ଇଣ୍ଡୋନେସିଆରେ ଜ୍ୱାଳାମୁଖୀ ବିସ୍ଫୋରଣ, ଦିନରେ ରାତିର ଭ୍ରମ ସୃଷ୍ଟି
ମେଡାନ: ଇଣ୍ଡୋନେସିଆର ମାଂଉଟ ସିନାବଙ୍ଗ ଜ୍ୱାଳାମୁଖୀ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁ ଏତେ ମାତ୍ରାରେ ଧୂଆଁ ନିର୍ଗତ ହୋଇଥିଲା ଯେ, ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଛି । ଏହି ଜ୍ବାଳାମୁଖୀରୁ ବାହାରିଥିବା ପାଉଁଶ ୩୦ କିଲୋମିଟର ଦୂର ବେରାସ୍ତଗୀ ପହଁଞ୍ଚି ଯାଇଛି । ଇଣ୍ଡୋନେସିଆର…