Latest Odisha News

କୋରାପୁଟ ନାବାଳିକାକୁ କେବେ ମିଳିବ ନ୍ୟାୟ: କଂଗ୍ରେସ ମହିଳା ମୋର୍ଚ୍ଚା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ କୋରାପୁଟ କୋଟପାଡର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରସଙ୍ଗକୁ ପୁଣି ଉଠାଇଛି କଂଗ୍ରେସ ମହିଳା ମୋର୍ଚ୍ଚା । ପୀଡିତାଙ୍କୁ ଶୀଘ୍ର ନ୍ୟାୟ ନମିଳିଲେ ମହିଳା ମୋର୍ଚ୍ଚା ଆସନ୍ତା ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ରାଜ୍ୟ…

[ଭାଇରାଲ୍ ଭିଡିଓ] ମୁମ୍ବାଇ ବନ୍ୟାରେ ମହିଳାଙ୍କ କମାଲ୍ !

ମୁମ୍ବାଇ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ବେହାଲ ମୁମ୍ବାଇ । ଗତ କିଛି ଦିନ ଧରି ମୁମ୍ବାଇର ପରିସ୍ଥିତି ନେଇ ଲଗାତାର ଭିଡିଓ ସାମ୍ନାକୁ ଆସିଛି । ହେଲେ ନିକଟରେ ଜଣେ ମହିଳାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ପଶ୍ଚିମ ମୁମ୍ବାଇ ତୁଲସୀ ପାଇପ୍ ରୋଡ୍‌ରୁ ଆସିଥିବା ଏହି…

ମଧୁମେହ ରୋଗୀ ସେବନ କରିପାରିବେ ଏସବୁ ଫଳ

ଭୁବନେଶ୍ୱର: ଡାଇବେଟିସ୍ ତଥା ମଧୁମେହ ରୋଗରୁ ସୁସ୍ଥ ରହିବାର ମୂଳ ମନ୍ତ୍ର ହେଉଛି ସନ୍ତୁଳିତ ଆହାର । କେବଳ ସନ୍ତୁଳିତ ଆହାର ଦ୍ୱାରା ଶରୀରରେ ସୁଗାରର ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ। ସନ୍ତୁଳିତ ଆହାର ସେବନ କରିବା ସହ ମଧୁମେହ ରୋଗୀ କି କି ଫଳ ଖାଇପାରିବେ, ଜାଣନ୍ତୁ... ସେଓ- ସେଓ…

ଢେଙ୍କାନାଳରେ ୩୬ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଢେଙ୍କାନାଳ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଢେଙ୍କାନାଳ ପ୍ରଶାସନ । ପ୍ରଶାସନର ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୭ଟି…

ଘଡଘଡି ସହ ବର୍ଷା ଆଶଙ୍କା: ୯ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୯ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର,…

ଆଜି ଆକାଶରେ ଦେଖାଯିବେ ୮ ଗ୍ରହ

ମୁମ୍ବାଇ: ଆଜି (୮ ଅଗଷ୍ଟ) ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ରିପୋର୍ଟ ମୁତାବକ ରାତିରେ ସୌରଜଗତର ପ୍ରମୁଖ ୮ ଗ୍ରହ ମହାକାଶରେ ଦେଖାଯିବେ । ୬ ଗ୍ରହ ସାମାନ୍ୟ ଆଖିରେ ଏବଂ ନେପଚ୍ୟୁନ, ପ୍ଲୁଟୋ ଟେଲିସ୍କୋପ ମାଧ୍ୟମରେ ଦେଖିହେବ । ସୂର୍ଯ୍ୟ ଚାରିପଟେ ୩୬୦ ଡିଗ୍ରୀ ବୁଲୁଥିବା ଗ୍ରହ…

ମାଲକାନଗିରିରେ ୮ଶହ ଟପିଲା କରୋନା ସଂକ୍ରମଣ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ…

ଉପକୂଳରେ ଖୋର୍ଦ୍ଧା, ପଶ୍ଚିମରେ କରୋନା ହଟସ୍ପଟ୍ ସୁନ୍ଦରଗଡ଼

ଭୁବନେଶ୍ୱର: ଗଞ୍ଜାମ ପରେ ଖୋର୍ଦ୍ଧାରେ ଲମ୍ବା ଲମ୍ଫ ମାରୁଛି କରୋନା । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଓ ସୁନ୍ଦରଗଡ଼ରେ ୨ ହଜାର ଟପିଲାଣି ପଜିଟିଭ୍ କେସ୍ । ନିୟମତି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଖୋର୍ଦ୍ଧାରେ କରୋନା ଲମ୍ଫ ଗଞ୍ଜାମ ପରେ ରାଜ୍ୟରେ…

ରାଜ୍ୟରେ ଆଉ ୧୨ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୨ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୫୯ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡରୁ ୧, ସୁନ୍ଦରଗଡରୁ ୧, ଭୁବନେଶ୍ୱରରୁ ୨, ବାଲେଶ୍ୱରରୁ ୧, କନ୍ଧମାଳରୁ ୨,…

ଗୁପ୍‌ଚୁପ୍‌ବାଲା ପ୍ରେମରେ ପଡି ଚମ୍ପଟ୍ ମାରିଲେ ସ୍କୁଲ ଛାତ୍ରୀ !

ଉତ୍ତରପ୍ରଦେଶ: ଗୁପ୍‌ଚୁପ୍ । ମୁଖରୁଚି ତାଲିକାରେ ଝିଅଙ୍କ ପ୍ରଥମ ପ୍ରେମ । ସ୍କୁଲ, କଲେଜର ଛାତ୍ରୀ ହୁଅନ୍ତୁ ଅବା ଚାକିରିଆ ମହିଳା । ଗୁପ୍‌ଚୁପ୍ ପ୍ରତି ତାଙ୍କ ପ୍ରେମର ସଜ୍ଞା ଟିକେ ନିଆରା । ୧୦ଟଙ୍କାର ହେଉ କି ୨୦, ଏକ୍ସଟ୍ରା ଖଟାପାଣି ଓ ପାମ୍ପୁଡି ଖାଇବାକୁ ସେମାନେ କେବେ ବି ଭୁଲନ୍ତି…