ଦିଲ୍ଲୀ ହିଂସା: ଚାଂଚଲ୍ୟକର ଖୁଲାସା କଲେ ତାହିର, ପିଏଫଆଇ ଅଫିସରେ ଷଡଯନ୍ତ୍ର ରଚାଯାଇଥିଲା
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଅଭିଯୁକ୍ତ ତାହିର ହୁସେନ ପୋଲିସ ଜେରାରେ ରବିବାର ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଖାଲିଦ ସୈଫି ଓ ପିଏଫଆଇ ସହ ମିଶି ସେମାନେ ଏହି ଷଡଯନ୍ତ୍ର ରଚିଥିଲେ । ଶାହୀନବାଗ ନିକଟରେ ଥିବା ପିଏଫଆଇ ଅଫିସରେ ଖାଲିଦ ମୋତେ ହିଂସା ପାଇଁ ପ୍ରବର୍ତାଇଥିଲା ।…