୍ତ। ଏହି ଦୁର୍ବୁତ୍ତ ମାନେ…

ଖସୁଛି ଜଳସ୍ତର: ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି । ଦୀର୍ଘ ୬ଦିନ ଧରି ପାଣିରେ ବୁଡି ରହିଥିବା କାଙ୍ଗୋରୁକୋଣ୍ଡା ପୋଲ ଉପରୁ ଖସିଲା ବନ୍ୟାଜଳ । ବନ୍ୟାଜଳ ଖସିବାରୁ ୩୨୬ନଂ ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଥିବା ସୂଚନା । ଅନ୍ୟପଟେ ବନ୍ୟାଜଳରେ ଏବେବି ବୁଡି…

ଆସନ୍ତାକାଲି ଯୁକ୍ତ ୨ ବାଣିଜ୍ୟ ଫଳ

ଭୁବନେଶ୍ୱର: ଅଗଷ୍ଟ ମାସ ୧୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ଫଳାଫଳ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ବୁଧବାର ପୂର୍ବାହ୍ନ ୧୧ଟା ୩୦ରେ ଏହି ଫଳାଫଳ ପ୍ରକାଶ ପାଇବା ବେଇ ସୂଚନା । ଗତବର୍ଷ ଅପେକ୍ଷା ଏଥର ୩ ମାସ ବିଳମ୍ବରେ ଏହି ଫଳାଫଳ ପ୍ରକାଶ…

ବଡ଼ଦେଉଳରେ ଶ୍ରୀଜିଉଙ୍କ କୃଷ୍ଣ-ବଳରାମ ବେଶ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର ଅନ୍ତିମ ବେଶ କୃଷ୍ଣ-ବଳରାମ ବେଶରେ ସୋମବାର ଦର୍ଶନ ଦେଇଛନ୍ତି ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ଗୌଡ଼ବାଡ଼ ସାହି ପକ୍ଷରୁ ଶ୍ରୀକୃଷ୍ଣ ଲୀଳା ପରିବେଷଣ କରାଯାଇଛି। ନୀତି ପରମ୍ପରା ଅନୁଯାୟୀ,…

ବର୍ଷା ଦିନେ କିପରି ନେବେ କେଶର ଯତ୍ନ…

ଭୁବନେଶ୍ୱର: ବର୍ଷା ଦିନେ କେଶର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । ଅନ୍ୟ ଋତୁ ତୁଳନାରେ ଏଇ ଦିନେ କେଶ ସମସ୍ୟା ବୃଦ୍ଧି ପାଏ। ଅନ୍ୟ ସମସ୍ୟା ସହ କେଶ ଝଡ଼ା, ରୁପି ଏହିଦିନରେ ଅଧିକ ଦେଖାଦେଇଥାଏ । କିପରି ଘରୋଇ ଉପାୟରେ ନେବେ କେଶର ଯତ୍ନ.. ବର୍ଷାଦିନେ ଆପଣ ଖାଦ୍ୟ ତାଲିକା ପ୍ରସ୍ତୁତ କରି…

ବଢୁଛି ସଂକ୍ରମଣ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଢେଙ୍କାନାଳର ଏହି ସରକାରୀ କାର୍ଯ୍ୟାଳୟ

ଢେଙ୍କାନାଳ: କରୋନା ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଢେଙ୍କାନାଳ ହିନ୍ଦୋଲ ଏନଏସି କାର୍ଯ୍ୟାଳୟ । ଏନେଇ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସୋମବାର ସୂଚନା ଦେଇଛନ୍ତି । କାର୍ଯ୍ୟାଳୟକୁ ଅଗଷ୍ଟ ୧୭ ତାରିଖ ସକାଳ ୭ ଟାରୁ ଅଗଷ୍ଟ ୨୦ ତାରିଖ ସକାଳ ୬୭ ଟା ଯାଏଁ ସିଲ୍…

ଲକଡାଉନ ସାଜିଲା ବରଦାନ: ଚିତ୍ରଶିଳ୍ପୀ ସାଜିଲେ ଯୁବତୀ

ଯାଜପୁର: କରୋନା କାହାପାଇଁ କାଳ ସାଜିଛି ତ ଆଉ କାହା ପାଇଁ ସୁଯୋଗ ସୃଷ୍ଟି କରିଛି । କାହା ନିକଟରୁ ନିଜ ଲୋକଙ୍କୁ ଛଡାଇ ନେଇଛି ତ ଆଉ କାହାକୁ ଆତ୍ମୀୟସ୍ୱଜନଙ୍କ ସହ ଯୋଡ଼ିଛି । ତେବେ ଏହି ମହାମାରୀ କରୋନା ପାଇଁ ଯାଜପୁର ସୁକିନ୍ଦା ଅଂଚଳର ଜଣେ ଯୁବତୀ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ ତା ୧୮-୮-୨୦୨୦ ମଙ୍ଗଳବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୧୮ ରିଖ ମଙ୍ଗଳବାର ସିଂହ ୩ ଦିନ ଭାଦ୍ରବ ମାସ କୃଷ୍ଣ ଚତୃଦଶୀ ଭୁକ୍ତ ଅମାବାସ୍ଯା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ମକର ରାଶିର…

ଝଲସିବ ଏକାମ୍ରକ୍ଷେତ୍ର; ୨ଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ମହାଶିବରାତ୍ରି

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୨ଲକ୍ଷ ଲୋକ ଏକାଠି ସମବେତ ହୋଇ ଦେଖିପାରିବେ ମହାଶିବରାତ୍ରି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୫୦୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫୦୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ, କେଉଁ ଜିଲ୍ଳାରୁ କେତେ ରୋଗୀ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଓଡିଶାରେ ମୋଟ୍ ୬୨,୨୯୪ କରୋନା…