ବଜାରକୁ ଆସିଲା ସୁନା, ରୂପାରେ ତିଆରି ମାସ୍କ
କୋଏମ୍ବଟୁର: କରୋନା କାଳରେ ସବୁଠାରୁ ଅଧିକ ଚାହିଦା ରହିଛି ମାସ୍କର । ଏହାକୁ ବିଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଉଛି । କେତେକ ବ୍ୟକ୍ତିବିଶେଷ ସୁନାର ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଏହାକୁ ଦେଖି କୋଏମ୍ବଟରରେ ଜଣେ ଗହଣା ଦୋକାନୀ ସୁନା ଓ ରୂପାର ମାସ୍କ ବିକ୍ରି କରିବା ଆରମ୍ଭ…