Latest Odisha News

BREAKING NEWS

ଭୀମା କୋରେଗାଁଓ ମାମଲା: ପ୍ରଫେସର ହନୀ ବାବୁ ଏମ୍‌ଟି ଗିରଫ

ନୂଆଦିଲ୍ଲୀ: ଭୀମା କୋରେଗାଁଓ ମାମଲାରେ ଏନଆଇଏ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରଫେସର ହନୀ ବାବୁ ଏମ୍‌ଟିଙ୍କୁ ଗିରଫ କରିଛି । ଭୀମା କୋରେଗାଁଓ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ସହିତ ସେ ବି ସାମିଲ ଥିଲେ ବୋଲି ଏନଆଇଏ କହିଛି। ହନୀ ବାବୁ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ…

ଆଜିଠୁ ଶ୍ରୀଜିଉଙ୍କ ୩ ରଥ ଖୋଲାକାମ ଆରମ୍ଭ

ପୁରୀ: ଆଜିଠାରୁ ୩ ରଥ ଖୋଲାକାମ ଆରମ୍ଭ ହୋଇଛି । ରଥ ନିର୍ମାଣ ସେବକ, ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଇ ସେବକ ମାନେ ପରମ୍ପରା ଅନୁଯାୟୀ ରଥ ଖୋଲା କାମ ଆରମ୍ଭ କରିଛନ୍ତି । କିନ୍ତୁ ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଖୋଲାଯାଉଛି । ଏହି କାର୍ଯ୍ୟ ଏକ ମାସ ଧରି ଚାଲିବ…

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

କଟକ: କଟକ ବୟାଳିଶ ମୌଜା ଝିକିଂ ଅଞ୍ଚଳରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦୁହେଁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତଦେହ ନିକଟରୁ ହତାଲେଖା ସୁଇସାଇଡ ନୋଟ୍ ପୋଲିସ ଜବତ କରିଛି । ସୁଇସାଇଟ ନୋଟ୍‌ରେ ‘ଆମ ମରିବା ପାଇଁ କେହି ଦାୟୀ ନୁହନ୍ତି । ଆମେ ଭଗବାନ ଅନୁକୂଳ…

ଅନଗୁଳରେ ଅଘଟଣ, କେନାଲରେ ବୁଡି ଦୁଇ ସାଙ୍ଗଙ୍କ ମୃତ୍ୟୁ

ଅନୁଗୁଳ : କେନାଲରେ ଗାଧୋଉଥିବା ବେଳେ ଦୁଇ ସାଙ୍ଗଙ୍କ ମୃତ୍ୟୁ । ଜଣେ ସାଙ୍ଗ ବୁଡି ଯାଉଥିବା ବେଳେ ଅନ୍ୟ ଜଣେ ତାକୁ ଉଦ୍ଧାର କରିବାକୁ ଯାଇ ଦୁଇ ଦୁଇଟି ଜୀବନ ଦୀପ ଲିଭି ଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ହେମସୁରପଡା ଅଞ୍ଚଳରେ । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର…

ମାଟ୍ରିକ ପରୀକ୍ଷାରେ କିସ ଛାତ୍ରଛାତ୍ରୀଙ୍କ ବାଜିମାତ: ପାସ ହାର ୯୮ ପ୍ରତିଶତ

ଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରାଖୀ ଉତୀର୍ଣ୍ଣ ହୋଇଛନ୍ତି। କିସର ପାସ ହାର ୯୮ ପ୍ରତିଶତ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ପାସ ହାର…

ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ଚର୍ଚ୍ଚାରେ ଜୋସେଫ

ଇରାନାକୁଲମ: ଏଠାକାର ସ୍ଥାନୀୟ ବାସିନ୍ଦା ଜୋସେଫ ଫ୍ରାନ୍ସିସ୍ ତାଙ୍କ ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ସେହି ଅଂଚଳର ଚର୍ଚ୍ଚାର କେନ୍ଦ୍ର ସାଜିଛନ୍ତି । ୧୮୦୦ ସ୍କ୍ୱାୟରଫୁଟ ଛାତ ଉପରେ ସେ ନିଜସ୍ୱ ଜ୍ଞାନ କୌଶଳରେ ଆମ୍ବ ଗଛ ଲଗାଇଥିଲେ । ୬୩ ବର୍ଷୀୟ ଜୋସେଫ ପେଶାରେ ଜଣେ ଏସି ମେକାନିକ୍ ।…

କଟକରେ ବଢ଼ୁଛି ସଂକ୍ରମଣ, ଖ୍ରୀଷ୍ଟିଆନ୍ ସାହିରୁ ୨୫ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ କରୋନା ମିଟର ପୁରା ଉପର ମୁହାଁ ରହିଛି । ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସିଲଭର ସିଟି କଟକରେ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଆଜି କଟକ ସହରରୁ ପୁଣି ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ଜଣ ସଙ୍ଗରୋଧ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ୨ ଟ୍ରେନ୍ ଡ୍ରାଇଭରଙ୍କୁ ଜେରା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ଦିନ ଯେତେ ଗଡୁଛି ସସ୍‌ପେନ୍ସ ସେତେ ବଢ଼ୁଛି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଆଜି ଜିଆର୍‌ପି ଆଉ ୨ ଟ୍ରେନ୍ ଡ୍ରାଇଭରଙ୍କୁ ଜେରା କରିଛି । ଏକ ପାର୍ସଲ ଟ୍ରେନ୍ ଓ ଏକ ମାଲବାହୀ ଟ୍ରେନ୍‌ର…

ବିଦାୟ ବନ୍ଧୁ ବିଜୟ ! ବିଦାୟ !!

(ବିଜୟ ମହାନ୍ତିଙ୍କ ଦଶାହ ଅବସରରେ) ପାଣିଟାଙ୍କିର ସିଡି ଚଢି ଯାଉଥିଲି ଦିନେ । ମୁହଁ ଉପରକୁ କରି ଯୋରେଯୋରେ ଯାଉଥିଲି । ପାଣିଟାଙ୍କି ଆଉ ଦଶ ବାରଟି ସିଡି ପରେ ପରେ ଆସିବ । ଏତିକି ବେଳେ ମୁଁ କେତେବାଟ ଆସିଚି ବୋଲି ତଳକୁ ଚାହିଁଲା ବେଳକୁ ମୁଣ୍ଡ ବୁଲାଇଗଲା ମୋର । ମୁଁ ଏତେ ସିଡି ଚଢି ଏତେ…

ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ: ରାଜନାଥ

ନୂଆଦିଲ୍ଲୀ: ଭାରତରେ ପହଂଚିଛି ଘାତକ ଲଢ଼ୁଆ ବିମାନ ରାଫେଲ । ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ୫ଟି ଯାଜ ରାଫେଲ ଫାଇଟର ଜେଟ୍ ଅବତରଣ କରିଛି । ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନାର ଇତିହାସରେ ନୂଆ ଯୁଗର…