Latest Odisha News

BREAKING NEWS

ଅବ୍ୟବସ୍ଥା ଅଭିଯୋଗ: ସଙ୍ଗରୋଧ କେନ୍ଦ୍ର ଛାଡ଼ି ଚାଲିଗଲେ ୫୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀ

ରାୟଗଡ଼ା: ସବୁଠି ବଢୁଛି କରୋନା ପ୍ରକୋପ । ଏହିସମୟରେ ଲୋକଙ୍କ ଅସଚେତନତା ହିଁ ପରିସ୍ଥିତିକୁ ଆହୁରି ଜଟିଳ କାଟି ଦେଉଛି। ଏହି ସଙ୍କଟ ସମୟରେ ରାୟଗଡ଼ା ଜିଲ୍ଲା କାଶୀପୁର ସଦର ମହକୁମାରେ ଥିବା କ୍ବାରେଣ୍ଟାଇନରେ କେନ୍ଦ୍ରରୁ ଆସିଛି ଏକ ଅଭାବନୀୟ ଘଟଣାର ଚିତ୍ର। ସଙ୍ଗରୋଧ କେନ୍ଦ୍ର ଛାଡି ଚାକି…

କରୋନାର ଲମ୍ବା ଲମ୍ଫ, ଗୋଟିଏ ଦିନରେ ରେକର୍ଡ ୫୨ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଲମ୍ଫ । ଏକାଥରକେ ୫୨ ହଜାର ପାର୍ । ଗତ ୨୪ ଘଣ୍ଟାରେ ସାମନାକୁ ଆସିଛି ୫୨ ହଜାର ୧୨୩ ନୂଆ ପଜିଟିଭ୍ କେସ୍ । ପ୍ରଥମ ଥର ଏତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ପାଖାପାଖି ପହଞ୍ଚି…

ପିଣ୍ଟୁ ନନ୍ଦଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ୱର:ଫିଲ୍ମ ନିର୍ଦ୍ଦେଶକ ପିଣ୍ଟୁ ନନ୍ଦଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଜଣେ ଯୁବତୀ। ପିଣ୍ଟୁଙ୍କୁ ଦେଖା କରିବାବେଳେ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଭୁବନେଶ୍ୱରର ଏକ ସୁଟିଂ ସେଟରେ ବୁଧବାର ସନ୍ଧ୍ୟାରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏବଂ ତାଙ୍କର ଦୁଇ ସହଯୋଗୀ ଜଣେ…

ଅନେକ ସମସ୍ୟାରୁ ମୁକ୍ତି ଦେବ ପାନ ପତ୍ର: ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ପାନ ପାତ୍ରକୁ ସାଧାରଣତଃ ସୁପରି ତଥା ଚୂନ ଆଦି ଦେଇ ଖିଆଯାଇଥାଏ । ନିୟମିତ ପାନ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେବେ କଣ ଆପଣ ଜାଣନ୍ତି ଏହି ପାନ ଆମ ଶରୀର ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ । ଆଜି ଆମେ ଆପଣଙ୍କୁ…

ବିଶ୍ୱକପ ଯୋଗ୍ୟତା ପାଇଁ ଆଜିଠୁ ଦିନିକିଆ ସୁପର ଲିଗ୍

ମଞ୍ଚେଷ୍ଟର: ୨୦୨୩ ବିଶ୍ୱକପ୍ ଯୋଗ୍ୟତା ଅର୍ଜନ ପାଇଁ ଆଜିଠୁ ଖେଳାଯିବ ଦିନିକିଆ ସୁପର ଲିଗ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡ-ଆୟାର୍ଲାଣ୍ଡ । ସାଉଥମ୍ପଟନରେ ଖେଳାଯିବ ମ୍ୟାଚ୍ । ଏହି ମ୍ୟାଚ ପାଇଁ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଛି ଇଂଲଣ୍ଡ । ୨୦୨୩ରେ…

ଅନୁଗୁଳ ଝୁଲନ୍ତା ଶବ ମାମଲା, ଆରମ୍ଭ ହେଲା ଛାନଭିନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଡିମିରିକୁଦା ଜଙ୍ଗଲର ଏକ ଗଛରେ ୩ଟି ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ବୁଧବାର ଦିନ ଜଣେ ଗାଈ ଚରାଳି ଗାଈ ଚରାଇ ଫେରୁଥିବା ବେଳେ ୩ ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରେ ଗୋଟେ ଝିଅ ଆଉ ଦୁଇ ପୁଅ ଅଛନ୍ତି। ଗୋଟିଏ ଗଛରେ ପୁଅ ଆଉ ଝିଅ…

ଏହି ମନ୍ଦିରରେ ପ୍ରସାଦ ଭାବେ ଠାକୁରଙ୍କୁ ଅର୍ପଣ ହେଉଛି ମାସ୍କ !

ବାରାଣସୀ: ଦେଶରେ ଭୟଙ୍କର ରୂପ ନେବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ ପାଖାପାଖି ୫୦ ହଜାର ନୂଆ ଆକ୍ରାନ୍ତ ଦେଶରେ ଚିହ୍ନଟ ହେଉଛନ୍ତି। କରୋନା ଯୋଗୁଁ ଅନେକ ସ୍ଥାନରେ ଲାଗିଛି ଅନେକ ପ୍ରକାରର କଟକଣା । ଏହି ସଙ୍କଟ ସମୟରେ ସବୁ ଧାର୍ମିକ ସ୍ଥାନରେ ମଧ୍ୟ ରୀତିନୀତି ସବୁକୁ ବନ୍ଦ…

ମାଲକାନଗିରିରେ ଆଜିଠାରୁ ୪ ଦିନିଆ ସଟଡାଉନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଧୀରେଧିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସିକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଅଭୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଡିଜିପି । ମାମଲାର ତଦନ୍ତ କରୁଛି ଜିଆଇପି । ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁକୁ ପାଖାପାଖି ମାସେ ହେଲାଣି ।…

ଧନ ବୃଦ୍ଧି କରାଇବ ଚାଣକ୍ୟଙ୍କ ଏହି ଉପାୟ !

ଭୁବନେଶ୍ୱର: ଜୀବନର ଅନେକ ଗୂଢ ରହସ୍ୟର ସମାଧାନର ବାଟ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ବତାଇ ଦେଇଛନ୍ତି । ସେଥି ମଧ୍ୟରୁ ଧନ ବୃଦ୍ଧି ଅନ୍ୟତମ। ଏହାର ଅନୁସରଣ କରିବା ଦ୍ୱାରା ଜୀବନ ସମୃଦ୍ଧ ଏବଂ ଉଲ୍ଲାସପୂର୍ଣ୍ଣ ହୋଇଥାଏ। ଚାଣକ୍ୟ ବାଣୀ ଅନୁଯାୟୀ, ପଇସା ରୋଜଗାର କରିବା ଏବଂ ସଞ୍ଚୟ…