Latest Odisha News

BREAKING NEWS

ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ

ପୁରୀ: ଶ୍ରୀକ୍ଷେତ୍ରରେ ଆମ୍ଭ ହୋଇଛି ମହାପ୍ରଭୁଙ୍କ ପହଣ୍ଡି । ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଶ୍ରୀସୁଦର୍ଶନ । ଏହାପରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଚାଲିଛି । ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହେବେ ଜଗତର ନାଥ ଶ୍ରୀଜଗନ୍ନାଥ । ସକାଳ ୮ଟାରୁ…

ଖୋର୍ଦ୍ଧା ଜିଲ୍ଲାରେ କଡାକଡି ହେଲା କଟକଣା: ମାତ୍ର ୧୪ ଘଣ୍ଟା ପାଇଁ ଖୋଲିବ ଦୋକାନବଜାର

ଯାଜପୁର : କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଆଜିଠୁ ଖୋର୍ଦ୍ଧା ଜିଲ୍ଲାରେ ସକାଳ ୫ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ୧୪ ଘଣ୍ଟା ଯାଏଁ ଖୋଲିବ ଦୋକାନବଜାର। ଏହି କଟକଣା ଜୁଲାଇ ୧୫ ଯାଏ ଜାରି ରହିବ ବୋଲି ଜିଲ୍ଲା…

ଆଜିଠୁ କାଉଣ୍ଟରରେ ମିଳିଲା ମଦ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଅଫଲାଇନରେ ଆରମ୍ଭ ହୋଇଛି ମଦ ବିକ୍ରି । ଖୋଲିଛି କାଉଣ୍ଟର । ସିଧାସଳଖ ମଦ କିଣିପାରିବେ ଗ୍ରାହକ । କିନ୍ତୁ କିଛିଟା କଟକଣା ମାନିବାକୁ ହେବ । ଉଭୟ ଗ୍ରାହକ ଓ ଦୋକାନୀଙ୍କ ପାଇଁ କିଛି ନିର୍ଦ୍ଦେଶାନାମା ଜାରି ହୋଇଛି । ନିମୟ ଭାଙ୍ଗିଲେ ସିଲ୍ ହେବ ମଦ ଦୋକାନ ।…

କରୋନା ମୁକାବିଲା: ଯାଜପୁରରେ ଜାରି ହେଲା ଏହିସବୁ କଟକଣା

ଯାଜପୁର : କରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଜୁଲାଇ ୧ ତାରିଖ ରୁ ସକାଳ ୬ ଘଟିକା ଠାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ। ରାତ୍ରିକାଳୀନ କର୍ଫ୍ୟୁ ରାତି ୯ ଘଟିକାରୁ ସକାଳ ୫ଟା…

ବାହୁଡ଼ା ଯାତ୍ରା ପାଇଁ ପୁରୀରେ ପୋଲିସ ଛାଉଣୀ

ପୁରୀ: ରଥଯାତ୍ରା ଭଳି ବିନା ଭକ୍ତରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ କଡ଼ା କଟକଣା । କର୍ଫ୍ୟୁ ଲାଗିଛି । ଗତକାଲି ରାତି ୧୦ଟାରୁ ପୁରୀ ସହ ସମେତ ପୁରା ଜିଲ୍ଲାରେ ବଳବତ୍ତର ରହିଛି କର୍ଫ୍ୟୁ । ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ରଥଯାତ୍ରା…

ପୁରାଣ ଅନୁଯାୟୀ ବାହୁଡା ଯାତ୍ରାର ମାହାତ୍ମ୍ୟ

ଭୁବନେଶ୍ୱର: ଆଜି ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି। ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ବା…

ସରିଲା ଜନ୍ମବେଦୀ ଲୀଳାଖେଳା, ବଡ଼ଦେଉଳକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ: ସରିଲା ଜନ୍ମବେଦୀ ଲୀଳାଖେଳା । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ସରୁଛି ଶ୍ରୀଜିଉଙ୍କର ନବ ଦିନାତ୍ମକ ଯାତ୍ରା । ଆଜି ବାହୁଡ଼ା ଯାତ୍ରାରେ ବଡ଼ ଦେଉଳକୁ ବାହୁଡ଼ିବେ ବଡ଼ ଠାକୁର । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥ ଚଢ଼ି ନୀଳକନ୍ଦର ଫେରିବେ ନୀଳମଣି । ବାହୁଡ଼ା ଯାତ୍ରା ପାଇଁ…

କରୋନା କ୍ରିଏଟିଭିଟି : ଭୁବନେଶ୍ୱରର ଦିବ୍ୟାଂଶୀ ମହାନ୍ତିଙ୍କ କବିତା ଆବୃତ୍ତି

ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ବିନା ଭକ୍ତରେ ବାହୁଡ଼ିବେ ଶ୍ରୀଜଗନ୍ନାଥ; ସଟଡ଼ାଉନରେ ପ୍ରଶାସନର ଜୋରଦାର ପ୍ରସ୍ତୁତି

ପୁରୀ: ଯାତ୍ରା ସାରି ବାହୁଡ଼ିବେ ଶ୍ରୀଜଗନ୍ନାଥ । ବିନା ଭକ୍ତରେ ରଥ ଟଣାଯିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।  ଶୃଙ୍ଖଳା ରକ୍ଷା ପାଇଁ ଆଜି ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ । ସେହିପରି ବାହୁଡା଼ ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ…

କରୋନା ଆତଙ୍କ: ଗଞ୍ଜାମରେ ପଜିଟିଭ୍ ଚିହ୍ନଟ ହେଲେ ଆହୁରି ୯ ପୋଲିସ କର୍ମଚାରୀ

ବ୍ରହ୍ମପୁର: ବ୍ରହ୍ମପୁରରେ ଆହୁରି ୯ଜଣ ପୋଲିସ କର୍ମଚାରୀ ମଙ୍ଗଳବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ପୂର୍ବରୁ ଏହି ପୋଲିସ କର୍ମଚାରୀମାନଙ୍କର ସ୍ୱାବ ନମୂନା ପରୀକ୍ଷା ଲାଗି ପଠାଯାଇଥିଲା । ଆଜି ସେଗୁଡ଼ିକ ପଜିଟିଭ୍ ଚିହ୍ନଟ ହୋଇଛି ।…