Latest Odisha News

BREAKING NEWS

ପୂଜା ବାବଦରେ ସୁଶାନ୍ତ ଆକାଂଉଟରୁ ଟଙ୍କା ଉଠାଇଥିଲେ ରିୟା, କଳାଯାଦୁ କରିଥିବା ଅଭିଯୋଗ ହୋଇଥିଲା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସର ଖିଅ ଧିରେ ଧିରେ ମିଳିବାରେ ଲାଗିଛି । ରିୟା ଚକ୍ରବର୍ତିଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି । ପୂର୍ବରୁ ସେ କଳାଯାଦୁ କରୁଥିବା ଅଭିଯୋଗ ହୋଇଥିଲା । ଏହାର ସତ୍ୟତା ଜଣା ପଡି ନ ଥିଲେ ମଧ୍ୟ ବ୍ୟାଙ୍କ ଷ୍ଟେଟମେଂଟରେ ସେ ଲକ୍ଷାଧିକ ଟଙ୍କା ପୂଜା…

ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା । ଚାରିଆଡେ କରୋନାର କୋପ ଜାରି ରହିଛି । ଏଥିଲାଗି କୋଭିଡ ମୁକାବିଲା ଲାଗି ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକ ଆସନ୍ତା ଅଗଷ୍ଟ ୩୧ ବନ୍ଦ ରହିବ । ଏନେଇ ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛି…

ଘଡଘଡି ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଗଜପତି, ରାୟଗଡ, କଳାହାଣ୍ଡି, କେନ୍ଦୁଝର, ଅନୁଗୁଳ,…

ଅଗଷ୍ଟ ୪ରୁ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଲାସ

ଭୁବନେଶ୍ୱର: ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଳାସ । ଏହା ୫ ଦିନ ଧରି ଚାଲିବ । ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜ୍ର ଶିକ୍ଷକମାନେ ତାଲିମ ନେବେ । ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଗଣଶିକ୍ଷା…

ସୁନ୍ଦରଗଡରେ ୧୫ ଶହ ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୫୧୧ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ବଡ଼ ଠାକୁରଙ୍କୁ ରାକ୍ଷୀ ପିନ୍ଧାଇବେ ମା’ ସୁଭଦ୍ରା: ଦେଖନ୍ତୁ ଭିଡ଼ିଓ କିପରି ପ୍ରସ୍ତୁତ ହେଉଛି…

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ। ରଙ୍ଗ ବେରଙ୍ଗ ବାସୁଙ୍ଗୀ ପାଟରେ ତିଆରି ହେଉଛି ୪ଟି ବଡ଼…

କରୋନା ସଂକ୍ରମିତ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଅଯୋଧ୍ୟା ଗସ୍ତ ବାତିଲ କଲେ ଯୋଗୀ

ଲକ୍ଷ୍ନୌ: କ୍ୟାବିନେଟର ଜଣେ ମନ୍ତ୍ରୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି । ୟୁପି ସରକାରରେ ଵୈଷୟିକ ଶିକ୍ଷା ମନ୍ତ୍ରୀ ଥିବା କମଲା ରାଣୀ ବରୁଣଙ୍କର ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି । ୬୨…

ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ କଥାରେ ଆତ୍ମସମର୍ପଣ କଲେ ନକ୍ସଲ ମଲ୍ଲା

ଦାନ୍ତେୱାଡ: ରାକ୍ଷୀର ମହତ ରଖିଲା ଦୁର୍ଦ୍ଦାନ୍ତ ନକ୍ସଲ ମଲ୍ଲା । ଭଉଣୀ କଥାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ମଲ୍ଲା । ୧୨ ବର୍ଷ ତଳେ କକା କଥାରେ ବନ୍ଧୁକ ଧରିଥିବା ଏହତ ନକ୍ସଲ ଯେ, ମୁଖ୍ୟ ସ୍ରୋତକୁ ଫେରିବ ତାହା କେହି ଭାବି ନ ଥିଲେ । ରାକ୍ଷୀ ବାନ୍ଧିବା ପାଇଁ ମଲ୍ଲା ଭଉଣୀ ଲିଙ୍ଗେ…

ମାଲକାନଗିରିରେ ବଢୁଛି କରୋନା ସଂକ୍ରମଣ; ୨୪ ପଜିଟିଭ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । https://twitter.com/dm_malkangiri/status/1289798067944734720?s=19…

ଯଦି ନିର୍ଦ୍ଦୋଷ ତାହେଲେ ଆଗକୁ ଆସନ୍ତୁ ରିୟା: ବିହାର ଡିଜିପି

ପାଟଣା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ସହଯୋଗ କରିବା ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ଅନୁରୋଧ କରିଛନ୍ତି ବିହାର ପୋଲିସ । “ଯଦି ରିୟା କିଛି ଭୁଲ୍ କରି ନାହାଁନ୍ତି ଆଉ ନିର୍ଦ୍ଦୋଷ, ତାହେଲେ ସେ ଆଗକୁ ଆସନ୍ତୁ ଏବଂ ତଦନ୍ତରେ ସହଯୋଗ କରନ୍ତୁ ବୋଲି…