Latest Odisha News

BREAKING NEWS

ଗିରୀଶ ମୁର୍ମୁ ହେଲେ ଦେଶର ନୂଆ ସିଏଜି

ନୂଆଦିଲ୍ଲୀ: ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ ଦାୟିତ୍ୱ । ତାଙ୍କୁ ଦେଶର ନୂଆ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ନିଯୁକ୍ତି ମିଳିଛି । ବିଦାୟୀ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରୀଶ ମୁର୍ମୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଗତକାଲୀ ଶ୍ରୀ ମୁର୍ମୁ ଜାମ୍ମୁ କାଶ୍ମୀର…

ଟ୍ରେଣ୍ଡରେ ରାଣା-ମିହିକାଙ୍କ ହଳଦୀ ସେରିମନି, ଫଟୋ ଭାଇରାଲ

ଭୁବନେଶ୍ୱର : ବାହୁବଲୀର ଭଲାଲ ଦେବଙ୍କର ଆଜି ହଲଦୀ ଶେଷ ହୋଇଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହଁ ଭଲାଲ ଦେବ ମାନେ ରାଣା ଦଗୁବତୀଙ୍କ ଆଜି ହଲଦୀ ହୋଇଥିବା ବେଳେ ବିବାହ ଆସନ୍ତାକାଲି ଅନୁଷ୍ଠିତ ହେବ । ମିହିକା ବଜାଜ୍ ବନିବେ ତାଙ୍କ ଦୁଲହନ । ଆଜି ଦୁହିଁଙ୍କ ହଲଦୀ ସେରିମନିର…

ବହୁ ଚର୍ଚ୍ଚିତ ସୁଶାନ୍ତ ରାଜପୁତ କେସ୍‌ର ତଦନ୍ତ ଆରମ୍ଭ କରିଛି ସିବିଆଇ, ରିୟାଙ୍କ ସମେତ ୬ଜଣଙ୍କ ନାମରେ ମାମଲା

ମୁମ୍ବାଇ: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେସ୍‌ର ତଦନ୍ତ ଆରମ୍ଭ କରିଛି ସିବିଆଇ । ଗୁରୁବାର ସିବିଆଇ ରିୟା ଚକ୍ରବର୍ତିଙ୍କ ସମେତ ୬ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଅନ୍ୟମାନେ ହେଲେ ଇନ୍ଦରଜିତ ଚକ୍ରବର୍ତି, ସନ୍ଧ୍ୟା ଚକ୍ରବର୍ତି, ସୌରଭ ଚକ୍ରବର୍ତି, ସାମ୍ୟୁଏଲ…

[ଭିଡିଓ] ଭାରତରୁ କିଏ କରୁଥିଲା ଇରାକକୁ କୋଭିଡ-୧୯ ଭ୍ୟାକ୍ସିନ୍ ଚୋରା ଚାଲାଣ ?

ଗୁରୁଗ୍ରାମ୍‌: ଏକ ବଡ ଧରଣର ଧରପଗଡରେ ଗୁରୁଗ୍ରାମ ପୋଲିସକୁ ମିଳିଛି ବଡ ସଫଳତା । ଭାରତରୁ ଇରାକକୁ କୋଭିଡ୍‌-୧୯ ଟିକା ଚୋରା ଚାଲାଣ କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ୍ ହୋଇଛି । ଧରପଗଡରେ ୯ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କିଏ ଓ କେମିତି ଇରାକକୁ କରୁଥିଲା କୋଭିଡ୍‌-୧୯…

ସୀମା ସୁରକ୍ଷା ପାଇଁ ଭାରତ ମହାକାଶରେ ସ୍ଥାପନ କରିବା ଆଉ ୬ କୃତ୍ରିମ ଉପଗ୍ରହ !

ନୂଆଦିଲ୍ଲୀ: ସୀମା ସୁରକ୍ଷା ପାଇଁ ଭାରତ ମହାକାଶରେ ଆଉ ୬ କୃତ୍ରିମ ଉପଗ୍ରହ ସ୍ଥାପନ କରିବା ପାଇଁ ଯୋଜନା କରୁଛି । ଜାତୀୟ ସୁରକ୍ଷା ସଂସ୍ଥା ଏହାର ଆବଶ୍ୟକତା ନେଇ ସରକାରଙ୍କୁ ସୂଚନା ଦେଇଥିଲେ । ଏହା ଦ୍ୱାରା ଏଲଏସିରେ ଚୀନ ଏବଂ ପାକିସ୍ତାନ ପରି ଶତ୍ରୁ ଦେଶଙ୍କ ଉପରେ ନଜର ରଖା ଯାଇପାରିବ ।…

ବେହେରା ସାହିରୁ ୨୪ ସମେତ କଟକରୁ ଆଉ ୬୪ ପଜିଟିଭ ଚିହ୍ନଟ

କଟକ: କଟକରୁ ପୁଣି ଚିହ୍ନଟ ହୋଇଛନ୍ତି ଆଉ ୬୪ କରୋନା ସଂକ୍ରମିତ । ଏଥିମଧ୍ୟରୁ ୧୧ ଜଣ କ୍ୱାରେଂଟାଇନ୍ କେନ୍ଦ୍ରର, ୧୨ ଜଣ ହୋମ୍ କ୍ୱାରେଂଟାଇନ୍‌ର ଓ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏହାକୁ ମିଶାଇ କଟକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୮୯ରେ ପହଂଚିଛି । ସହରରେ ୭୦୮ ଟି ଆକ୍ଟିଭ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୧୫୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୧୫୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୨୬,୮୮୭ ରହିଛି । ସୁସ୍ଥ ହୋଇଥିବା ୧୧୫୦ ଜଣଙ୍କ ମଧ୍ୟରୁ ୨୯୦ ଜଣ ଗଞ୍ଜାମରୁ, ୧୯୭…

‘ମୋ ବସ୍‌’ ପାସର ଅବଧି ବଢିଲା

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଗୁରୁବାର ଦିନ ଅନଲାଇନ୍ ଭୁବନେଶ୍ୱର ପାସ୍ ଓ ମ୍ୟାଜିକ ପାସର ଅବଧିକୁ ଅଟୋମେଟିକାଲି ବୃଦ୍ଧି କରାଯାଇଛି। ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି ।…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଗାଲିଣି । ହେଲେ ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ଏହି ମାମଲାରେ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଇଡି ନଜର ରଖିଛି । ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି…

ଓଡ଼ିଶାର ୨ ଗାଁକୁ ୟୁନେସ୍କୋ ମାନ୍ୟତା

ନୂଆଦିଲ୍ଲୀ: ଓଡ଼ିଶାର ଦୁଇଟି ଗାଁକୁ ୟୁନେସ୍କୋ ମାନ୍ୟତା ମିଳିଛି । ଦେଶ ଓ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଗାଁକୁ “ସୁନାମି ପ୍ରସ୍ତୁତି” ମାନ୍ୟତା ମିଳିଛି । ଗଂଜାମ ଓ ଜଗତସିଂହପୁରର ଦୁଇଟି ଗାଁ ୟୁନେସ୍କୋ ତରଫରୁ ଜାରି ହୋଇଥିବା ଏହି ତାଲିକା ସ୍ଥାନ ପାଇଛନ୍ତି । ଏହି ଦୁଇ ଗାଁ ମଧ୍ୟରୁ…