Latest Odisha News

BREAKING NEWS

ରାଜଧାନୀରେ ଖୋଲିବ ସପିଂ ମଲ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ମଲ୍ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଅନୁମତି ଦେଇଛି । ତେବେ ଏ ନେଇ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି । ମଲ୍ ପରିସରରେ ଫୁଡ୍ କୋର୍ଟ କିମ୍ବା ଗେମ୍ ଜୋନ ଖୋଲିବ ନାହିଁ । ମଲ୍ ଭିତରେ ଥିବା ସିନେମାହଲ ବନ୍ଦ ରହିବ । କୌଣସି ପ୍ରମୋସନାଲ…

ଦିବଂଗତ ନେତା ଅମର ସିଂଙ୍କ ପରଲୋକରେ ଶୋକପ୍ରକାଶ କଲେ ବିଗ୍ ବି

ମୁମ୍ବାଇ: କରୋନା ଆକ୍ରାନ୍ତ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନ ଗତ କିଛି ଦିନ ହେଲା ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୋସିଆଲ ମିଡିଆରେ ତାଙ୍କର ଏକ ଭିନ୍ନ ଫଟୋ ଦେଖିବାକୁ ମିଳିଛି । ତାଙ୍କ ପୂର୍ବତନ ବନ୍ଧୁ ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଦେହାନ୍ତର କିଛି ସମୟ…

ଅଭିନେତ୍ରୀ କଙ୍ଗନାଙ୍କ ଘର ବାହାରେ ଫୁଟିଲା ଗୁଳି

ମନାଲି: ଲକ୍‌ଡାଉନ ଯୋଗୁଁ ଅଭିନେତ୍ରୀ କଙ୍ଗନା ରନାୱତ ଏବେ ନିଜ ଘର ମନାଲିରେ ଥିବା ବେଳେ ଶୁକ୍ରବାର ରାତିରେ ତାଙ୍କ ଘର ବାହାରେ କେହି ଦୁର୍ବୁତ୍ତ ଗୁଳି ଫୁଟାଇଛନ୍ତି । ଏ ନେଇ କଙ୍ଗନା ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା । ବହୁ ତନାଘନା କରିଥିଲେ ମଧ୍ୟ ଗୁଳି…

ବାପା ହେଲେ ଅଫତାବ ଶିବଦାସନି

ମୁମ୍ବାଇ: ବଲିଉଡ ଅଭିନେତା ଅଫତାବ ଶିବଦାସନି ଓ ପତ୍ନୀ ନିନ ଦୁସଂଜ ପିତା ମାତା ହୋଇଛନ୍ତି । ଆଜି ସେମାନଙ୍କର ଗୋଟିଏ ଝିଅ ହୋଇଛି । ୨୦୧୪ ମସିହାରେ ଏହି ଦମ୍ପତ୍ତି ବିବାହ କରିଥିଲେ । ଝିଅ ଜନ୍ମ ହେବା ପରେ ସେମାନେ ବେଶ୍ ଖୁସି ଅଛନ୍ତି । ଅଫତାବ ୧୯୯୯ ମସିହାରେ ଚଳଚ୍ଚିତ୍ର ମସ୍ତ ଜରିଆରେ…

ପଂଜାବ ମଦମୃତ୍ୟୁ ଘଟଣା: ଅବକାରୀ ବିଭାଗର ୭ ଅଧିକାରୀ ଓ ୬ ପୋଲିସ କର୍ମଚାରୀ ନିଲମ୍ବିତ

ଚଣ୍ଡୀଗଡ: ପଂଜାବ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଆଜି ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ସେପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ଘଟଣାରେ ଅବକାରୀ ବିଭାଗର ୭ ଜଣ ଅଫିସର ଓ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ…

ଓଡିଶାରୁ ସୁସ୍ଥ ହେଲେ ଆଉ ୭୫୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୭୫୬ ଜଣଙ୍କ ମଧ୍ୟରୁ ୧୩୯ ଜଣ ଗଞ୍ଜାମରୁ, ୧୬୨ ଜଣ ଖୋର୍ଦ୍ଧା, ୭୮ ଜଣ କଟକ, ସୁନ୍ଦରଗଡରୁ ୫୮, ୪୯ ଜଣ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ପତ୍ତା ପାଉନି ବିହାର ପୋଲିସ

ପାଟଣା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ପୋଲିସ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବା ଲାଗ ଚାହୁଁଥିବା ବେଳେ ତାଙ୍କୁ ଖୋଜି ପାଉନି । ଏସମ୍ପର୍କରେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଯେ ବିହାର ପୋଲିସ ତଥ୍ୟକୁ…

ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ରକ୍ତଦାନ କଲେ ବିଧାୟକ

ବ୍ରହ୍ମପୁର: ବ୍ରହ୍ମପୁର ବିଧାୟକ ତଥା ‘ଓଡିଶା ମୋ-ପରିବାର’ର ଇନଚାର୍ଜ ଥିବା ବିକ୍ରମ କୁମାର ପଣ୍ଡା ରକ୍ତ ଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିଜେ ରକ୍ତ ଦାନ କରିଛନ୍ତି। କାହିଁକିନା ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ ବ୍ଲଡ ବ୍ୟାଙ୍କରେ ଧିରେଧିରେ ରକ୍ତର ଅଭାବ…

ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଏପରିକି ଗଞ୍ଜାମରେ…

ଓଡିଶାରେ ୫ ପ୍ରକାରର କରୋନା ଭାଇରସ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଜୁନ୍ ସୁଦ୍ଧା ୫ ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଥିବା ନେଇ ଶନିବାର କହିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) । ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଆଇଏଲ୍ଏସ୍ ଏବଂ ଆଞ୍ଚଳିକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ଗତ…