Latest Odisha News

BREAKING NEWS

ଖୁବଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ‘ରିଅଲମି ସି୧୧’; ଜାଣନ୍ତୁ ଏହାର ଫିଚର୍ସ ଓ ମୂଲ୍ୟ

ନୂଆଦିଲ୍ଲୀ: ହ୍ୟାଣ୍ଡସେଟ ନିର୍ମାତା ରିଅଲମି ଏହାର ନୂତନ ମୋବାଇଲ୍ ରିଅଲମି ସି୧୧ ଭାରତରେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।ଏହା କମ୍ପାନୀର ନୂତନ ବଜେଟ୍ ବିଭାଗର ବଜେଟ୍ ସ୍ମାର୍ଟଫୋନ୍ ହେବ । ଜୁଲାଇ ୧୪ ରେ ଅପରାହ୍ନ ୧ ଟାରେ ଭାରତରେ ରିଅଲମି ସି୧୧ ଲଞ୍ଚ ହେବ ।ମନେରଖନ୍ତୁ ଗତ ମାସରେ…

ମେଗାଷ୍ଟାର ଅମିତାଭଙ୍କ ଆରୋଗ୍ୟ କାମନା କଲେ ରାଜନେତା, ଜାଣନ୍ତୁ କିଏ କଣ କହିଲେ

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ କରୋନା । ଏହାସହ ତାଙ୍କ ପୁଅ ଅଭିଷେକଙ୍କ ରିପୋର୍ଟ ବି ପଜଟିଭ୍ ଆସିଛି । ଏହି ଖବର ଜଣା ପଡ଼ିବା ପରେ ଦୁଇ ଅଭିନେତାଙ୍କ ସମସ୍ତେ ଆରୋଗ୍ୟ କାମନା କରିଛନ୍ତି । ବହୁ ବିଶିଷ୍ଟ ରାଜନେତା ମଧ୍ୟ ବିଗ ବିଙ୍କ ମଙ୍ଗଳ କାମନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ…

ଭଲ ଖବର: ଜୟା ଓ ଐଶ୍ୱର୍ଯ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

ମୁମ୍ୱାଇ: ବଚ୍ଚନ ଫ୍ୟାମିଲିର ଅନ୍ୟ ସଦସ୍ୟଙ୍କ ପାଇଁ ଆଶ୍ୱସ୍ତିକର ଖବର । ଅଭିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ଛାଡ଼ିଦେଲେ ପରିବାରର ଅନ୍ୟ ସଦସ୍ୟଙ୍କର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ୍ । ଅର୍ଥାତ୍ ଜୟା ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ୍ ବାହାରିଛି…

ବଦଳିବ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଢାଞ୍ଚା, ସ୍କୁଲ ପରିଚାଳନା କମିଟିକୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ସହ ଜଡ଼ିତ ସ୍କୁଲ ପରିଚାଳନା କମିଟିକୁ ଅଧିକ କ୍ରିୟାଶୀଳ କରାଯିବ । କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ଦିଆଯିବ ପ୍ରଶିକ୍ଷଣ । ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି । ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବାର ଥିଲା । କରୋନା ଯୋଗୁ ଆସନ୍ତା…

ରେଖାଙ୍କ ସିକ୍ୟୁରୁଟି ଗାର୍ଡକୁ କରୋନା, ମୁମ୍ୱାଇ ବଙ୍ଗଳା ସିଲ୍

ମୁମ୍ୱାଇ: କରୋନା କବଳରେ ମାୟାନଗରୀ । ବଲିଉଡ ଅଭିନେତ୍ରୀ ରେଖାଙ୍କ ମୁମ୍ୱାଇ ବଙ୍ଗଳା ସିଲ୍ । ତାଙ୍କ ସିକ୍ୟୁରିଟି ଗାର୍ଡ କରୋନା ସଂକ୍ରମିତ ହେବା ପରେ ବଙ୍ଗଳା ସିଲ୍ କରିଛି ବିଏମସି । ତାଙ୍କ ଘର ବାହାରେ ଏକ ନୋଟିସ୍ ଲାଗିଛି । ଯେଉଁଥିରେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା…

ଅମିତାଭଙ୍କ ପରେ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ

ମୁମ୍ୱାଇ: ବାପାଙ୍କ ପରେ ପୁଅ । ଅମିତାଭ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ପୁଅ ଅଭିଷେକ ବଚଚ୍ନ । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ବି ପଜିଟିଭ୍ ବାହାରିଛି । ଅଭିଷେକ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଅଭିଷେକ ଲେଖିଛନ୍ତି, 'ଆଜି ପ୍ରଥମେ ବାପାଙ୍କର ଓ ପରେ ମୋର କୋଭିଡ୍…

କରୋନାରେ ଗଂଜାମ ସାମ୍ବାଦିକଙ୍କ ମୃତ୍ୟୁ

ଗଂଜାମ : ହିଂଜିଳିକାଟୁର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କର କରୋନା ସଂକ୍ରମଣ ଯୋଗୁଁ ମୁତ୍ୟୁ ହୋଇଛି । ଆଜି ଅପରାହ୍ନରେ କିମସ୍ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୧୫ ଦିନ ହେଲା ସେ ଅସୁସ୍ଥ ଥିବାରୁ ତାଙ୍କ ସ୍ୱାବ ନମୁନା ଟେଷ୍ଟ କରାଯାଇଥିଲା । ସେତେବେଳେ ସେ ପଜିଟିଭ୍ ଥିବା…

ଅମିତାଭ ବଚ୍ଚନ କୋଭିଡ୍ ପଜିଟିଭ୍

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ କରୋନା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଅମିତାଭ ବଚ୍ଚନ । ସେ ଲେଖିଛନ୍ତି, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଏହାପରେ ତାଙ୍କ ପରିବାର ଓ କର୍ମଚାରୀଙ୍କ ନମୁନା…

ରାଜ୍ୟରେ ବଢ଼ିଲା ୧୪୪୧ କୋଭିଡ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି କରୋନା । ଦିନକୁ ଦିନ ସାଂଘାତିକ ଭାବେ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର କୋଭିଡ ଶଯ୍ୟା ସଂଖ୍ୟା ବଢ଼ାଇଛନ୍ତି । କୋଭିଡ ହସ୍ପିଟାଲରେ ବଢ଼ିଛି ୧୪୪୧ କୋଭିଡ ଶଯ୍ୟା । ହାଇଟେକ ମେଡିକାଲ କଲେଜରେ ଆଉ ୫ ଶହ…

କରୋନା କ୍ରିଏଟିଭିଟି : ସୁଶ୍ରୀ ସୁଲଗ୍ନା ମହାନ୍ତିଙ୍କ କବିତା ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…