ପାକିସ୍ତାନକୁ ବଡ ଝଟକା; ବିମାନ ଉଡାଣ ଉପରେ ରୋକ ଲଗାଇଲା ଆମେରିକା
ନୂଆଦିଲ୍ଲୀ: କିଛି ଦିନ ହେବ ପାକିସ୍ତାନରେ ନକଲି ପାଇଲଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାଫଳରେ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (ପିଆଇଏ) ଉପରେ ଆମେରିକା ବ୍ୟାନ୍ ଲଗାଇଛି ।
ୟୁରୋପିଆନ୍ ୟୁନିୟନ୍ ଆଭିଏସନ ସେଫ୍ଟି ଏଜେନ୍ସି ଆଗାମୀ ୬ ମାସ ଯାଏଁ ପିଆଇଏର ଉଡାଣ ଉପରେ ରୋକ…