ସ୍ଵଭାବ କବି ଗଙ୍ଗାଧର ମେହେରଙ୍କର ଆଜି ଜନ୍ମ ତିଥି; ଜାଣନ୍ତୁ ତାଙ୍କ ସମ୍ପର୍କରେ
ଭୁବନେଶ୍ୱର: ଆଜି ଶ୍ରାବଣ ପୂର୍ଣ୍ଣିମା । ମାତୃ ଭାଷାର ମହାନ ଉପାସକ ଗଙ୍ଗାଧର ମେହେରଙ୍କର ଆଜି ଜନ୍ମ ତିଥି। ସେ ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ୯ ଅଗଷ୍ଟ ୧୮୬୨ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ…