Latest Odisha News

BREAKING NEWS

କଟକ ସହରରୁ ୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୧ ସୁସ୍ଥ

କଟକ: ଗତ ୨୪ ଘଣ୍ଟାରେ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୪୭ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ଭିତରେ କଟକ ମହାନଗର ନିଗମ ଅଞ୍ଚଳରୁ ଅଛନ୍ତି ୩୫ ନୂଆ ପଜିଟିଭ୍ । ୩୨ଟି କ୍ୱାରେଣ୍ଟାଇରୁ ଓ ୩ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ୩୨ କ୍ୱାରେଣ୍ଟାଇନ କେସରୁ ୨୬ଜଣ ହୋମ୍ ଓ ୩ ଜଣ ସରକାରୀ…

ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କୁ ‘ଅତିବଡି ଜଗନ୍ନାଥ ଦାସ ପୁରସ୍କାର’

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକା ତଥା ଔପନାସିକା ବୀଣାପାଣି ମହାନ୍ତିଙ୍କୁ ମିଳିଲା ସର୍ବୋଚ୍ଚ ସାରସ୍ୱତ ସମ୍ମାନ ‘ଅତିବଡି ଜଗନ୍ନାଥ ଦାସ ପୁରସ୍କାର’ ୨୦୧୯ । ଓଡିଶା ସାହିତ୍ୟ ଏକାଡେମୀର ୬୩ ତମ ସ୍ୱନ କ୍ଷେତ୍ର ଅବସରରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ସଂସ୍କୃତି ମନ୍ତ୍ରୀ…

[ଭିଡିଓ] କିଏ ନେଲା ଜଙ୍ଗଲି ଭାଲୁ ସହ ସେଲ୍‌ଫି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ମେକ୍ସିକୋର ଭିଡିଓ । ତେବେ ଏହି ଭିଡିଓରେ ଘଟିଥିବା ଘଟଣା ଯେତିକି ବିପଦପୂର୍ନ ତାଠୁ ଅଧିକ ମଜାଦାର ବି ଥିଲା । ହୃଦସ୍ପନ୍ଦନ ବନ୍ଦ କରିଦେଲା ଭଳି ଏହି ଭିଡିଓଟି ଏକ ଭାଲୁ ଓ ଜଣେ ଯୁବତୀଙ୍କ କାରନାମାକୁ ନେଇ ଭାଇରାଲ୍ ହୋଇଛି । ମେକ୍ସିକୋର…

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ୍

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଏପରିକି ଚଳିତ ଥର ପାଖାପାଖି ୫.୩୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ bseodisha.nic.in,…

ରେକର୍ଡ କଲା ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଗତକାଲି ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଯାହାଫଳରେ ଆଇଏମଡିବି ରେଟିଂରେ ପୂରା ୧୦ରୁ ୧୦ ରେଟିଂ ପାଇବା ସହ ରେକର୍ଡ ସୃଷ୍ଟି କରିଛି ଏହି ଫିଲ୍ମ ।…

ଭଦ୍ରକରେ ୩ ବ୍ୟାଙ୍କ ସିଲ୍‌

ଭଦ୍ରକ: ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଭଦ୍ରକର ୩ଟି ବ୍ୟାଙ୍କକୁ ସିଲ୍ କରାଯାଇଛି । ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଭଦ୍ରକର ଆଇସିଆଇସିଆଇ, ବାଇପାସ୍ ରୋଡରେ ଥିବା ଏଚଡିଏଫସି ବ୍ୟାଙ୍କ ଓ ରାଜଘାଟ ସ୍ଥିତ…

କରୋନା ଭୟରେ ଏଏସଆଇଙ୍କ ମୃତଦେହକୁ ନେଉନାହାଁନ୍ତି ପରିବାର ଲୋକେ

ଗଞ୍ଜାମ: ଗଞ୍ଜାମରେ ଦିନକୁ ଦିନ କୋଭିଡ-୧୯ ସଂକ୍ରମଣ ବଢୁଥିବା ବେଳେ କରୋନା ସନ୍ଦେହରେ ଜଣେ ପୋଲିସ ଏଏସଆଇଙ୍କ ମୃତ ଦେହ ବହୁ ସମୟ ଧରି ପଡି ରହିଥିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ଏପରିକି ପରିବାର ଲୋକେ ଆସିନଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି। ମୃତ ପୋଲିସ ଅଧିକାରୀ ଜଣକ…

ଚର୍ଚ୍ଚାରେ ଫିଲ୍ମ ବେଲ୍ ବଟମ୍‌ରେ ଅକ୍ଷୟ ଓ ଲାରା ଦତ୍ତାଙ୍କ କିର୍ଦାର !

ମୁମ୍ବାଇ: ଲକ୍‌ଡାଉନ ପରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ବେଲ୍ ବଟମ୍‌ର ସୁଟିଂ ଆରମ୍ଭ ହେବ । ଫିଲ୍ମର ପୂରା ଟିମ୍ ଲଣ୍ଡନ ଅଭିମୁଖେ ବାହାରିବେ । ଏଥିରେ ଲାରା ଦତ୍ତାଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ…

ମାଡ଼ି ଗଲା ଟ୍ରକ୍, ସ୍ତ୍ରୀ ମୃତ ଓ ସ୍ୱାମୀ ଆହତ

ବଲାଙ୍ଗିର: ମେଡିକାଲ୍ ଯିବା ବେଳେ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଯାଇଛି ସ୍ୱାମୀଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା ଟାଉନ୍ ଥାନା ଆଗରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଲେ ଚନ୍ଦନଭାଟି ଗାଁର ରଜନୀ ସାହୁ । ସେ ଆଜି…

ବଢ଼ିଲା OJEE ଆବେଦନ ସମୟସୀମା, ଆଉ ୫ ସହରରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ସୂଚନା । ବଢ଼ିଲା ଅନଲାଇନ ଆବେଦନର ଡେଡଲାଇନ୍ । ଜୁଲାଇ ୩୧ ତାରିଖ ଯାଏଁ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି । ଏହାସହ ଆଉ ୫ଟି ସହରରେ ପ୍ରବେଶିକା ପରୀକ୍ଷା କରିବାକୁ ଘୋଷଣା ହୋଇଛି…