Latest Odisha News

BREAKING NEWS

ଆସନ୍ତୁ ବୁଲିଯିବା ସିକ୍କିମର ହିଡେନ ପାରାଡ଼ାଇଜ ‘ଅରିତର’

ଭୁବନେଶ୍ୱର: ସୁଉଚ୍ଚ ପାହଡ଼, ପାହାଡ଼ର କୂଳେ କୂଳେ ମନମୁଗ୍ଧକର ଝରଣା, ଆଉ ଝରଣା ଚାରିପାଖରେ ଘଞ୍ଚ ସବୁଜ ବନାନୀ । କେଉଁ କାହାଣୀ କି ସିନେମାର ଦୃଶ୍ୟ ନୁହେଁ ଆଜ୍ଞା ଆମେ କହୁଛୁ ଅନେକ ଐତିହାସିକ ସ୍ମୃତି ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନିଜ ଭିତରେ ସାଇତି ରଖିଥିବା ଏକ ଲୋକପ୍ରିୟ…

ବିଜେପୁର ଉପ ନିର୍ବାଚନ: ସନତ ଗଡତିଆ ହେଲେ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ରବିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସନତ ଗଡତିଆଙ୍କୁ ପ୍ରାର୍ଥୀ କରାଯାଇଛି । ଚଳିତ ୨୦୧୯ ନିର୍ବାଚନରେ ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ…

‘ନବରାତ୍ରୀ’ରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ‘ନବରାତ୍ରୀ ପୂଜା’। ଶ୍ରଦ୍ଧାଳୁମାନେ ଆନନ୍ଦ ଉତ୍ସାହର ସହ ନବରାତ୍ରୀ ସମୟରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି। ଏହିି ଅବସରରେ ଜଗତଜନନୀ ମା’ ଦୁର୍ଗା ଧରାବତରଣ କରିବା ସହ ପାପର ବିନାଶ କରିଥା’ନ୍ତି । ନବରାତ୍ରୀର ନଅ ଦିନ ଯାଏଁ…

ଧରା ସ୍ପର୍ଶ କଲା ପାର୍ବଣ; ଆଜିଠାରୁ ଆରମ୍ଭ ହେଉଛି ‘ନବରାତ୍ରୀ’

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଗଲା ପାର୍ବଣ । ଚାରିଦିଗ ଏବେ ଉତ୍ସବ ମୁଖର। ସ୍ୱର୍ଗରୁ ମର୍ତ୍ତ୍ୟ ଯାଏଁ ଏବେ ସବୁଠି ହେବ ଜଗତଜନନୀ ମାଆ ଦୁର୍ଗାଙ୍କ ଆରାଧନା । ନବରାତ୍ରୀ ଅବସରରେ ଆଜି ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। ଆଜିଠାରୁ ମା’ ଦୁର୍ଗା…

ମାଛଜାଲରୁ ଉଦ୍ଧାର ହେଲା ବିଶାଳ ଅଜଗର

ପୁରୀ: ପୁରୀ ଜିଲ୍ଲା ବାସୁଦେବପୁର ଗ୍ରାମରୁ ରବିବାର ଦିନ ଉଦ୍ଧାର ହୋଇଛି ଏକ ବିଶାଳ ଅଜଗର ସାପ । ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର କିଛି ମାଛଧରାଳି ଆଜି ସକାଳେ ମାଛ ଧରୁଥିବା ବେଳେ ଏହି ଅଜଗରଟି ତାଙ୍କ ଜାଲରେ ପଡିଥିଲା । ଉଦ୍ଧାର ଅଜଗରଟିର ଲମ୍ବ ପ୍ରାୟ ୧୦ ଫୁଟ ରହିଛି । ତୁରନ୍ତ…

ଭୁବନେଶ୍ୱର ସ୍ମାର୍ଟସିଟି ଏବଂ ସୋଆ ଏନଏସଏସର କର୍ମଶାଳା: ସୁସ୍ଥ ଜୀବନଶୈଳୀକୁ ନେଇ ଆଲୋଚନା

ଭୁବନେଶ୍ୱର: ସୁସ୍ଥ ଜୀବନଶୈଳୀ ଏବଂ ମହିଳାଙ୍କ ଉପରେ ଘଟୁଥିବା ନିର୍ଯ୍ୟାତନାକୁ ପ୍ରତିରୋଧ କରିବା ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନସେସର ଏନଏସଏସ୍…

ଅଧିକ ପାଣି ପିଉଥିଲେ, ହୁଅନ୍ତୁ ସାବଧାନ୍ !

ଭୁବନେଶ୍ୱର: ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦିନକୁ ୮-୧୦ ଗ୍ଲାସ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦୁରେଇ ରହିଥାଏ । ତେବେ କଣ ଆପଣ ଜାଣନ୍ତି ଦିନକୁ ଦରକାର ଠାରୁ ଅଧିକ ପାଣି ପିଇଲେ କି କି ଅସୁବିଧା ହୋଇଥାଏ... ଦିନକୁ ଦରକାରଠାରୁ ଅଧିକ ପାଣି…

ମନ କୀ ବାତ୍ କାର୍ଯ୍ୟକ୍ରମ: ପାର୍ବଣ ଋତୁରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କୀ ବାତ କାର୍ଯ୍ୟକ୍ରମରେ ରେଡ଼ିଓ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ପାର୍ବଣ ଋତୁରେ ଦେଶବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଭାରତ କୀ ଲକ୍ଷ୍ମୀ କାର୍ଯ୍ୟକ୍ରମ ଆରମ୍ଭ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ସନ୍ଧ୍ୟା ୬ଟା ୩୦ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ…

ରାଉରକେଲାରେ ଭାଙ୍ଗିଲା ରାମ ଦୋଳି, ୪ ଆହତ

ରାଉରକେଲା: ରାଉରକେଲାସ୍ଥିତ ସେକ୍ଟର ୧୬ ଅଞ୍ଚଳରେ ରବିବାର ଦିନ ଚକ୍ରି ଦୋଳି ଲଗାଯାଉଥିବା ବେଳେ କୌଣସି କାରଣବଶତଃ ଏହା ଭାଙ୍ଗିଯିବାରୁ ୪ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ଦୁର୍ଗାପୂଜା ମଣ୍ଡପ ନିକଟରେ ଆୟୋଜିତ ମୀନାବଜାରରେ ଚକ୍ରି ଦୋଳି…