ଜେଏସ୍ପିଏଲ୍ ଅନୁଗୁଳ କାରଖାନା ପରିଦର୍ଶନ କଲେ ଖୋର୍ଦ୍ଧା ରେଳ ଡି.ଆର୍.ଏମ୍
ଅନୁଗୁଳ: ପୂର୍ବତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ଡିଭିଜନ୍ର ଡିଭିଜନାଲ୍ ରେଲ୍ୱେ ମ୍ୟାନେଜର ଶଶୀକାନ୍ତ ସିଂହ ଗୁରୁବାର ଦିନ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍ପିଏଲ୍)ର ଅନୁଗୁଳ ସମନ୍ୱୀତ ଇସ୍ପାତ କାରଖାନା ପରିଦର୍ଶନ କରିଛନ୍ତି।
ଏହି ସମୟରେ ଉଭୟ ରେଳବାଇ ଓ ଜେଏସ୍ପିଏଲ୍…