ଓଡିଶାରୁ ସୁସ୍ଥ ହେଲେ ୧୮୧୦ କରୋନା ରୋଗୀ
ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୮୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ସୁସ୍ଥ ହୋଇଥିବା ୧୮୧୦ ଜଣଙ୍କ ମଧ୍ୟରୁ ୭୦୦ ଜଣ ଗଞ୍ଜାମରୁ, ୨୦୨ ଜଣ ଖୋର୍ଦ୍ଧା, ୧୪୭ ଜଣ କଟକରୁ, ୧୩୬ ଜଣ ଗଜପତିରୁ, ୧୧୬…