ଫିଲ୍ମ ‘ରାଧେ ଶ୍ୟାମ’ର ପ୍ରି-ଟିଜର ରିଲିଜ୍; ଲଭର୍ ବଏ୍ ଲୁକ୍ରେ ନଜର ଆସିଲେ ପ୍ରଭାସ
ନୂଆଦିଲ୍ଲୀ: 'ବାହୁବଲୀ' ମେଗା ଷ୍ଟାର ପ୍ରଭାସ ବର୍ତ୍ତମାନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାଧେ ଶ୍ୟାମ୍' ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରଭାସଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଥିଲେ। ଏଥି ସହିତ 'ରାଧେ ଶ୍ୟାମ'ର ନିର୍ମାତାମାନେ ଫିଲ୍ମର ଏକ ଛୋଟ…