Latest Odisha News

BREAKING NEWS

ସୁନ୍ଦରଗଡରେ ହଜାରେ ଡେଇଁଲା କରୋନା ଆକ୍ଟିଭ କେସ୍‌

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୪୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୭୧୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ସମ୍ବଲପୁରର ଆଉ ୭ ସହରରେ ୧୪୪ ଧାରା ଜାରି

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଆଉ ୭ ଟି ସହରେ ପୁଣି ଲାଗୁ ହୋଇଛି ୧୪୪ ଧାରା । ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆଉ ୭ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ୧୪୪ଧାରା ଜାରି ହୋଇଥିବା ସ୍ଥାନ…

ଏମସିଆଇ ପକ୍ଷରୁ ସର୍କୁଲାର ଜାରି : ପିଓକେରେ ମେଡିକାଲ ଡିଗ୍ରୀ ହାସଲକାରୀ ଭାରତରେ ଗ୍ରହଣ ଯୋଗ୍ୟ ହେବେ ନାହିଁ

ନୂଆଦିଲ୍ଲୀ: ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରିଛି । ଏହା ଅନୁସାରେ ପାକ୍ ଅଧିକୃତ କଶ୍ମୀର (ପିଓକେ) ଅଂଚଳରେ ଥିବା ମେଡିକାଲ କଲେଜର ଡିଗ୍ରୀ ଭାରତରେ ଗ୍ରହଣ ଯୋଗ୍ୟ ହେବ ନାହିଁ । ପିଓକେ ଏବଂ ଲଦାଖର ପାକିସ୍ତାନ ଅବୈଧ ଅଧିକୃତ ଅଂଚଳ…

ଝାରସୁଗୁଡାରୁ ଉଦ୍ଧାର ହେଲା ବିରଳ ଧଳା କାଉ, ଦେଖନ୍ତୁ ଚିତ୍ର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ମୁଙ୍ଗାପଡ଼ା ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା କାଉକୁ ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାର କରିଛନ୍ତି। ବୁଧବାର ଅପରାହ୍ନରେ କାଉଟି ଜଣେ ସ୍ଥାନୀୟ ଲୋକର ଘର ଛାତରେ ଆସି ବସିଥିଲା । କୌଣସି କାରଣ ବଶତଃ ସେ ଉଡ଼ି ପାରୁ ନଥିଲା । ଏହା ଦେଖି ଘର ଲୋକେ ତାକୁ…

ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଗୋବିନ୍ଦପୁର ଥାନା ସିମିଳିବାହାଲର ୨୮ ବର୍ଷୀୟା ଅସ୍ମିତା ସା ସେହି ଗ୍ରାମର ସ୍ବପ୍ନେଶ୍ୱର…

ରାଜ୍ୟରେ ଆଉ ୫ ଜିଲ୍ଲାରୁ ୯ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୩୧୪

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦ ହଜାର କୋଭଡ୍ ଟେଷ୍ଟ ହୋଇଛି । ସର୍ବାଧିକ ୧୯୮୧ ପଜିଟିଭ୍ ବାହାରିଥିବା ବେଳେ ପ୍ରାଣଘାତୀ କରୋନା ନେଇଛି ଆଉ ୯ ଜୀବନ । ୫ ଜିଲ୍ଲାରେ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩, କଟକ ଓ…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୯୮୧ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଚୀନକୁ ଚ୍ୟାଲେଞ୍ଜ: ଲଦାଖ ନିକଟରେ ଆମେରିକା ନିୟୋଜିତ କଲା ପରମାଣୁ ବମ୍ବର

ଲଦାଖ: ଭାରତ-ଚୀନ ମଧ୍ୟରେ ଉତେଜନା ପରିସ୍ଥିତି ଦେଖି ଆମେରିକା ଗୁରୁବାର ସବୁଠାରୁ ମାରାତ୍ମକ ପରମାଣୁ ବମ୍ବର ବି୨ ସ୍ପିରିଟ ଷ୍ଟିଲ୍‌ଥ ବମ୍ବରସ ଲଦାଖ ନିକଟରେ ନିୟୋଜିତ କରିଛି । ଏହି ବିମାନକୁ ଡିଏଗୋ ଗାର୍ସିଆ ନିକଟରେ ରଖାଯାଇଛି । ଏକାଥରକେ ୧୬ ପରମାଣୁ ବୋମା ନେଇଯିବା କ୍ଷମତା ଏହି ବମ୍ବରର…

ରାଷ୍ଟ୍ର ନିର୍ମାଣରେ ଟିକସ ଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ସଚ୍ଚୋଟ କରାଦାତାଙ୍କ ଲାଗି ‘ଟ୍ରାନ୍ସପରେଣ୍ଟ ଟାକ୍ସେସନ-ଅନରିଂ ଦ ଅନେଷ୍ଟ’ ନାମକ ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ ଏହି ନୂଆ ନିୟମ ଟିକସ ଦାତାଙ୍କୁ ଭୟମୁକ୍ତ କରିବ ଏବଂ ସଚ୍ଚୋଟ…

ଫେସବୁକକୁ କ୍ରାଇମବ୍ରାଞ୍ଚର ଚିଠି: ଆଦିତ୍ୟଙ୍କ ଶେଷ ପୋଷ୍ଟ ଖୋଲିବ କି ମୃତ୍ୟୁ ରହସ୍ୟ !

ଭୁବନେଶ୍ୱର: ଦିନକୁ ଦିନ ଜଟିଳ ହୋଇ ହୋଇ ଚାଲିଛି ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଏହି ରହସ୍ୟମୟ ମୃତ୍ୟୁ ଘଟଣା ଏବେ କ୍ରାଇମବ୍ରାଞ୍ଚ ହାତରେ । ସୁଚାନୁଯାୟୀ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ଅଧିକ ତନାଘନା ପାଇଁ ଫେସବୁକକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଟିମ୍‌ । ଆଦିତ୍ୟଙ୍କ…