ରାମ ମନ୍ଦିର ନେଇ ଲୋକଙ୍କ ଉତ୍ସାହ ବଢ଼ୁଛି, କୁଇଟାଂଲରୁ ଊର୍ଦ୍ଧ୍ୱ ରୂପା ଦାନ ବାବଦକୁ ଆସିଲାଣି
ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ନେଇ ଲୋକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି । ୧୦୦ କୋଟି ଟଙ୍କାର ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ସ୍ୱତଃ ଦାନ ଦେବା ଆରମ୍ଭ କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷଙ୍କ ମତରେ କୁଇଟାଂଲରୁ ଊର୍ଦ୍ଧ୍ୱ ରୂପା…